Gallery Testimony

Testimony for Pregnancy ନିଃସନ୍ତାନ ପରିବାରରେ ପିଲାଛୁଆ ହୋଇଥିବାର ପ୍ରମାଣ ଦେଖନ୍ତୁ !

ଠାରେ କେତକ ମହିଳାଙ୍କର ବହୁ ବର୍ଷ ଧରି ସନ୍ତାନ ବା ପିଲାଛୁଆ ହୋଇ ନଥିଲା, ସେମାନେ ମାତ୍ର ତିନି ମାସ ଔଷଧ ଖାଇ ଗର୍ଭବତୀ ହୋଇଛନ୍ତି ଆପଣ ନ ଦେଖିଲେ ବିଶ୍ୱାସ କରିବେ ନାହିଁ

1) ଏହି ମହିଳାଙ୍କର 7 ବର୍ଷ ହେଲା ପିଲା ଛୁଆ ହେଉ ନଥିଲା, 3/4 ଜାଗା ଚିକିତ୍ସା କରି କିଛି ଲାଭ ହୋଇ ନଥିଲା, ଆୟୁର୍ବେଦ ମାଧ୍ୟମରେ ରେଜଲ୍ଟ ଦେଖନ୍ତୁ

2) ଏହି ମହିଳା ନର୍ସଙ୍କର ସମ୍ପର୍କୀୟ ଙ୍କ ପିଲା ଛୁଆ ହେଉ ନ ଥିଲା, ତାଙ୍କର 7 ବର୍ଷ ହେଲା ପିଲା ହେଉ ନଥିଲା, 3/4 ଜାଗା ଡାକ୍ତର ଦେଖାଇ କିଛି ଲାଭ ହୋଇ ନଥିଲା, ଆୟୁର୍ବେଦିକ ଅଢେଇ ମାସ (2.5ମାସ) ଖାଇଲା ପରେ ରେଜଲ୍ଟ ଦେଖନ୍ତୁ

3) ଏହି ମହିଳାଙ୍କର 10 ବର୍ଷ ହେଲା ପିଲା ଛୁଆ ହେଉ ନ ଥିଲା, ଆୟୁର୍ବେଦିକ 3/4 ମାସ ଖାଇଲା ପରେ ରେଜଲ୍ଟ ଦେଖନ୍ତୁ l

4) ଏହି ମହିଳାଙ୍କର 13 ବର୍ଷ ହେଲା ପିଲା ଛୁଆ ହେଉ ନଥିଲା, ରିପୋର୍ଟ ସବୁ ନର୍ମାଲ ଥିଲା, ଆୟୁର୍ବେଦିକ 18 ଦିନ ଖାଇଲା ପରେ ରେଜଲ୍ଟ ଦେଖନ୍ତୁ, ଖୁସି ଖବର ଦେଖନ୍ତୁ

5) ଏହି ମହିଳାଙ୍କର 14 ବର୍ଷ ହେଲା ପିଲା ଛୁଆ ହେଉ ନଥିଲା, ଡାକ୍ତର କହିଲେ ଆଶା ନାହିଁ, ଆୟୁର୍ବେଦିକ 2 ମାସ ଖାଇଲା ପରେ ରେଜଲ୍ଟ ଦେଖନ୍ତୁ

6) ଏହି ମହିଳାଙ୍କର 4 ବର୍ଷ ହେଲା ପିଲା ଛୁଆ ହୋଇ ନଥିଲା, ଆୟୁର୍ବେଦିକ ଖାଇବା ପରେ ରେଜଲ୍ଟ ଦେଖନ୍ତୁ

7) ଏହି ମହିଳାଙ୍କର 14 ବର୍ଷ ହେଲା ପିଲା ଛୁଆ ହେଉ ନଥିଲା, ବହୁତ ଡାକ୍ତର ଦେଖାଇ ଥିଲେ, ଆୟୁର୍ବେଦିକ 3 ମାସ ଖାଇବା ପରେ ରେଜଲ୍ଟ ଦେଖନ୍ତୁ l

8) ଏହି ମହିଳାଙ୍କର 4 ବର୍ଷ ହେଲାଣି ପିଲା ଛୁଆ ହେଉ ନଥିଲା, ସବୁ ରିପୋର୍ଟ ନର୍ମାଲ ଥିଲା, ଆୟୁର୍ବେଦିକ 2 ମାସ ଖାଇବାରୁ ଖୁସି ଖବର ଆସିଛି, ରେଜଲ୍ଟ ଦେଖନ୍ତୁ l

