ଏହାର ନାମ ଯେପରି କାମ ସେପରି, ଏହା ପୂରା ଇମ୍ୟୁନୋ ବୁଷ୍ଟର ପରି କାମ କରେ, ରୋଗ ପ୍ରତିରୋଧକ ଶକ୍ତି ବଢାଏ, ଥଣ୍ଡା ସର୍ଦ୍ଦି, କାଶ, ଛିଙ୍କ, କୁଣ୍ଡାଇ ହେବା, ଏଲର୍ଜୀ, ଆଜମା (ଦମା/ଶ୍ୱାସ ), ପ୍ଲେଟଲେଟ, ସାଇନସ, ମୁଣ୍ଡ ବଥା, ମାଇଗ୍ରେନ ଆଦି ଦୂର କରିବାରେ, ତଥା ଶରୀରକୁ ପରିଷ୍କାର କରିବା (detox)ରେ ସହାୟକ ହୋଇଥାଏ l ରୋଗୀ ଲୋକ ଏହାକୁ ଖାଇ ପାରିବେ ଓ ଯେଉଁମାନେ ବେମାର ନ ହେବାକୁ ଚାହୁଁଛନ୍ତି ସେମାନେ ସେବନ କଲେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି (immunity power) ବଢିବ l
ବେଳେବେଳେ କୌଣସି ଅଜଣା ରୋଗ, ଯାହା ଜାଣି ହୁଏ ନାହିଁ ଓ ବହୁତ ପ୍ରକାର ଔଷଧ କାମ କରି ନଥାଏ ସେତେବେଳେ ଏହା ଆଶ୍ଚର୍ଯ୍ୟ ଜନକ ଭାବେ କାମ କରିଦେଇଥାଏ l ତେଣୁ ଏହାକୁ ନିହାତି ଟ୍ରାଏ କରିବା ଆବଶ୍ୟକ l ଏହି ବିଷୟରେ ଅଧିକ ଜାଣିବା ପାଇଁ ଆମର ଏହି Link ରେ ଦେଖନ୍ତୁ l
Immunity ପାଇଁ ଯାହା ଯାହା ଦରକାର ସବୁ ଏଠାରେ ଉପଲବ୍ଧ
- Aloevera Ras – ଘୃତକୁମାରୀ
- Triphala (Fruit) – ତ୍ରିଫଳା
- Kokum Ext. (Garcinia Cambogia) Leaf
- Tulsi (Osimum Sanctam) Panchang – ତୁଳସୀ
- Ginger (Zingiber 0fficinalis) Ryhzome – ଅଦାସୁଣ୍ଠୀ
- Giloy (Tinospora Cordifolia) Stem – ଗୁଡୁଚି/ଗିଲୟ
- Ashwagandha (Withania Somnifera) Root – ଅଶ୍ୱଗନ୍ଧା
- Punarnava (Boeharravia Diffusa) Root – ପୁନର୍ନଭା
- Mulhati Ext. (Glycyrihza Glybra) Stem – ମୁଲେଠି/ଯଷ୍ଟିମଧୁ
- Apple Ext. (Pyrus Malus) Fruit
ଆଜି ହିଁ ଅର୍ଡର କରନ୍ତୁ
କେଉଁଠୁ ପାଇବେ –
କେଉଁଝର – 79783 61998
କଟକ – 70178 57315
ବାରିପଦା – 88955 81095
ଭୁବନେଶ୍ୱର – 98611 95898
ଯଦି ଉପର ନମ୍ବରରେ ଅସୁବିଧା ହୁଏ ତେବେ ଆମକୁ ସିଧା ସଳଖ ଯୋଗାଯୋଗ କରନ୍ତୁ
ଅନ୍ୟାନ୍ୟ ସହରରେ ଏହାକୁ ଉପଲବ୍ଧ କରାଇବା ପାଇଁ ଆମ ସହ ଯୋଗାଯୋଗ କରନ୍ତୁ I
ଏହା ଛଡା ଇମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) ବଢାଇବା ପାଇଁ ଅନ୍ୟାନ୍ୟ ଔଷଧ ପରାମର୍ଶ ପାଇଁ ଯୋଗାଯୋଗ କରିପାରିବେ I