Blood Related

ବିଭିନ୍ନ ପ୍ରକାର ରକ୍ତଗତ ରୋଗର ଘରୋଇ ଉପଚାର ଯଥା – ଏନିମିଆ, ଥାଲାସେମିଆ, ହେମୋଫିଲିଆ, ସିକଲସେଲ.

Anemia ରକ୍ତ ହୀନତା –

ରକ୍ତରେ ରେଡ ବ୍ଲଡ଼ ସେଲ ବା ହିମୋଗ୍ଲୋବିନ ଅଭାବରୁ ଏନିମିଆ ହୋଇଥାଏ ଏହା ସାଧାରଣତ ମୁଖ୍ୟ ରକ୍ତ ରୋଗ ଅଟେ ଯାହା ଅଧିକାଂଶ ଲୋକଙ୍କୁ ହୋଇଥାଏ ସ୍ତ୍ରୀ ଲୋକ ମାନଙ୍କୁ ବେଶୀ ପ୍ରଭାବ ପକାଇଥାଏ l

Types of Anemia

ବିଭିନ୍ନ ପ୍ରକାର ଏନିମିଆ ସାଧାରଣତଃ ଏହିପରି –

  • Sickle Cell Anemia
  • Iron Deficiency Anemia
  • Vitamin Deficiency Anemia
  • Aplastic Anemia
  • Thalassemia
  • Hemolytic Anemia

ଇତ୍ୟାଦି…

ଏହାକୁ ଆୟୁର୍ବେଦ ରେ ପାଣ୍ଡୁ ରୋଗ ବୋଲି କୁହାଯାଏ

Remedies for all types of anemia…

ଆୟୁର୍ବେଦିକ ଦୃଷ୍ଟି କୋଣରୁ ଏହି ରୋଗ ପିତ୍ତର ଅସନ୍ତୁଳନ କାରଣରୁ ହୋଇଥାଏ l

ଏଥିପାଇଁ କେତକ ଔଷଧ ବଜାରରେ ମିଳେ ଯଥା

ଚନ୍ଦ୍ରପ୍ରଭା ବଟୀ – 00/00 AF

ପୁନର୍ଣ୍ଣଭା ମଣ୍ଡୁର – 00/00 AF

ଆରୋଗ୍ୟ ବର୍ଦ୍ଧିନୀ ବଟୀ – 00/00 AF

ଗହମ ଘାସ ରସ

ଇତ୍ୟାଦି…

ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗ୍ରହଣ କରିବେ

ସବିଶେଷ ଉପଚାର ଓ ଡାଏଟ  ଚାର୍ଟ ପାଇଁ ଯୋଗାଯୋଗ କରନ୍ତୁ l

 କେତକ ଘରୋଇ ଉପଚାର

ହିମୋଗ୍ଲୋବିନ ବଢାଇବାକୁ

1) ଆଇରନ ଜାତୀୟ ଖାଦ୍ୟ ଯଥା ମସୁରବିନସପତ୍ରପରିବା ଯଥା ପାଳଙ୍ଗ ଆଦି ଖାଆନ୍ତୁ କାରଣ ହିମୋଗ୍ଲୋବିନ ସାଧାରଣତଃ ଆଇରନ ଅଭାବରୁ କମିଥାଏ l

2) ଭିଟାମିନ ଜାତୀୟ ଖାଦ୍ୟ ଯଥା kiwi, ଲେମ୍ବୁ ଓ କମଳା ଜାତୀୟ ଖାଦ୍ୟବ୍ରାକୋଲିଟମାଟୋଖାଆନ୍ତୁ

3) ଫଲିକ ଏସିଡ – ପତ୍ର ପରିବା, Citrus ଫଳମଟରବିନସ,

4) ହର୍ବ – ତୁଳସୀପୁଦିନାତେଜପତ୍ର ଇତ୍ୟାଦି…

5) ମୁଳା ପତ୍ର ୫୦ ଗ୍ରାମ୍ କୁ ରସ ବାହାର କରି + କଳା ଲୁଣ + ଲେମ୍ବୂ ରସ = ଖାଲି ପେଟରେ ପିଇବ

Avoid

ଅଧିକ କ୍ୟାଲସିୟମ ଖାଦ୍ୟ ଯଥା ଛେନାକ୍ଷୀରଅଧିକ ଫାଇବରଚାହାକଫିଗ୍ଲୁଟେନ ଥିବା ଖାଦ୍ୟ ଯଥା ବ୍ରେଡଗହମ ଉତ୍ପାଦପାସ୍ତା ଇତ୍ୟାଦି..

ପ୍ଲେଟେଲେଟ୍ ବଢିବାକୁ : ସିଙ୍ଗଡାହାର ପତ୍ର ୧୦+ ଗୋଲମରିଚ ୮+ ୨ ଗ୍ଲାସ୍ ପାଣି ମିଶାଇ ଫୁଟାଇ, ସିମ୍ କର, ଫୁଟି ଅଧା ହେଲେ, ଥଣ୍ଡା କରି ପ୍ରତି ଅଧ ଘଣ୍ଟାରେ ଢୁକେ ଲେଖା ପିଆନ୍ତୁ , ଅମୃତ ଭଣ୍ଡା ପତ୍ର ମଧ୍ୟ ସେବନୀୟ

କଣ ଖାଇବେ : – ପପେୟା ଓ ପତ୍ରରସ, ଲେମ୍ବୁରସ, ବୋଇତାଳୁ ମଞ୍ଜି, ଆମଲା, ବିଟ୍ ରୁଟ୍ ରସ, ଗହମ ଘାସରସ, ଆଲୋଭେରା, ପାଳଙ୍ଗରସ, ଭିଟାମିନ୍ B12, C

ଥାଲାସେମିଆ:- ବାରମ୍ବାର ରକ୍ତ ନେବା

ଡାଳିମ୍ବ ରସ, ଭିଟାମିନ୍ C, ଶାଲଗମ ରସ, ଏଲୋଭେରା ରସ, ଗିଲୟରସ, ଗହମଘାସ ରସ  ଖାଇଲେ ଭଲ

ହେମୋଫିଲିଆ:- ରକ୍ତ ନଶୁଖି ବହି ଚାଲିବା

କ୍ୟାଲସିୟମ୍ Ca- କ୍ଷୀର, ଦହି, ପନିର୍, ଖଜୁରୀ, କିସମିସ୍, ସିତାଫଳ, ଭିଟାମିନ୍ C ଜାତୀୟ ଖଦ୍ୟ – ଆମଲା, କମଳା, ମୌସୁମୀ, ପପେୟା, ବିଟ୍, ପିଜୁଳି, ବନ୍ଧା, ବଥୁଆ, ଟମାଟୋ, ପରିବା, ଷ୍ଟ୍ରବେରି, ଫଳ, B3(niacin)– ମାଛ, ଡାଲି, ବାଦାମ, K- ଶାଗ, ଗ୍ରିନ୍ ଟି, ଆଳୁ, କୋବି ଆଦି ଖାଇବେ  

ବିଶେଷ – ଏସ୍ପିରିନ୍ ଖାଇବନାହିଁ, ବରଫ ମାରିବ

 ସବିଶେଷ ଉପଚାର ଓ ଡାଏଟ  ଚାର୍ଟ ପାଇଁ ଯୋଗାଯୋଗ କରନ୍ତୁ l