Kids

ଉଚ୍ଚତା ବଢାଇବା ପାଇଁ ଏହି ଅଦ୍ଭୁତ ଆୟୁର୍ବେଦିକ ଔଷଧ ନିଶ୍ଚୟ ଆପଣାନ୍ତୁ

ଆଜିକାଲି ସମସ୍ତେ ଚାହୁଁଛନ୍ତି ତାଙ୍କର ହାଇଟ ଠିକ ରହୁ l ଭଲ ହାଇଟ ଥିଲେ ସ୍ତ୍ରୀ ବା ପୁରୁଷ ଦୁଇ ଜଣଙ୍କର ସୁନ୍ଦରତା ଓ ବ୍ୟକ୍ତିତ୍ୱର ପରି ପ୍ରକାଶ ହୋଇଥାଏ l ହାଇଟ ବଢିବା ଜୀନ ଉପରେ ନିର୍ଭର କରେ ବୋଲି କିଛି ଲୋକ ଭାବନ୍ତି ହାଇଟ ବଢେଇବା ଅସମ୍ଭବ l କିନ୍ତୁ ଖୁସିର କଥା କିଛି ପ୍ରାକୃତିକ ଉପାୟ ପ୍ରୟୋଗ କରି ଆପଣ କିଛି ମାତ୍ରାରେ ଉଚ୍ଚତା ବଢ଼ାଇ ପାରିବେ l ନିୟମିତ ବ୍ୟାୟାମ, ସୁଷମ ଖାଦ୍ୟ ଓ କିଛି ନିୟମ ପାଳନ କରି ହାଇଟ କିଛି ଇଞ୍ଚ ପର୍ଯ୍ୟନ୍ତ ଆପଣ ବଢ଼ାଇ ପାରିବେ l

ଉଚ୍ଚତା ବଢାଇବା ଜେନେଟିକ ହୋଇଥାଏ ଓ ବେଳେବେଳେ ହର୍ମୋନ ର ଅଭାବ ରୁ ମଧ୍ୟ ହାଇଟ ବଢିବା ଅଟକି ଯାଇଥାଏ l ଏପରି କିଛି ଉଦାହରଣ ଅଛି ଯେଉଁଥିରେ ଯେତେ ବି ଚେଷ୍ଟା କଲେ ମଧ୍ୟ ହାଇଟ ବଢେ ନାହିଁ କିନ୍ତୁ ବେଳେ ବେଳେ 18 ବର୍ଷ ପର୍ଯ୍ୟନ୍ତ ପୌଷ୍ଟିକ ଖାଦ୍ୟ, ଉଚିତ ବ୍ୟାୟାମ ଓ ଷ୍ଟ୍ରେଟ ପୋଶ୍ଚର (ସିଧା ପୋଶ୍ଚର ) ଦ୍ୱାରା ଉଚ୍ଚତା ବଢ଼ା ଯାଇପାରେ l ଆମେ ସାଧାରଣତ ଭାବୁ କି ଉଚ୍ଚତା କେବଳ ୧୮ ବର୍ଷ ପର୍ଯ୍ୟନ୍ତ ବଢେ ତାହା ଠିକ କିନ୍ତୁ ତା ପରେ ମଧ୍ୟ ଚେଷ୍ଟାକରି ବଢାଯାଇପାରେ, କାରଣ ଟେଣ୍ଡନ୍ ଯାହା ହାଡକୁ ଏକାସାଙ୍ଗେ ଯୋଡିଥାଏ ଓ ଅନ୍ୟ ଅଙ୍ଗ ସହ କାମ କରି ତାକୁ ଲମ୍ବା କରାଯାଇ ପାରିବ ଓ ଅଳ୍ପ କିଛି ଇଞ୍ଚ ବଢାଯାଇପାରିବ I ଆମ ଶରୀରରେ ଉଚ୍ଚତା ବଢାଇବା ପାଇଁ ସବୁଠାରୁ ବଡ ଯୋଗଦାନ ଥାଏ ହ୍ୟୁମାନ୍ ଗ୍ରୋଥ୍ ହରମୋନ୍ (HGH), ଏହା ପିଟ୍ୟୁଟାରି ଗ୍ରନ୍ଥି ରୁ (Pituitary Gland)ବାହାରିଥାଏ ଯାହଦ୍ୱାରା ହାଇଟ୍ ବଢିଥାଏ I ଠିକ ପ୍ରୋଟିନ ଓ ନ୍ୟୁଟ୍ରିସନ ନ ମିଳିବା କାରଣରୁ ଶରୀରର ବିକାଶ ବନ୍ଦ ହୋଇଯାଏ I ଯଦି ଆପଣ ଶରୀରର ବିକାଶ କରିବାକୁ ଚାହୁଁଛନ୍ତି ତାହେଲେ ଖାଦ୍ୟ ପେୟ ର ପୂରା ଧ୍ୟାନ ରଖିବା ଆରମ୍ଭ କରନ୍ତୁ ଓ ବ୍ୟାୟାମ କରନ୍ତୁ l

