ପପେୟା ପତ୍ର
ପପେୟା ପତ୍ରରେ Papain Enzyme ମିଳେ ଯାହା କ୍ୟାନସର କୋଷ ଉପରେ ଥିବା ପ୍ରୋଟିନ କୋଟିଙ୍ଗ (ଆବରଣ) କୁ ନଷ୍ଟ କରିଦିଏ, ଯାହା ଫଳରେ ସେହି ଫଟା କୋଷ ଗୁଡିକ ଆମର ଇମ୍ୟୁନୋ ସିଷ୍ଟମ ର ସିଧା ସମ୍ପର୍କରେ ଆସିଯାନ୍ତି ଓ ନଷ୍ଟ ହେବାରେ ଲାଗନ୍ତି l ପପେୟା ର ପତ୍ରର ଚା ଦିନକୁ 3 ଥର ପିଅନ୍ତୁ
ଅଙ୍ଗୁର ମଞ୍ଜି (Grape Seed)
ଅଙ୍ଗୁର ମଞ୍ଜିରେ ଏକ ବିଶେଷ ପ୍ରକାର ଆଣ୍ଟି ଅକ୍ସିଡେଣ୍ଟ Resveratrol ମିଳେ, ଯାହା କ୍ୟାନସର କୋଷକୁ ନଷ୍ଟ କରିପାରେ l ଏହା ମୁଖ୍ୟତଃ ବ୍ଲଡ଼ କ୍ୟାନସରରେ ବେଶୀ ପ୍ରଭାବୀ ହୋଇଥାଏ l ଏକ ଗବେଷଣାରୁ ଜଣା ପଡିଥିଲା କି ଅଙ୍ଗୁର ମଞ୍ଜି 24 ଘଣ୍ଟାରେ 76% ବ୍ଲଡ଼ କ୍ୟାନସର କୋଷକୁ ନଷ୍ଟ କରିପାରେ, ତେଣୁ କ୍ୟାନସର ରୋଗୀ ଅଙ୍ଗୁର ରସ ନିହାତି ପିଅନ୍ତୁ l
ସଦବିହାରୀ ପତ୍ର
ସଦବିହାରୀ ପତ୍ର ରେ Vincristine ଓ Vinblastine ନାମକ ରାସାୟନ ମିଳେ, ଯାହା କ୍ୟାନସର କୋଷକୁ ନଷ୍ଟ କରିପାରେ, ତେଣୁ କ୍ୟାନସର ରୋଗୀ 11ଟି ପତ୍ର ଚଟଣୀ କରି ସକାଳ ସନ୍ଧ୍ୟା ସେବନ କରିବା ଉଚିତ l
ଲେମ୍ବୁ ଦ୍ୱାରା କ୍ୟାନସର ଚିକିତ୍ସା
ଲେମ୍ବୁ ରେ ପ୍ରାୟ 22 ପ୍ରକାର ଆଣ୍ଟି କ୍ୟାନସର ରାସାୟନ ମିଳେ, ଯାହା କ୍ୟାନସର କୋଷକୁ ନଷ୍ଟ କରିପାରେ, ଏହାକୁ ଚୋପା ସହିତ ପିଇବାକୁ ପଡେ l
କ୍ୟାନସର ରୋଗୀ ଯାହାକୁ କମଜୋରି, ବାନ୍ତି, ବଥା, ଥକା, ଇତ୍ୟାଦି ହେଉଛି ସେମାନେ ପ୍ରତିଦିନ 5 ରୁ 10ଗ୍ରାମ ଅଶ୍ୱଗନ୍ଧା ଦିନକୁ ୨ ଥର ସେବନ କରିବା ଉଚିତ l
ବୋଇତାଳୁ ମଞ୍ଜି
