Category 1

Some of our products are given below.

କିଛି ପ୍ରଡକ୍ଟ ର ଲିଷ୍ଟ ଏଠାରେ ଦିଆଗଲା, ଆହୁରି ଅନେକ କିଛି ଅଛି ସେଗୁଡିକ ଫୋନ ମାଧ୍ୟମରେ ଯୋଗାଯୋଗ କରି ନେଇ ପାରିବେ, କିଣିବା ପାଇଁ ଚାହୁଁଥିଲେ ଏଠାରେ କ୍ଲିକ୍ କରନ୍ତୁ 

ଗୋମୂତ୍ର Gou-Amrit ସଞ୍ଜିବନୀ, 10ଟି ବିଶେଷ ଜଡିବୁଟି ଦ୍ୱାରା ତିଆରି ଗୋମୂତ୍ର ଅର୍କ ଅଟେ I ଏଥିରେ ତୁଳସୀ, ପୁନର୍ଣ୍ଣଭା, ହଳଦୀ, କାଁଚନାର, ଗୋରଖମୁଣ୍ଡି, କଲୋଞ୍ଜି, ତୁଳସୀ, ପପେୟା, ରେବନ୍ଦଚିନି ଇତ୍ୟାଦି ଦିଆ ଯାଇଛି, ଏହାକୁ ଗୋ-ମୂତ୍ରରେ ତିଆରି କରାଯାଇଛି, ଏହି କାରଣରୁ କ୍ୟାନସର ଭଳି ଅସାଧ୍ୟ ରୋଗ ପାଇଁ ବହୁତ ଲାଭ କାରକ ଅଟେ, ଏହା ସହିତ କିଡନୀ, ମୋଟାପଣ, ଶରୀରରୁ ବିଷାକ୍ତ ତତ୍ତ ବାହାର କରିବାରେ, ଜ୍ୱର ଦୂର କରିବା ପାଇଁ ରୋଗୀଙ୍କୁ ଦିଆ ଯାଇଥାଏ | Size 500 ml,  Gou Amrit  MRP 380/-

ମିରାକଲ ରୁଟ୍ – କ୍ୟାନସର ର ଫାର୍ଷ୍ଟ  ଷ୍ଟେଜ ବା ଲାଷ୍ଟ ଷ୍ଟେଜ ହେଉ ରୋଗୀଙ୍କୁ ଏହା ଶୀଘ୍ର ଆରମ୍ଭ କରିଦେବା ଉଚିତ l ଏଥିରେ କଳା ତୁଳସୀ, ପପେୟା ପତ୍ର, ସଦବିହାରୀ ପତ୍ର, ଗହମ ଘାସ ରସ, ନୋନି, Revand-Chini, ହଳଦୀ, ଅଦା,  ପୁନର୍ଣ୍ଣଭା, ଲେମ୍ବୁ ଚୋପା, ଅଶ୍ଵଗନ୍ଧା, ମୁଲେଥି, କଲୋଞ୍ଜି, କାଞ୍ଚନାର, ଡାଳଚିନି, ଗ୍ରୀନ ଟି ଇତ୍ୟାଦି ର ଗୁଣ ମିଶିଛି ଯାହା କ୍ୟାନସର କୁ ନଷ୍ଟକରିବାରେ ବହୁତ ପ୍ରଭାବି ଅଟେ l  Size 500ml, MRP 580/-

Amrit Ras – ଏହା ଗିଲୟ (ଗୁଡ଼ୁଚି), ପପେୟା ଓ ତୁଳସୀର ମିଶ୍ରଣ ଅଟେ l ଯାହା ତୁରନ୍ତ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଓ ପ୍ଲେଟଲେଟସକୁ ବଢ଼ାଇ ଥାଏ l ଫଳରେ ଡେଙ୍ଗୁ, ମେଲେରିଆ, ଭାଇରଲ, ଚିକେନଗୁନିଆ, ଆଣ୍ଠୁଗଣ୍ଠି ବଥାରେ ବହୁତ ଲାଭକାରୀ l ଏହା କ୍ୟାନସର, ସୋରିଆସିସ, ଆର୍ଥରାଇଟିସରେ ବହୁତ ଲାଭଦାୟକ ଅଟେ l ଯେଉଁ ସୁଗାର ରୋଗୀଙ୍କୁ ଇନସୁଲିନ ନେବାକୁ ପଡେ ସେହିମାନେ ଏହାକୁ ପ୍ରତିଦିନ ସେବନ କରିବା ଉଚିତ l ଏହା ଆଣ୍ଟି ଟ୍ୟୁମର ଓ ତ୍ରିଦୋଷ ନାଶ କରେ I