  • ଶରୀରରେ ଗ୍ରୋଥ ହରମୋନ କୁ ବଢାଇବା ପାଇଁ ଦିନକୁ 6 ଥର ଛୋଟ ଛୋଟ ମିଲ ଖାଇବା ଆବଶ୍ୟକ l
  • ଆଣ୍ଟି ବାଈଓଟିକ ଯେତେ କମ ଖାଇବେ, ଏହାର ପ୍ରୟୋଗରେ ହାଇଟ ବଢି ନପାରେ,
  • ଠିକ ଭାବେ ଶୋଇବେ ଓ ନିଦ ଭୋଗ କରିବେ, କାରଣ ଶୋଇଲା ବେଳେ ଆପଣଙ୍କ ମାଂସପେଶୀ ବଢିଥାଏ, ଶୋଇଲା ବେଳେ ବେକ ଓ ମୁଣ୍ଡକୁ ସିଧା ଛାଟ କରି ରଖିବେ, ଯଦି ବଙ୍କା ରଖିବେ ଅପଣଙ୍କ Spinal Chord ଦବି ଯିବ ଓ ପୂରା ଶରୀର ଧୀରେ ଧୀରେ  ଛୋଟ ହେଇଯିବ l
  • ଓଜନ ନିୟନ୍ତ୍ରଣ କରନ୍ତୁ କାରଣ ଓଜନ ନିୟନ୍ତ୍ରଣ ନହେଲେ ହାଇଟ ଠିକ ସେ ବଢିବ ନାହିଁ l
  • ପାଣି ଓ କ୍ଷୀର ବେଶୀ ପିଇବେ
  • ମଦ ନିଶା ଓ ଧୂମପାନ ତ୍ୟାଗ କରିବେ
  • ଫାଷ୍ଟ ଫୁଡ ଓ ଜଙ୍କ ଫୁଡ, ଖଟା, ମିର୍ଚ୍ଚ ମସଲା ପରିତ୍ୟାଗ କରିବେ
  • କୋଲଡ଼ ଡ୍ରିଙ୍କ ହାଡ଼କୁ ନଷ୍ଟ କରେ ତେଣୁ ତ୍ୟାଗ କରିବେ, ପିଜା ବର୍ଗର, ନୁଡୁଲ ଖାଇବେନାହିଁ,
  • କ୍ଷୀର, ଦହି, ପନିର, ଡାଲି, ଆଦି ଖାଇଲେ ହାଇଟ ବଢିଥାଏ l ଫଳ, ପରିବା ଓ ଜୁସ ଓ ଡାଲି ନିହାତି ଖାଇବେ l

 ଯୋଗାସନ

ପାଦପଶ୍ଚିମଉତ୍ତାସନ, ତାଡାସନ, ଭୁଜଙ୍ଗାସନ, ଚକ୍ରାସନ, ହାତରେ ଧରି ଝୁଲିବା, ଆଦି ଅଭ୍ୟାସ କଲେ ଉଚ୍ଚତା ବଢିଥାଏ l