ବୋଇତାଳୁ ମଞ୍ଜି କୁ ଆମେ ସାଧାରଣତ ବେକାର ଭାବି ଫିଙ୍ଗି ଦେଇଥାଉ, କିନ୍ତୁ ଏହି ମଞ୍ଜି ଆମକୁ କ୍ୟାନସର ପରି ରୋଗରୁ ବଞ୍ଚାଇ ପାରେ l ରିସର୍ଚ୍ଚ ରୁ ଜଣା ପଡିଛି ଯେ (କଦୁ କେ ବୀଜ ) ଏହି ମଞ୍ଜିରେ Cucurbitacin ନାମକ ଏକ ରାସାୟନ ମିଳେ ଯାହା କ୍ୟାନସର କୋଷର ପ୍ରଗତିରେ ବାଧା ସୃଷ୍ଟି କରେ ଓ ତାକୁ ନଷ୍ଟ କରେ l Cucurbitacin ମୁଖ୍ୟତଃ କ୍ୟାନସର କୋଷର ଜିନ ରେ ପରିବର୍ତ୍ତନ କରି Apoptotic Effect (କ୍ୟାନସର କୋଷର ମୃତ୍ୟୁ ) ଦେଖାଇ ଥାଏ l ଏହା ବ୍ୟତୀତ Pumpkin Seed ଆଣ୍ଟି ଅକ୍ସିଡେଣ୍ଟ ର ଭଲ ସ୍ରୋତ ଅଟେ l ଦିନକୁ 10 – 10 ଗ୍ରାମ ସେବନ କରନ୍ତୁ l
How to use Pumpkin seed in Cancer
କର୍କଟ ରୋଗୀମାନେ ବୋଇତାଳୁ ମଞ୍ଜିକୁ ସତେଜ କିମ୍ବା ହାଲୁକା ଭାଜି ଖାଇପାରିବେ (ଭଜା କଖାରୁ ମଞ୍ଜି) |
- କଖାରୁ ମଞ୍ଜି ବାହାର କରି ପାଣିରେ ଭଲ ଭାବରେ ସଫା କରନ୍ତୁ|
- ଏହି ମଞ୍ଜିଗୁଡ଼ିକୁ ଖବରକାଗଜରେ କିମ୍ବା କପଡାରେ ଭଲ ଭାବରେ ଶୁଖାନ୍ତୁ|
- ବର୍ତ୍ତମାନ ଏକ ପାତ୍ରରେ କଖାରୁ ମଞ୍ଜିକୁ ଘି / ବଟର / ତେଲ ଏବଂ ଲୁଣ,ଚିଲି,ଗରମ ମସଲା ସହିତ ମିଶାନ୍ତୁ (ଆବଶ୍ୟକତା ଅନୁଯାୟୀ)
- ବର୍ତ୍ତମାନ ଏହି ମିଶ୍ରଣକୁ ଏକ କଠିନ ପ୍ୟାନରେ ରଖନ୍ତୁ ଏବଂ ମଞ୍ଜିଗୁଡିକ ସୁବର୍ଣ୍ଣ ରଙ୍ଗ ହେବା ପର୍ଯ୍ୟନ୍ତ ଏହାକୁ ଭାଜନ୍ତୁ|
- ଯେତେବେଳେ ସେମାନେ ସୁବର୍ଣ୍ଣ ଏବଂ କୁରକୁରେ ହୋଇଯାଏ,ସେଗୁଡ଼ିକୁ ବାହାର କରି ଥଣ୍ଡା କରନ୍ତୁ|
- ଥଣ୍ଡା ହେବା ପରେ ଆପଣ ଏଥିରେ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ|
କ୍ୟାନସର ପାଇଁ ବିଶେଷ ଚା
1 ଗ୍ଲାସ ପାଣିରେ 5ଗ୍ରାମ ଭଲ ଭାବେ ଅଦାଛେଚା (ବଟା), 1ଗ୍ରାମ ଡାଳଚିନି, ଗୋଲମରିଚ, ଲବଙ୍ଗ ଇତ୍ୟାଦି ମିଶାଇ ଚା ପରି ଫୁଟାଇ ଯେତେବେଳେ ଅଧା ହୋଇଯିବ ଛାଣି ପିଇବେ l
