Heart

ଅନ୍ୟକେଉଁ ରୋଗରେ ମୃତ୍ୟୁ ହୋଇପାରେ କିନ୍ତୁ ହାର୍ଟ୍ ରୋଗ ଚୁଟକିରେ ସମାଧାନ !! ଜାଣନ୍ତୁ କିପରି ?

ଯଦି ଆପଣ ହାଇ ବିପି, କୋଲେଷ୍ଟରଲର ଔଷଧ ଖାଇ ଖାଇ ବିରକ୍ତ ହୋଇଗଲେଣି ବା ଆପଣଙ୍କ ହାର୍ଟ ରେ ବହୁତ ବ୍ଳକେଜ ହେଇଯାଇଛି ଓ ଡାକ୍ତର ଆପଣଙ୍କୁ ଅପରେସନ ବା ବାଇପାସ ବା ପେଶ ମେକର ବା ସ୍ଟେଣ୍ଟ ବା ସ୍ପ୍ରିଙ୍ଗ୍ ଲଗେଇବା ପାଇଁ କହିଛନ୍ତି ବା ହାର୍ଟ ଆଟାକ ଆସିଛି ଓ ଆଉଥରେ ହାର୍ଟଆଟାକ ନ ଆସୁ ବୋଲି ଚାହୁଁଛନ୍ତି ତେବେ ପୂରା ପଢନ୍ତୁ, ଭୟ କରନ୍ତୁ ନାହିଁ l

ଆୟୁର୍ବେଦ ଓଡିଶା ଆପଣଙ୍କ ପାଇଁ  ବହୁତ ବଢିଆ ଟନିକ ଆଣିଛି ଯାହାର କାମ ହୃଦୟକୁ ପୁଣି ଥରେ ଶକ୍ତି ଦେବ l ଏହାର ସେବନ କଲେ ଅପଣଙ୍କ ଏଲୋପାଥି ଔଷଧ ଧୀରେ ଧୀରେ କରି ପୂରା ଛାଡ଼ି ଯିବ ଯାହାକୁ ଡ଼କ୍ଟର ଜୀବନ ସାରା ଖାଇବା ପାଇଁ କହିଛନ୍ତି l

ଏହା ଅବିଶ୍ଵନୀୟ ଟନିକ ଅଟେ ଯାହା ଆପଣଙ୍କ ହାର୍ଟ ର ସମ୍ପୂର୍ଣ୍ଣ ଯତ୍ନ ନେଇଥାଏ,  ଏଥିରେ ଥିବା ଔଷଧି କେହି କାହା ଠାରୁ କମ ନୁହନ୍ତି, ତେଣୁ ଏହା ସର୍ବ ଶ୍ରେଷ୍ଠ  କାର୍ଡିଓ ଟନିକ ଅଟେ, ଏହା ହାର୍ଟର Contraction Power କୁ ବଢାଏ, Congestive Heart Failure (CHF) ର ସମସ୍ୟାକୁ ସମାଧାନ କରେ l

ଏହା ସେମାନଙ୍କ ପାଇଁ ବହୁତ ଉପଯୋଗୀ  ଯେଉଁମାନଙ୍କର  ଏନଜାଇନା ସମସ୍ୟା ଅଛି,  ଏହାର ନିୟମିତ ସେବନ କଲେ ହାର୍ଟ ସୁଦୃଢ ହୁଏ ଓ କରୋନାରୀ ଧମନୀ ରେ ସୁଚାରୁ ରୂପେ ରକ୍ତ ସଞ୍ଚାର ହୁଏ l

ଏହାର ଉପଯୋଗରେ ଖରାପ କୋଲେଷ୍ଟ୍ରୋଲ (LDL) କମ ହୁଏ ଓ ଭଲ  କୋଲେଷ୍ଟେରୋଲ (HDL) ବଢି ଥାଏ ତା ସହିତ ଟ୍ରାଇଗ୍ଲିସେରାଇଡ (Triglycerides) ମଧ୍ୟ କମିଥାଏ, ଯାହା ଫଳରେ ଧମନୀ ରେ ବ୍ଳକେଜ ହୋଇନଥାଏ l