9) ଏହି ଦମ୍ପତିଙ୍କର 4 ବର୍ଷ ହେଲା ପିଲା ଛୁଆ ହେଉ ନଥିଲା, 3 ଜଣ ଡାକ୍ତରଙ୍କୁ ଦେଖାଇଥିଲେ ସମସ୍ତେ ରିଟର୍ନ କରିଦେଲେ ଓ କହିଲେ କେବଳ ଆର୍ଟିଫିସିଆଲ ଗର୍ଭାଧାନ ( କୃତିମ ଗର୍ଭାଧାନ ) କଲେ ପିଲା ହେବ, ନ ହେଲେ ହେବନାହିଁ, ତେଣୁ ସେ ପଳେଇ ଆସିଲେ, ବିଭିନ୍ନ ଡାକ୍ତର ଙ୍କ ଠାରୁ 3 – 4 ମାସ କରି ଔଷଧ ଖାଇଲେ, କିଛି ନ ହେବାରୁ ଆୟୁର୍ବେଦିକ 3 ମାସ ଖାଇଲେ, ଆଣ୍ଠୁ ବଥା ଓ ଫୁଲା ବି ଠିକ ହେଲା, ଏବେ ତାଙ୍କ ସ୍ତ୍ରୀ ଙ୍କୁ ଚେକ କରିବାରୁ 2 ମାସର ପ୍ରେଗନାଣ୍ଟ ଅଛନ୍ତି, ରେଜଲ୍ଟ ଦେଖନ୍ତୁ l

10) ଏହି ମହିଳାଙ୍କର 14 ବର୍ଷ ହେଲା ପିଲା ଛୁଆ ହୋଇ ନଥିଲା, ଏବେ ରେଜଲ୍ଟ ଦେଖନ୍ତୁ

11) ଏହି ମହିଳାଙ୍କର 5 ବର୍ଷ ହେଲା ପିଲାଛୁଆ ହୋଇ ନଥିଲା, 3 – 4ଟି ହସପିଟାଲ ଯାଇ ଫଳ ମିଳି ନଥିଲା, 5ଟି ଡବା ଖାଈଥିଲେ, ଏବେ 2.5 (ଅଢେଇ) ମାସ ର ରେଜଲ୍ଟ ଦେଖନ୍ତୁ…

12) ଏହି ମହିଳାଙ୍କର 9 ବର୍ଷ ହେଲା ସନ୍ତାନ ନଥିଲେ, 2 ମାସ ର ରେଜଲ୍ଟ ଦେଖନ୍ତୁ

13) ଏହି ମହିଳାଙ୍କର 4 ବର୍ଷ ହେଲା ପିଲାଛୁଆ ହେଉ ନ ଥିଲା, ସବୁ ଟେଷ୍ଟ ନର୍ମାଲ ଥିଲା, ଦୁଇ ଜଣଙ୍କର ନର୍ମାଲ ଥିଲା, ଆୟୁର୍ବେଦିକ ଖାଇ 1 ମାସରେ ଖୁସିଖବର ପାଇଲେ ଦେଖନ୍ତୁ କିପରି !!!

14) ଏହି ମହିଳା ନର୍ସଙ୍କର 5 ବର୍ଷ ହେଲା ସନ୍ତାନ ନ ଥିଲା, ବିଭିନ୍ନ ହସପିଟାଲ ରେ ଚିକିତ୍ସା କରୁଥିଲେ, 2 ମାସ ର ରେଜଲ୍ଟ ଦେଖନ୍ତୁ l ନର୍ମାଲ ଡେଲିଭରି ହୋଇଛି l

15) ଏହି ମହିଳାଙ୍କର 20 ବର୍ଷ ହେଲା ଛୁଆ ପିଲା ନଥିଲା, 4 – 5 ଜାଗା ଚିକିତ୍ସା କରାଇଥିଲେ କିଛି ଲାଭ ପାଇ ନ ଥିଲେ, ଗୋଟିଏ ଡବାରେ ରେଜଲ୍ଟ ଦେଖାନ୍ତୁ କେହି ବିଶ୍ୱାସ କରିବେ ନାହିଁ !!!

16) ଏହାଙ୍କର 9 ବର୍ଷ ହେଲା ସନ୍ତାନ ନଥିଲା, ଗୋଟିଏ ଡବାରେ 2 ମାସ ଭିତରେ ରେଜଲ୍ଟ ଦେଖନ୍ତୁ

17) ହରିଆଣା ଏହି ସ୍ତ୍ରୀ ଲୋକ ୟୁଟ୍ରସ ଦୁଇ ଥର ଅପରେସନ କରିଥିଲେ, 12 ବର୍ଷ ହେଲା ପିଲା ଛୁଆ ହେଉ ନ ଥିଲା, 12 ବର୍ଷ ଭିତରେ 15 ଲକ୍ଷ ଖର୍ଚ୍ଚ କରି ସାରିଥିଲେ, ଟେଷ୍ଟ ଟ୍ୟୁବ ବେବି ମଧ୍ୟ ଟ୍ରାଏ କରି ସାରିଥିଲେ କିନ୍ତୁ କିଛି ଲାଭ ମିଳି ନ ଥିଲା, 3 ମାସ ମଧ୍ୟରେ ଖୁସି ଖବର ପାଇଲେ, ଦେଖନ୍ତୁ କିପରି ? ସମ୍ଭବ ହେଲା