Size 1 Litre, MRP 480/-

Wheat Grass Juice / ଗହମ ଘାସ ରସ ଜଟିଳରୁ ଜଟିଳ ରୋଗରେ ଲାଭଦାୟକ ଅଟେ l ଏହାକୁ ବୈଜ୍ଞାନିକମାନେ ସବୁଜ ରକ୍ତ କହନ୍ତି l ଅନେକ ଗବେଷଣାରେ ଜଣାଗଲାକି ଏହା କ୍ୟାନସର କୋଷକୁ ମାରିବାରେ ସହାୟକ ଅଟେ l ମଧୁମେହ ଓ ହୃଦୟ ପାଇଁ ଲାଭଦାୟକ ଅଟେ l ଏହା ରକ୍ତ ବଢ଼ାଏ l ବାର୍ଦ୍ଧକ୍ୟକୁ ଅଟକାଇ ଥାଏ l ସକାଳ ଓ ସନ୍ଧ୍ୟାରେ ଖାଲି ପେଟରେ 30ml ନେଇ ଏକ କପ ପାଣିରେ ମିଶାଇ ପିଇବା ଉଚିତ l

Wheat Grass – Size 1 Litre, MRP 580/-

ତ୍ରିଫଳା ବାତ ପିତ୍ତ କଫ କୁ ଶାନ୍ତ କରିଥାଏ I ଏହା ହରିଡା, ବାହାଡା ଏବଂ ଅଁଳାର ୧:୨:୪ ଅନୁପାତ ହିସାବରେ ତିଆରି ହୋଇଛି I ପୁରାତନ କାଳରୁ ଋଷିମୁନିମାନଙ୍କ ଦ୍ୱାରା ଶରୀରର କାୟାକଳ୍ପ କରିବା ପାଇଁ ଏହାକୁ ସର୍ବୋତ୍ତମ ରସାୟନ ଭାବେ ପରିଗଣିତ କରାଯାଇଛି I ଏହାକୁ ପ୍ରତିଦିନ ସେବନ କଲେ ହାର୍ଟ୍, ବିପି, କୋଲେଷ୍ଟେରୋଲ୍, ପେଟ, କେଶ, ଚର୍ମ, ସହିତ ଅନେକ ରୋଗ ହୁଏ ନାହିଁ  I ଏହାକୁ ସେବନ କରୁଥିବା ବ୍ୟକ୍ତି ୧୦୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଖୁସିରେ ଥାଏ I

Triphala – Packed 500 ml, MRP 210/-

ଥାଇରୋ ବୁଷ୍ଟର – ୧୧ ଟି ଜଡିବୁଟିରୁ ପ୍ରସ୍ତୁତ ଏହି ଔଷଧ ଥାଇରଏଡ ଗ୍ଲାଣ୍ଡକୁ ଉତ୍ତେଜିତ କରି ହାଇପୋ / ହାଇପର ଥାଇରଏଡ୍ ରୁ ରକ୍ଷା କରେ ଓ ଏଥିରୁ ହେଉଥିବା ଦୁଷ୍ପ୍ରଭାବ ଯେପରି ମୋଟାହେବା, ପିଲାଛୁଆ ନ ହେବା, ଅନିୟମିତ ମାସିକ, ଗର୍ଭାଶୟ କ୍ୟାନସର୍, ଗଣ୍ଠିବଥା, PCOS-PCOD,  ଆଦିରୁ ରକ୍ଷା କରେ I