पादपश्चिमोत्तानासन : जमीन पर आसन बिछाकर दोनों पैर सीधे करके बैठ जाओ | फिर दोनों हाथों से पैरों के अगूँठे पकड़कर झुकते हुए सिर को दोनों घुटनों से मिलाने का प्रयास करो | घुटने जमीन पर सीधे रहें | प्रारंभ में घुटने जमीन पर न टिकें तो कोई हर्ज नहीं | सतत अभ्यास से यह आसन सिद्ध हो जायेगा | इस आसन से शरीर का कद लम्बा होता है | यदि शरीर में मोटापन है तो वह दूर होता है और यदि दुबलापन है तो वह दूर होकर शरीर सुडौल, तन्दुरुस्त अवस्था में आ जाता है | ब्रह्मचर्य पालनेवालों के लिए यह आसन भगवान शिव का प्रसाद है | इसका प्रचार पहले शिवजी ने और बाद में जोगी गोरखनाथ ने किया था |

It is one of the best yoga exercises to increase height naturally because it strengthens the back and brings flexibility in the spine which leads to an increase in height. Paschimottanasana is an effective yoga pose to increase height because it stretches and strengthens your back and spine completely

Chakrasana (ଚକ୍ରାସନ)

This can help you gain height even after 21 years of age. To follow this exercise you just need to bend forward and backward. The exercise helps in smoothing the spinal cord and increasing some extra inches to your body.

भुजंग आसन : – इससे आपके सीने और पेट की मांसपेशियों में खिंचाव होगा। इसको रोजाना करने से लंबाई बढाई जा सकती है। इसको करते समय जितना पीछे हो सके उतना हों। इसी पोजीशन में करीब 20 सेकेंड तक रहें और कम से कम 3-4 बार करें।

ताड़ आसन :- ताड़ आसन  से आप अपने शरीर की लम्बाई अच्छी खासी बड़ा सकते हैं| छोटे बच्चे और टीनेजर इस ताड़ आसन को रोज़ करे तो उनकी लम्बाई 6 फुट तक आसानी से हो सकती है| ताड़ आसन को करने के लिए आपको सबसे पहले अपने दोनों हाथ ऊपर की और उठाने हैं और हाथ उठाते समय आपको सांस अन्दर लेनी हैं ऐसा करने के साथ साथ आपको अपने पैर के पंजो में भी कुछ सेकंड के लिए खड़ा होना है और इसके बाद आपको सांस बाहर छोड़ते छोड़ते हाथ नीचे करने है और दोनों पैर के पंजो को वापस सामान्य अवस्था में लाना है! इस प्रक्रिया को आप 10 -15 बार करे और इसे बढ़ातें चले जाएँ|

ତାଡାସନ

ତାଡାସନ କରିବା ପାଇଁ ଦୁଇଟି ହାତକୁ ଉପରକୁ କରି ସିଧା ଠିଆ ହୋଇଯିବେ, ଲମ୍ବା ନିଶ୍ୱାସ ନେବେ, ହାତକୁ ଧୀରେ ଧୀରେ ଉଠାଇବେ, ଧ୍ୟାନ ରଖିବେକି ଏହା ସହିତ ଗୋଡ଼ର ଏଡି ମଧ୍ୟ ଉଠୁଥିବା ଦରକାର l ପୂରା ଏଡି ଉଠିବା ପରେ ଲମ୍ବା  ଶ୍ୱାସ ନେବେ l ଏହା କଲେ ସ୍ନାୟୁ ସକ୍ରିୟ ହୋଇ ବିସ୍ତୃତ ହୁଏ ହୁଏ ଉଚ୍ଚତା ବଢ଼ିବାରେ ସାହାଯ୍ୟ କରେ l ( for Growing Children)

ଏହା ସହିତ ପାଦ ପଶ୍ଚିମୋତ୍ତାସନ, ପୁଲ ଅପସ ଓ ହାତ ଦ୍ୱାରା ଶରୀରକୁ ଝୁଲାଇବା (ଓହଳିବା) ଦ୍ୱାରା ହାଇଟ ବଢି଼ଥାଏ l

