ଗର୍ଭାବସ୍ଥାରେ ବାନ୍ତି, ଝାଡା, ରକ୍ତହୀନତା, ଉଚ୍ଚ ରକ୍ତଚାପ, କୋଷ୍ଠ କାଠିନ୍ୟ, ଅନିଦ୍ରା, ପେଟ ବଥା ଆଦି ବିକୃତି ଦେଖାଦେଇଥାଏ ତେଣୁ ଏହାର ଉପଚାର କରାଯାଏ l ଭୋଜନରେ ପୌଷ୍ଟିକ ଖାଦ୍ୟ ପଦାର୍ଥ ଅଭାବ ହେଲେ ରକ୍ତାଳ୍ପତା ହୋଇଥାଏ, ଓ ରକ୍ତାଳ୍ପତା ହେଲେ ଗର୍ଭସ୍ଥ ଶିଶୁର ବିକାଶ ହୋଇପାରେ ନାହିଁ ଓ ଗର୍ଭବତୀର କ୍ଷତି ହୁଏ ବା ଗର୍ଭସ୍ରାବ ର ଆଶଙ୍କା ଲାଗି ରହେ l
ବାନ୍ତି ହେଲେ
ଲେମ୍ବୁରସ ପାଣି ଦିନକୁ 2-3 ଥର ପିଇବେ, 5-7 ଟି ପୁଦିନା ପତ୍ର ରସ ପାଣିରେ ମିଶାଇ ପିଇଲେ ବାନ୍ତି କମେ, କମଳା ରସ ଖାଇଲେ ବାନ୍ତି କମିଯାଏ, ବାନ୍ତି ପାଇଁ ଗର୍ଭବତୀ ର ପେଟରେ ପାଣି ପଟି ରଖି ପାରିବେ
କୋଷ୍ଠବଦ୍ଧତା ହେଲେ ତ୍ରିଫଳା ଚୂର୍ଣ୍ଣ ହାଲକା ଉଷୁମ ପାଣି ସହ ସେବନ କରିବେ l
- ଆଗରୁ ଯଦି କେବେ ଗର୍ଭସ୍ରାବ ହୋଇଥାଏ ତେବେ ଗର୍ଭ ଧାରଣ ସହିତ କଦଳୀ ଗଛ କାଣ୍ଡ (ମଞ୍ଜା ) ରସ 5 ଗ୍ରାମ ଓ ମହୁ ମିଶାଇ ପ୍ରତିଦିନ ସେବନ କରନ୍ତୁ l
- ଡାଳିମ୍ବ ରସ ପିଇଲେ ରକ୍ତସ୍ରାବ ବିକୃତି ହୁଏ ନାହିଁ
- ପ୍ରତିଦିନ 100 ଗ୍ରାମ ସିଙ୍ଘାଡା କିଛିଦିନ ପର୍ଯ୍ୟନ୍ତ ଖାଇଲେ ଗର୍ଭାଶୟ ଦୁର୍ବଳତା ନଷ୍ଟ ହୁଏ
- ବେଲ 20 ଗ୍ରାମ ଓ ଗୁଡ଼ 10 ଗ୍ରାମ ପାଣି ସହ ସେବନ କଲେ ଅତିସାର ବନ୍ଦ ହୁଏ
- ଆମଲା ଚୂର୍ଣ୍ଣ 3 ଗ୍ରାମ ଓ ସୈନ୍ଧବ ଲୁଣ ମିଶାଇ ସେବନ କଲେ ଅତିସାର ବନ୍ଦ ହୁଏ
- ଘୋଳ ଦହି ସହିତ ସୈନ୍ଧବ ଲବଣ ମିଶାଇ ପିଇଲେ ଅତିସାର ନିବାରଣ ହୁଏ
- ଆମଲା ରସ 30ଗ୍ରାମ ଓ ମହୁ ମିଶାଇ ପିଇଲେ ପରିସ୍ରା ଜ୍ୱାଳା ବା ପୋଡା ନଷ୍ଟ ହୁଏ
- ରାତିରେ 20 ଗ୍ରାମ ଧଣିଆ ପାଣିରେ ବତୁରେଇ ସକାଳେ ଛାଣି ମିଶ୍ରି ମିଶାଇ ପିଇଲେ ଜ୍ୱାଳା ବା ଜଳାପୋଡା ନଷ୍ଟ ହୁଏ I
ଏସବୁ ଆପଣ ଓ ଆପଣଙ୍କ ପିଲା ପାଇଁ ବହୁତ ଜରୁରୀ ଅଟେ l ତେଣୁ ଦିନକୁ 2-3 ଲିଟର ପାଣି ପିଇବେ ଫଳରେ ଷ୍ଟ୍ରେଚ ମାର୍କ ଓ କବ୍ଜ ଦୂର ହେବ l ବହୁତ ପ୍ରକାର ତାଜା ପରିବା ଓ ପତ୍ର ଜାତୀୟ ପରିବା ଖାଆନ୍ତୁ ଫଳରେ ଝାଡା ପରିଷ୍କାର ହେବ ଓ ଜଳାପୋଡା କମ ହେବ l
କଣ ଖାଇବେ ନାହିଁ