Thyro Booster – Size 500ml, MRP 480/-

ସ୍ତ୍ରୀ ସଞ୍ଜିବନୀ – ଏହା ସ୍ତ୍ରୀମାନଙ୍କ ପାଇଁ ଅମୃତ ସମାନ ଟନିକ ଅଟେ I ଅନିୟମିତ, କଷ୍ଟଦାୟକ, ଅଧିକ ହେଉଥିବା ବା ହେଉନଥିବା ମାସିକ କୁ ଠିକ କରିଥାଏ I ଏହା ଧଳାସ୍ରାବ ହେଉଥିବା ଓ ନିଃସନ୍ତାନ ସ୍ତ୍ରୀ ମାନଙ୍କ ପାଇଁ ବହୁତ ଲାଭଦାୟକ I ଏଲୋଭେରା ବା ଅନ୍ୟାନ୍ୟ ଔଷଧ ସହ 1 ମାସରୁ 3 ମାସ ସେବନ କଲେ ଭଲ ପରିଣାମ ମିଳେ I

Stri Sanjivani – Size 1 Litre, MRP 480/-

ନୋନି କ୍ୟାନସରକୁ ଅଟକାଇବା ପାଇଁ, ହାର୍ଟ, Lungs କୁ ସୁଚାରୁ ରୂପେ କାମ କରିବା ପାଇଁ,  Free Radicals ରୁ ବଞ୍ଚିବା ପାଇଁ, ଶରୀରର ଯେ କୌଣସି ଅଙ୍ଗରେ ବଥା ଓ ଫୁଲା ଠିକ କରିବାରେ, ରୋଗ ପ୍ରତିରୋଧ କ୍ଷମତା ବଢେଇବାରେ, ଅଥବା, ବି. ପି, ଡାଇବେଟିସ, ଆଣ୍ଠୁବଥା, ଆଜମା, ଚୁଟି ଉପୁଡିବା, ଏକଜିମା, ସୋରିୟାସିସ, ମୁଣ୍ଡ ବଥା, ସାଇଆଟିକା ଆଦି ଅନେକ ରୋଗରୁ ବଞ୍ଚିବା ପାଇଁ ସର୍ବଶ୍ରେଠ ଟନିକ   ଅଟେ l

Noni – Size 1 Litre, MRP 690/- 

Lungs Cleaner, Size 500 ml, MRP 715/

Liver ReActivator ଲିଭର ପାଇଁ ବହୁତ ଲାଭଦାୟକ ଟନିକ ଅଟେ, ଏହା ଲିଭରର ସବୁ ପରିସ୍ଥିତିରେ ଲାଭଦାୟକ ଅଟେ l ହେପାଟାଇଟିସ A B C ସହିତ ଏହା ଜଣ୍ଡିସ, ଲିଭର ସିରୋସିସ, ଫେଟିଲିଭର, ଭୋକ ନଲାଗିବା, ଲିଭର କ୍ୟାନସର ଭଳି ସବୁ ପ୍ରକାର ରୋଗରେ ବହୁତ ଲାଭଦାୟକ ଅଟେ l ଏହାକୁ ବର୍ତ୍ତମାନ ଚାଲୁଥିବା ଔଷଧ ସହିତ ସେବନ କରିପାରିବେ l

Liver Reactivator – Packed 500 ml, MRP 380/-

Hemoglobin Booster 10 ଟି ବିଶେଷ ଜଡିବୁଟି ମିଶି ତିଆରି କରାଯାଇଛି, ଯାହାକୁ ଖାଇବା ଦ୍ୱାରା ରକ୍ତରେ RBC (Hb) ର ମାତ୍ରା ଶୀଘ୍ର ବଢ଼ି ଥାଏ l ରକ୍ତ ବଢେଇବା ସହିତ ଏହା ରୋଗ ପ୍ରତିରୋଧ କ୍ଷମତା ମଧ୍ୟ ବଢ଼ାଇ ଥାଏ l     Packed 1 Litre MRP 580/-

ହାର୍ଟ୍ ରି-ବୁଷ୍ଟର – ଏହାର ସେବନ କଞ୍ଜେଷ୍ଟିଭ ହାର୍ଟ୍ ଫେଲ୍ୟୁଅର (CHF), ବଢିଥିବା ଖରାପ କଲେଷ୍ଟେରୋଲ୍ (LDL), ରକ୍ତ ବହଳିଆ ହେବା, ଟ୍ରାଇଗ୍ଲିସେରାଇଡ୍, ଉଚ୍ଚ ରକ୍ତଚାପ (High BP), ବଢିଥିବା ହାର୍ଟର ଗତି, ହାର୍ଟ ଆଟାକ୍, ଷ୍ଟ୍ରୋକ, ବାଇପାସ୍, ଏଞ୍ଜାଇନା, ଏଞ୍ଜିଓପ୍ଲାଷ୍ଟି ରୁ ରକ୍ଷା କରିପାରେ I Size 500ml, MRP 460/-

