Cancer Remedies

National Cancer Institute quietly Confirms କ୍ୟାନସର କୁ ମୂଳରୁ ଶେଷ କରିପାରିବ ଏ ଗଛ !!

Marijuana

Benefits of Cannabis in Cancer

ଆୟୁର୍ବେଦରେ ଏହା ଏପରି ଏକ ଗଛ ଯାହାର ଗୁଣ ଅମୃତ ପରି,  କିନ୍ତୁ ଅଜ୍ଞାନ ଓ ପ୍ରଚଳିତ ଭ୍ରାନ୍ତ ଧାରଣା ପାଇଁ ଏହି ଗଛକୁ ବହୁତ ଅବହେଳିତ କରାଯାଇଛି କିନ୍ତୁ ବିଦେଶରେ ତଥା ଆମେରିକା ପରି ଦେଶରେ ଏହି ଗଛ କ୍ୟାନସର ପାଇଁ ବିଲିଅନ ଡଲାର ର ମାର୍କେଟ ନେଇଛି ଓ ପେଟେଣ୍ଟ ହୋଇସାରିଛି ଯାହାର ପେଟେଣ୍ଟ  ନମ୍ବର 6630507 ଅଟେ କିନ୍ତୁ ଦୁର୍ଭାଗ୍ୟ  ଏହି ଗଛର ଔଷଧୀୟ ଗୁଣ ଭାରତର  ଆୟୁର୍ବେଦ ଗ୍ରନ୍ଥରେ ଲେଖାଅଛି l

Benefits of Cannabis in Cancer

 

ଏହାର ବିଭିନ୍ନ ନାମ – କେନାବିସ ଇଣ୍ଡିକାଇଣ୍ଡିଆନ ହେମ୍ପମାରିଜୁଆନା,

କେନାବିସ ମୁଖ୍ୟତଃ କେନାବିସ ସାଟିଭା ନାମକ ଗଛରୁ ମିଳେଏହାର ପତ୍ରଫଳମଞ୍ଜିଫୁଲ ଆଦିରୁ ବିଭିନ୍ନ ପ୍ରକାର ରସାୟନ ମିଳେ ଯେଉଁଥିରୁ ଔଷଧ ତିଆରି  ହୁଏ ଏହି ଗଛରୁ ଫାଇବରତେଲଔଷଧ ମିଳିବା ସହ ନାରକୋଟିକ ପଦାର୍ଥ (ମାଦକଦ୍ରବ୍ୟ) ଯେପରିକି ଚରସଭାଙ୍ଗଗାଞ୍ଜାଆଦି ମିଳିଥାଏ ଏହାର ଚାଷ ପାଇଁ ସରକାରଙ୍କ ଠାରୁ ଅନୁମତି ନେବାକୁ  ପଡ଼ି଼ଥାଏ l

 

National Cancer Institute ମଧ୍ୟ ନିଜର ରିସର୍ଚ୍ଚ ରେ ମାନିଛି କି ଏହି ଗଛ କ୍ୟାନସର କୁ ମୂଳରୁ ବିନାଶ କରିପାରେ ଓ ଏହା କେବଳ କ୍ୟାନସର କୋଷିକା କୁ ନଷ୍ଟ କରେ କିନ୍ତୁ ଅନ୍ୟାନ୍ୟ କୋଷ ଉପରେ ଏହାର କୌଣସି ପ୍ରଭାବ ପଡେ ନାହିଁ କିନ୍ତୁ କୌଣସି ସରକାରୀ ଏଜେନ୍ସୀ ବା କୌଣସି ଗଣମାଧ୍ୟମ ଏହା ଉପରେ ଧ୍ୟାନ ଦେଉନାହାନ୍ତି କି ଏହାକୁ ପବ୍ଲିଶ ନକରି ଦବାଇ ଦେଉଛନ୍ତି l

ଏହାର ଗୁଣ

 

1) କ୍ୟାନସର କୋଷର ବିକାଶରେ ତିଆରି ହେଉଥିବା ରକ୍ତବାହିନୀକୁ ସୃଷ୍ଟି କରିବାକୁ ଦିଏ ନାହିଁ ଯାହାଫଳରେ ସେଗୁଡିକୁ ପୋଷଣ ମିଳେ ନାହିଁ ଓ ସେମାନେ ନଷ୍ଟ ହେବା ଆରମ୍ଭ କରନ୍ତି l

2) କ୍ୟାନସର କୋଷିକାର metastasis (ମେଟାଷ୍ଟାସିସ୍ = ଗୋଟିଏ ଅଙ୍ଗରୁ ଅନ୍ୟ ଅଙ୍ଗ କୁ ବ୍ୟାପିବା ପ୍ରକ୍ରିୟା) କୁ ରୋକିଦେଇଥାଏ l

3) କ୍ୟାନସର କୋଷିକାକୁ ନଷ୍ଟ କରେ ଓ ବଢିବାକୁ ଦିଏ ନାହିଁ l

4) ଯେଉଁ କ୍ୟାନସର ରୋଗୀଙ୍କୁ ମୁଖ୍ୟତଃ ଭୋକ ନ ଲାଗିଥାଏ CBDs ସେମାନଙ୍କର ଭୋକ ବଢ଼ାଇ ଥାଏଯାହାଦ୍ୱାରା ସେମାଙ୍କୁ କମଜୋରି ଆସି ନଥାଏ ଓ ବେମାରୀ ସହ ଲଢ଼ିବାର ସାହସ ମିଳିଥାଏ l

5) କ୍ୟାନସର ରୋଗୀଙ୍କୁ ବଥା ବେଶୀ ହୋଇଥାଏତେଣୁ CBDs ତାଙ୍କ ପାଇଁ ଲାଭ ଦାୟକ ହୋଇଥାଏ ଆପଣ ଆଶ୍ଚର୍ଯ୍ୟ ହେବେ ସ୍ପାଇନାଲ କର୍ଡ଼ ଓ ନର୍ଭ (ସ୍ନାୟୁ) ରେ CBDs ରିସେପ୍ଟର ମିଳେଯେଉଁଠି CBDs ଯାଇ ଯୋଡିହୋଇଥାଏ ଓ ବଥା କମେଇବା ସହ ଅନ୍ୟାନ୍ୟ କାମ ବି କରିଥାଏ l

 

ଏ ସବୁ ଉପରୋକ୍ତ ଲେଖା ଜ୍ଞାନବର୍ଦ୍ଧନ ପାଇଁ ଉପଯୋଗୀ କୌଣସି ଔଷଧ ର ଆରମ୍ଭ କରିବା ବା ବନ୍ଦ କରିବା ଆଗରୁ ନିଜର ଡାକ୍ତରଙ୍କ ପରାମର୍ଶ ନେବେ ବା ନିଜ ବିବେକ ଲଗେଇବେ l

 

ମୁଖ୍ୟତଃ 20 ପ୍ରକାର କ୍ୟାନସର ପାଇଁ ଏହା ରାମବାଣ ଅଟେ ଯଥା – କୋଲନ କ୍ୟାନସରଲିଭର କ୍ୟାନସରବ୍ରେଷ୍ଟ କ୍ୟାନସର ଇତ୍ୟାଦି…

 

 

 

AIDS – http://hivatis.org/cbd-a-promising-aid-for-hiv-patients/

 

 

Why marijuana banned in India?  https://youtu.be/IgicVQTX86s

Importance of Cannabis in India – https://youtu.be/mLRPqHiuRTk