ମାଂସ ଓ ଜଙ୍କ ଫୁଡ, ମିର୍ଚ୍ଚ ମସଲା ଓ ଅମ୍ଳୀୟ ରସ ଯୁକ୍ତ ଖାଦ୍ୟ ଖାଇବେ ନାହିଁ l ଚା, କଫି ଆଦି ସେବନ କରିବା ଅନୁଚିତ l
ବାନ୍ତି ପାଇଁ କଣ କରିବେ l
गर्भावस्था की कै (उल्टी) हो तो एक पाव पानी में एक मुट्ठी चावल भिगा दें। आधा घंटा बाद पांच ग्राम हरा या सूखा धनिया डालकर मसलकर छानकर इस पानी को चार हिस्से में कर लें व गर्भवती महिला को चार बार में पिलायें आराम मिलेगा।
चार निम्बू का रस निचोड़ कर छान लीजिये, 50 ग्राम सेंधा नमक डालिये। 125 ग्राम जीरा इस रस में भिगो दे। जब रस बिलकुल सूख जाए, केवल जीरा रह जाए तो इसे कांच की शीशी में भर कर रख दे, जब भी उल्टी आने को हो थोड़ा सा निकाल कर चबा चबा कर खा ले। उल्टी नहीं होगी।
किसी भी तरह की उल्टी हो रही हो तो सूखा धनिया या हरा धनिया, कूट पीसकर उसका पानी निचोड़ कर 5-5 चम्मच, बार-बार पिलाऐं। उल्टी रुक सकती है। यह उपाय गर्भवती स्त्रियों के लिये भी कर सकते हैं।
गर्भवती स्त्री भुने चने का सत्तू पतला पानी में घोल कर स्वादानुसार नमक या चीनी डालकर पी जायें।
गर्भिणी को उल्टी ना हो इस के लिए उसको एक दिन में दो तीन बार आंवले का मुरब्बा खाना चाहिए। आंवले का उपयोग गर्भवती महिला को अवश्य करना चाहिए। किसी भी रूप में। अच्छा आंवला, एक अंडे से अधिक बल, शक्ति, स्फूर्ति देता है।
गर्भवती महिलाओं को खाना खाने के बाद थोड़ी मात्रा में अजवाइन अवश्य लेनी चाहिए। इससे मिचली नहीं होती और खाना जल्दी हजम होता है।
Coming Soon…
· ଗୌର ବର୍ଣ୍ଣ, ସୁନ୍ଦର ଓ ସୁସ୍ଥ ସନ୍ତାନ କିପରି ଜନ୍ମ ହେବାର ଉପାୟ…
· ପିଲାଙ୍କ ବ୍ରେନ ବା ମସ୍ତିଷ୍କ କୁ ଯଦି ଗର୍ଭାବସ୍ଥାରେ ପ୍ରଖର କରିବାକୁ ଚାହୁଁଛନ୍ତି ଯୋଗାଯୋଗ କରନ୍ତୁ
· ଯାଆଁଳା ସନ୍ତାନ ହେବାକୁ ଉପାୟ