କଲୋଞ୍ଜି ତେଲKalonji Oil – ଡାଇବେଟିସ, ବ୍ଲଡ଼ ପ୍ରେସର, ଖରାପ କୋଲେଷ୍ଟେରୋଲ, ଷ୍ଟ୍ରୋକ, କ୍ୟାନସର ପାଇଁ ଉପଯୋଗୀ, ବୀର୍ଯ୍ୟ ର ଗୁଣ ବଢ଼ାଇ ଥାଏ, ମାସିକ ଋତୁସ୍ରାବର ଯନ୍ତ୍ରଣା କମ କରେ, ଓଜନ କମ କରିବାରେ, ଏକଜିମାପେଟ ଅଲସର ଆଦି ଠିକ କରିବାରେ ସହାୟକ, ପାରାଲିସସ, ନିଶାର ତଲବ କମ କରିବାରେ, ବ୍ରେନର ଶକ୍ତି ବଢାଏ,  ଆଣ୍ଠୁ ଗଣ୍ଠି ବଥା କମେଇ ଥାଏ, ଶ୍ୱାସ ରୋଗୀ ମାନଙ୍କ ପାଇଁ ଅମୃତ, ସାଇନସ ଇତ୍ୟାଦି ରୋଗରେ ସହାୟକ l

Size 100 ml  Kalonji Oil  MRP 360/-

କିଡନୀ ରିଏକ୍ଟିଭେଟରଏହା କିଡନୀର ସବୁ ପ୍ରକାର ରୋଗ ପାଇଁ ଲାଭଦାୟକ ଯଥା AKD, CKD, UTI ଇତ୍ୟାଦି I ଯେଉଁମାନଙ୍କର ଡାଏଲିସିସ୍ ଚାଲିଛି ସେମାନେ ମଧ୍ୟ ନିଜର ଚାଲିଥିବା ଔଷଧ ସହିତ ଏହାକୁ ନେଇପାରିବେ I ଖାଇବା ପରେ 10 ରୁ 25ml ଏକ କପ ପାଣିରେ ମିଶାଇ ସକାଳ ସନ୍ଧ୍ୟା ପିଇପାରିବେ I

Kidney Reactivator – Size  500ml, MRP 570/-

Gastro Sanjivani ଏକ Laxative ଟନିକ ଅଟେ l ଯାହାକି ପେଟର ସବୁ ସମସ୍ୟା ପାଇଁ ଉପକାରୀ ଅଟେ, ଯେମିତିକି ଗ୍ୟାସ ହେବା, କୋଷ୍ଠକାଠିନ୍ୟ (ଝାଡା ଟାଣ ହେବା), ଝାଡା ସଫା ନ ହେବା, ପେଟ ଟାଇଟ ରହିବା, ବାରମ୍ବାର ଝାଡା ଲାଗିବା ଇତ୍ୟାଦି l ଏହା ସହିତ ଏହା ଅର୍ଶ (ପାଇଲସ୍ -Piles), IBS, ଫିଷ୍ଟୁଲା (Fistula), ମଳକଣ୍ଟକ, ଇତ୍ୟାଦି ରେ ବହୁତ ଲାଭ ଦାୟକ ଅଟେ l