ବ୍ୟାୟାମ ବ୍ୟତୀତ ଭୋଜନ ରେ ପ୍ରୋଟିନ,  କ୍ୟାଲସିୟମ, ତଥା ଭିଟାମିନ ର ବହୁତ ଆବଶ୍ୟକତା ଥାଏ, ସୁଷମ ଖାଦ୍ୟ ଖାଇଲେ ଏହା ଉଚ୍ଚତା ବଢ଼ିବାରେ ସାହାଯ୍ୟ କରେ l

ଅଶ୍ଵଗନ୍ଧା, ଶତାବରୀ, ଗୁଡ଼ୁଚି, ଶିଳାଜିତ, ଯଷ୍ଟିମଧୁ, ଗୁଗୁଲ ର ସେବନରେ ମଧ୍ୟ ଉଚ୍ଚତା ବଢ଼ାଯାଇ ପାରେ l

କେତକ ନିୟମ ମାନିଲେ ଶୀଘ୍ର ଉଚ୍ଚତା ବଢିଥାଏ

1) ଓଳିହେବା – ମାଟିରୁ 6/7 ଫୁଟ ଉଚ୍ଚରୁ, ଯେତେ ଅଧିକ ସମୟ ହେବ, ପ୍ରତିଦିନ ହାତ ଦ୍ୱାରା ଝୁଲନ୍ତୁ, ଏହା ଦ୍ୱାରା ମେରୁ ହାଡ଼ ମୁଲାୟମ ହେବ ଓ ଲମ୍ବା ବଢିବ

2) ପ୍ରତିଦିନ 10/15 ମିନିଟ ସ୍କିପିଂ (ଦୌଡ଼ି ଡିଆଁ) କରନ୍ତୁ

3) ପ୍ରତିଦିନ ସକାଳେ ସୂର୍ଯ୍ୟ ନମସ୍କାର କରନ୍ତୁ, ଦୌଡ଼ା ଦୌଡ଼ି କରନ୍ତୁ

4) ପିଲାଙ୍କୁ କମ୍ପୁଟର ଗେମ ବଦଳରେ ବାସ୍କେଟବଲ, ବ୍ୟାଡ଼ମିଣ୍ଟନ, ସୁଇମିଙ୍ଗ, ସାଇକଲ ଚଲେଇବା, ଆଦି ପାଇଁ ପ୍ରୋତ୍ସାହିତ କରନ୍ତୁ ଫଳରେ ମାଂସପେଶୀ ପ୍ରାକୃତିକ ଭାବରେ ମଜଭୁତ ହେବ ଓ ଲମ୍ବା ବଢିବ

5) କ୍ୟାଲସିୟମ ଶରୀର ପାଇଁ ଆବଶ୍ୟକ ଖଣିଜ ପଦାର୍ଥ, ଏହା ହାଡ଼କୁ ମଜବୁତ କରେ ଓ ହାଡ଼ ନିର୍ମାଣ କରେ ଓ ରକ୍ତ ପ୍ରବାହ ସୁଧାର କରେ, ତେଣୁ ଏହି ଜାତୀୟ ଖାଦ୍ୟ ଖାଇବେ

6) ମିନେରାଲ ଥିବା ଖାଦ୍ୟ ଖାଆନ୍ତୁ, ଏହା ପାଳଙ୍ଗ, ସବୁଜ ପନିପରିବା, ଫଳ, ବ୍ରାକୋଲି, କୋବି, ଗାଜର, ଡାଲି, ବାଦାମ, କଦଳୀ, ଅଙ୍ଗୁର ଆଦିରେ ମିଳିଥାଏ l ହାଇଟ ବଢ଼ିବାରେ ସବୁଠାରୁ ବେଶୀ,  ଭିଟାମିନ D ଆବଶ୍ୟକ ହୋଇଥାଏ l

7) ଉଚ୍ଚତା ଓ ସ୍ମରଣ ଶକ୍ତି ବଢାଇବାରେ ଗହମ ଦାନା ମାତ୍ରାରେ ଚୂନକୁ ପ୍ରତିଦିନ, ଦହି, ତରକାରୀ, ଡାଲି ବା ପାଣି ସହିତ ମିଶାଇ ଖାଇବେ l ଯାହାଙ୍କର ପଥର ହେବାର ସମସ୍ୟା ଥିବା ସେମାନେ ଏହାକୁ ଖାଇବେ ନାହିଁ l