ଏହା ହାର୍ଟ ଆଟାକ, ଷ୍ଟ୍ରୋକ, ଏନଜାଇନା, ସ୍କିମିଆ ଇତ୍ୟାଦିରୁ ବଞ୍ଚାଇ ଥାଏ, କାରଣ ଏହା ଏକ ପ୍ରଭାବଶାଳୀ ବ୍ଲଡ଼ ଥିନର ପରି କାମ କରେ, ଏହାର ପ୍ରୟୋଗ ରେ ରକ୍ତ ବାହିନୀ ଭିତରେ  କୌଣସି ପ୍ରକାର Clotting ହୋଇନଥାଏ, ଫଳରେ ରକ୍ତ ସଞ୍ଚାଳନ (Circulation) ଠିକ ଭାବେ ହୋଇଥାଏ, ଓ ସବୁ ଅଙ୍ଗକୁ ଅମ୍ଳଜାନ (Oxygen) ଓ ନ୍ୟୁଟ୍ରିସନ ଠିକ ଭାବରେ ସପ୍ଲାଇ ହୋଇଥାଏ l

ଏହା ରକ୍ତ ବାହିନୀ କୁ ରିଲାକ୍ସ କରିଥାଏ ଫଳରେ  ଷ୍ଟ୍ରୋକ ଓ ହାର୍ଟ ଆଟାକରୁ ବଞ୍ଚାଇଥାଏ l

ଏଥିରେ ଥିବା ଔଷଧି ହାର୍ଟ ର ବଢିଥିବା ଗତିକୁ କମ କରେ, ସାଧାରଣ ହାର୍ଟ ବିଟ 72 bits/minute ହୋଇଥାଏ, ଯଦି କୌଣସି କାରଣବଶତଃ ହାର୍ଟ ବିଟ 200 ପର୍ଯ୍ୟନ୍ତ ବି ଚାଲିଯାଇଥାଏ ତାହେଲେ ବି ଏହା ତାକୁ ସାମାନ୍ୟ କରିଦେଇ ପାରେ l

ହାର୍ଟ ରୋଗୀଙ୍କର ସାଧାରଣତ ବିପି ଓ ହାର୍ଟ ବିଟ ବଢ଼ିଥିବାରୁ ତାଙ୍କୁ ନିଦ ଆସିବାର ସମସ୍ୟା ଥାଏ, କିନ୍ତୁ ଏହାର ପ୍ରୟୋଗରେ ବ୍ରେନ ରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ ଓ mind ରିଲାକ୍ସ ରହେ ଫଳରେ ନିଦ ଠିକ  ହୁଏ l

ଆସନ୍ତୁ ଦେଖିବା ଏଥିରେ କଣ କଣ ଅଛି

ଗୁଗୁଲ – ଲିଭର ମେଟାବୋଲିଜିମ୍ କୁ ଠିକ କରି କୋଲଷ୍ଟେରୋଲକୁ  ହ୍ରାସ କରିବାରେ ଏହା ସାହାଯ୍ୟକରେ |

ଅର୍ଜୁନ ଛାଲ – ହୃଦୟର ସମସ୍ତ ରୋଗର ଚିକିତ୍ସାରେ ଏହା ଉତ୍କୃଷ୍ଟ ଅଟେ I ହାର୍ଟର ପମ୍ପିଂ କ୍ଷମତା ବୃଦ୍ଧି କରେ, ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି (ବ୍ଲକେଜ)ଅବରୋଧ ଏବଂ କ୍ଲଟିଙ୍ଗ୍ ଖୋଲିବାରେ ସାହାଯ୍ୟ କରେ I ଏହା ହୃଦ୍‌ର ମାଂସପେଶୀର ଶକ୍ତିକୁ ମଜବୁତ କରେ I

ଆମଲା – ଏହା ହୃଦୟ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ I ଏହା ଭିଟାମିନ୍ ସି ର ଉତ୍କୃଷ୍ଟ ଉତ୍ସ ଅଟେ I ଏହା ଖରାପ କୋଲେଷ୍ଟରୋଲ୍ କୁ କମାଇ ଭଲ କଲେଷ୍ଟରୋଲ କୁ ବଢାଇଥାଏ I ଏଥିରେ ଭରପୁର ମାତ୍ରାରେ ଏଣ୍ଟି ଅକ୍ସିଡେଣ୍ଟ ଥାଏ ଯାହା ଫ୍ରୀ ରେଡିକାଲରୁ ରକ୍ଷାକରେ I

ବ୍ରାହ୍ମୀ – ଚାପ ହ୍ରାସ କରି ନିଦ କରିବାରେ ସାହାଯ୍ୟକରେ |ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟକରେ I

ଅଦା – ଅଦା ରକ୍ତ, ରକ୍ତ ନଳୀରେ ଜମାଟ ବାନ୍ଧିବାକୁ ରୋକିଥାଏ | କୋଲେଷ୍ଟ୍ରଲ ହ୍ରାସ କରିବାରେ ଓ ଏହା ରକ୍ତ ବାହିନୀରେ ଫୁଲାକୁ କମେଇବାରେ ସହାୟକ ହୋଇଥାଏ |