Gastro Sanjeevani – Packed 500 ml, MRP 380/-

Fat Melter, SIze 1 Litre, MRP 1050/-

ଭୂମି ପୂନର୍ନଭା –  ୟୁରିକ ଏସିଡକୁ କମ କରିବା ପାଇଁ ପୁନର୍ଣ୍ଣଭା ଓ ଭୂଇଁ ଅଁଳା ବହୁତ ଦରକାରୀ ଅଟେ l ଏହାର ନିୟମିତ ସେବନ ମାତ୍ର 15/20 ଦିନରେ ପରିଣାମ ଦେଖାଇ ଥାଏ l ଏହାର ସେବନରେ ବଢିଥିବା ୟୁରିଆ, ୟୁରିକ ଏସିଡ ଓ ଲିଭର ସମ୍ବନ୍ଧୀୟ ରୋଗରୁ  ବହୁତ ଶୀଘ୍ର ଆରାମ ମିଳେ l ଏଥିରେ ଥିବା ରସାୟନ ଅତି ଆଲକାଲାଇନ (କ୍ଷାରୀୟ) ହୋଇଥିବା ହେତୁ ଏହା ହୃଦୟ ସଂରକ୍ଷକ, ଓଜନ ହ୍ରାସ କରିବାରେ, କିଡନୀକୁ ସୁସ୍ଥ କରିବାରେ, ଫୁଲା ଫୁଲି କମ କରିବାରେ, ଘାକୁ ଜଲଦି ଭରିବାରେ, ଚର୍ମ ରୋଗ, ରକ୍ତସ୍ରାବକୁ ଅଟକେଇବାରେ, ପେଟରେ ପାଣି ଜମିଥିଲେ କମାଇବାରେ, ଶ୍ୱାସ ରୋଗରେ, ମୂତ୍ର ରୋଗ, ଲିଭର କ୍ୟାନସର,  ହେପାଟାଇଟିସ, ପ୍ରମେହ ଇତ୍ୟାଦି ରୋଗରେ ଅତ୍ୟନ୍ତ ପ୍ରଭାବି ହୋଇଥାଏ l

Bhumi Punarnava – Size 1 Litre  MRP  580/-

ମେମୋରି ବୁଷ୍ଟର – ପାଠ ପଢୁଥିବା ପିଲା, କମ୍ପିଟିସନ୍ ପାଇଁ ପଢୁଥିବା ପିଲାଙ୍କ ପାଇଁ  ଲାଭଦାୟକ I ମିର୍ଗୀ/ଅପସ୍ମାର, ମାଇଗ୍ରେନ୍, ମୁଣ୍ଡବିନ୍ଧା, ଆଖି ଆଗରେ ଅନ୍ଧାର ଛାଇଯିବା ଆଦିରେ ଉପକାରୀ I ରାଜନୀତିଆ ଲୋକ, ଯୋଗସାଧନା ଓ ମାନସିକ କାମ କରୁଥିବା ଲୋକଙ୍କ ପାଇଁ ବହୁତ ଉପକାରୀ I  Size 1 Litre MRP 580/-

ପୁନର୍ନଭା – ଶରୀରର ସବୁ ଅଙ୍ଗକୁ ପୁଣି ନୂଆ ଜୀବନ ଦେଇଥାଏ, ଏହା କ୍ୟାନସର, କିଡନୀ, ଲିଭର ରୋଗୀଙ୍କ ପାଇଁ ବହୁତ ଉପଯୋଗୀ ଅଟେ, ଏହା ସହିତ ମଣିଷକୁ ଦୀର୍ଘାୟୁ କରେ, ଶକ୍ତି ଦାୟକ, ଶାରୀରିକ ବଥାରୁ ମୁକ୍ତି ଦିଏ |

Punarnava 90 Cap, MRP 380/-

Berry – ସବୁ 16 ପ୍ରକାର ବେରିର ମିଶ୍ରଣ ଅଟେ, କ୍ୟାନସର, କିଡନୀ, ଲିଭର, ହାର୍ଟ ରୋଗୀଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ l ଏହା ସର୍ବ ଶ୍ରେଷ୍ଠ ହିମୋଗ୍ଲୋବିନ ବୁଷ୍ଟର ଅଟେ l ଏହାର ପ୍ରୟୋଗରେ ଶରୀରର ପ୍ରାୟ ସବୁ ପ୍ରକାର ଜଟିଳ ସମସ୍ୟାରୁ ମୁକ୍ତି ମିଳିପାରେ l ଲୋ ବି. ପି. ( ନିମ୍ନ ରକ୍ତଚାପ ) ରେ ମଧ୍ୟ ଏହାର ଜବରଦସ୍ତ ଫାଇଦା ମିଳିଥାଏ l Size 1 Litre / 500 ml, MRP 970/