8) ଷ୍ଟ୍ରେଚିଙ୍ଗ କରିବେ (Stretching)

16 से 18 वर्ष की आयु के बाद ज्यादातर बच्चों के शरीर में कार्टिलेज फैलने के बजाय जमा होने लगता है जिससे हड्डियों का विकास रुक जाता है। ऐसे में कम उम्र से ही अगर बच्चों को स्ट्रेचिंग करने अभ्यास कराएं तो बहुत लाभ मिलता है । स्ट्रेचिंग से रीढ़ की हड्डी को बल व मांसपेशियों को विस्तार मिलता है। इसके लिए बच्चे को सीधा दीवार की ओर मुंह करके खड़ा करें और उसके कद को मार्क करें। अब बच्चे को हाथ ऊपर करके खुद को ऊपर की ओर जितना हो सके खींचने को कहें। शरीर का सारा भार सिर्फ पैर के अंगूठों पर ही होना चाहिए। फिर उसकी हाथ के छोर को भी मार्क करें। बच्चे से रोजाना यह स्ट्रेचिंग करवाएं और साथ-साथ उसकी हाइट व स्ट्रेचिंग की क्षमता को भी चेक करते रहें।

ଏହା ସହିତ କିଛି ଆୟୁର୍ବେଦିକ ଉପଚାର କରି ପାରିବେ ଯାହା ବହୁତ ଲାଭଦାୟକ ଅଟେ l

 1) सूखी नागौरी, अश्वगंधा की जड़ को कूटकर चूर्ण बना लें और इसमें उतनी ही मात्रा में खांड मिलाकर कांच की शीशी में रखें। इसे रात को सोने से पहले गाय के दूध (दो चम्मच) के साथ लें। ये लम्बाई और मोटापा बढ़ाने में फायदेमंद होता है साथ ही इससे नया नाखून भी बनना शुरू होता है। इस चूर्ण को लगातार 40 दिन खाएं। सर्दियों में ये ज्यादा फायदेमंद होता है।

नोट– इस चूर्ण का सेवन करते समय खटाई, तली चीजें न खायें और जिन्हें आंव की शिकायत हो, तो अश्वगंधा न लें। अगर आप ये चूर्ण नहीं खा पा रहे हैं, तो सुबह सुबह ताड़ासन करें।

2) 1-2 ଗ୍ରାମ ଅଶ୍ଵଗନ୍ଧା ଚୂର୍ଣ୍ଣ, 1-2 ଗ୍ରାମ କଳା ତିଳ, 4/5ଟି ଖଜୁରୀ କୁ 10-20ଗ୍ରାମ ଗାଇ ଘିଅରେ 2-3 ମାସ ପର୍ଯ୍ୟନ୍ତ ସେବନ କଲେ ଶରୀର ର ଉଚ୍ଚତା ବଢ଼ିବାରେ ଲାଭ ମିଳେ l

3) ପ୍ରତିଦିନ 2 ଟି ଗୋଲମରିଚ ଓ 20ଗ୍ରାମ ମଖନ ମିଶାଇ ଖାଇଦେବେ, ଦେଶୀ ଗାଇ କ୍ଷୀର ଉଚ୍ଚତା ବଢାଇବା ରେ ବହୁତ ଲାଭଦାୟକ

4) ଡାଏଟ ଚାର୍ଟ ରେ ଅଧିକ ଫଳ ଓ ଡ୍ରାଏ ଫ୍ରୁଟସ, (Dry Fruits)ଖାଆନ୍ତୁ l

ଅଖରୋଟ 40ଗ୍ରାମ ପ୍ରତିଦିନ ଖାଇଲେ ଶୀଘ୍ର ହାଇଟ ବଢିଥାଏ l

ଏହାକୁ ନିଜ ସାଙ୍ଗ ସାଥିମାନଙ୍କୁ ନିଶ୍ଚିତ ସେୟାର କରନ୍ତୁ