ଅଶ୍ୱଗନ୍ଧା – ଏହା ଟ୍ରାଇଗ୍ଲାଇସରାଇଡ୍ ହ୍ରାସ କରିଥାଏ, ଏହା ଚାପକୁ ହ୍ରାସ କରିଥାଏ |ଏହା ମନକୁ ରିଲାକ୍ସ କରି ଏବଂ ନିଦ୍ରା ଦେବାରେ ସହାୟକ ହୋଇଥାଏ |

ସର୍ପଗନ୍ଧା – ଏହା ମସ୍ତିଷ୍କକୁ ପ୍ରଭାବିତ କରି ଉଚ୍ଚ ରକ୍ତଚାପକୁ କମ କରିଥାଏ ଓ ନିଦ ଆଣିବାରେ ସାହାଯ୍ୟ କରେ ଓ ରକ୍ତ ବାହିନୀକୁ ଆରାମ ଦେଇଥାଏ

ଶଙ୍ଖପୁଷ୍ପି – ଏହା ମସ୍ତିଷ୍କକୁ ଶାନ୍ତି ପ୍ରଦାନ କରେ, ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ |

ଓମେଗା ୩ – Flax Seed It is a very popular supplement because of its high content of heart-healthy Omega-3 fatty acids, fiber, and other unique plant compounds.

Grape Seed: It is a very potent antioxidant and helps to maintain the healthy blood circulation. It also helps to balance healthy cholesterol levels.

Coenzyme Q-10: It is a potent antioxidant that helps in the normal function of blood vessels, blood pressure and balances blood flow.

Garlic: Garlic is traditionally consumed to help benefit cardiovascular health, physical and sexual vitality, cognition, and resistance to infection. It is also known to possess anti-aging properties.

Guggulu: It helps in maintaining healthy liver metabolism and thereby helps maintaining healthy cholesterol levels.

Selenium: It is a micronutrient with antioxidant property and helps maintaining a healthy heart function.

ଏହା ବ୍ୟତୀତ ଏଥିରେ ଅଛି

ଆଲୋଭେରା

ଡାଳଚିନି

ଜଟାମାଂସୀ

ତ୍ରିଫଳା

ଅଶୋକ ଛାଲ ଇତ୍ୟାଦି ….

କେଉଁଥିରୁ ରକ୍ଷା ମିଳେ / କେଉଁ ମାନଙ୍କ ପାଇଁ ଆବଶ୍ୟକ

  • ହାର୍ଟ୍ ଆଟାକ                             Heart Attack
  • ଷ୍ଟ୍ରୋକ                                     Stroke
  • ହାର୍ଟ ଫେଲ୍ୟୁଅର୍                       Heart Failure
  • ହାଇପର ଟେନସନ୍                    Hypertension
  • ଲୋ ବ୍ଲଡପ୍ରେସର୍                       Low Blood Pressure
  • ମେଣ୍ଟେନ୍ ହାର୍ଟ୍ ରେଟ୍                 Maintain Heart rate
  • ବ୍ଲଡ ଥିନର ପରି କାମ କରେ        Act as Blood thinner
  • ବ୍ଲଡ କ୍ଲଟରୁ ରକ୍ଷାକରେ               Blood Clotting
  • କୋଲେଷ୍ଟୋରେଲ                   Cholesterol
  • ହାଇ ବିପି                               High BP
  • କୋରୋନାରି                          Coronary
  • ଏଞ୍ଜାଇନା                              Angina
  • କଞ୍ଜେଷ୍ଟିଭ୍                             Congestive
  • ଧମନୀ ଅବରୋଧ (ବ୍ଲକେଜ୍), ଏଞ୍ଜିଓପ୍ଲାଷ୍ଟି, ବାଇପାସ୍ ସର୍ଜରୀ, ପେସମେକର୍ ,ଷ୍ଟେଣ୍ଟିଙ୍ଗ୍ ରୁ ବଞ୍ଚିବା ପାଇଁ ଚାହୁଁଥିବା ଲୋକ   Blockage, Angioplasty, Bypass Surgery,

ହାର୍ଟ୍ ପାଇଁ ଡାଏଟ୍ ଚାର୍ଟ୍ ଓ ସବିଶେଷ ଔଷଧ ପାଇଁ ପରାମର୍ଶ କରିନିଅନ୍ତୁ