ହଳଦୀ – ଚାମୁଚେ ହଳଦୀ ଗୋମୂତ୍ରରେ ମିଶାଇ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ କ୍ୟାନସର ରୁ ରକ୍ଷା ମିଳେ I ହଳଦୀରୁ, ସବୁ ଋତୁରେ ରୋଗ ସହ ଲଢ଼ିବାର ଶକ୍ତି ମିଳିଥାଏ l ହଳଦୀରେ ଥିବା କୁର୍କ୍ୟୁମିନ୍ (Curcumin) ନାମକ ତତ୍ତ୍ୱ କ୍ୟାନସର କିଲର ମଧ୍ୟ ଅଟେ l
ଗୋଲମରିଚ – ଏଥିରେ ଥିବା Piperine କ୍ୟାନସର କୋଷକୁ ନଷ୍ଟ କରିବାରେ ସାହାଯ୍ୟ କରେ I
ଡାଳଚିନି – ଜାପାନ ଏବଂ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଯେତେବେଳେ ରୋଗୀଙ୍କୁ ଏକ ଚାମଚ ଡାଲଚିନି ପାଉଡର ସହିତ ଏକ ଚାମଚ ମହୁ ମିଶାଇ ଦିନକୁ ୩ ଥର ଦିଆଗଲା, ଗୋଟିଏ ମାସ ପରେ ପେଟ ଏବଂ ହାଡର ବିକଶିତ କର୍କଟ ସଫଳତାର ସହିତ ଭଲ ହୋଇଗଲା।
ଦୁଇ ଚାମଚ ମହୁରେ ଗୋଟିଏ ଚାମଚ ଡାଲଚିନି ପାଉଡର ମିଶାଇ ଏହାକୁ ପ୍ରତିଦିନ ତିନିଥର ଚାଟିବାରେ ସବୁ ପ୍ରକାର କର୍କଟରେ ଲାଭଦାୟକ ଅଟେ | କର୍କଟ ରୋଗର ଯନ୍ତ୍ରଣା ଏବଂ ଘାଆ ର ଗନ୍ଧ ଅତ୍ୟଧିକ ହେଲେ ଡାଲଚିନି ପାଉଡର ପାଣିରେ ଫୁଟଇ କାଢା କରି ନିୟମିତ ପିଇବା ଉଚିତ୍ | ଚାରି ଚାମଚ ଡାଲଚିନି ପାଉଡରକୁ ଏକ କିଲୋଗ୍ରାମ ପାଣିରେ ଫୁଟାନ୍ତୁ, ଏହା ଫୁଟି ଫୁଟି 750 ଗ୍ରାମ ହେଲେ ଛାଣି ଦିନସାରା ଏହାକୁ ଅଳ୍ପ ଅଳ୍ପ ପିଅନ୍ତୁ |
କଲୋଞ୍ଜୀ – ବିଭିନ୍ନ ପ୍ରକାରର କର୍କଟ ଯଥା ଅନ୍ତନଳୀ କର୍କଟ, ରକ୍ତ କର୍କଟ, ଲାରିଙ୍ଗାଇଟିସ୍ ଇତ୍ୟାଦିରୁ ମୁକ୍ତି ପାଇବା ପାଇଁ ଅଧା ଚାମଚ କଲୋଞ୍ଜୀ ତେଲକୁ ଏକ ଗ୍ଲାସ୍ ଅଙ୍ଗୁର ରସରେ ମିଶାଇ ଦିନକୁ ତିନିଥର ପିଅନ୍ତୁ – ସକାଳେ ଜଳଖିଆର ଏକ ଘଣ୍ଟା ପୂର୍ବରୁ, ଅପରାହ୍ନରେ ଭୋଜନ ୧ ଘଣ୍ଟା ପରେ, ରାତିରେ ରାତ୍ରି ଭୋଜନର ଅତି କମରେ ଏକ ଘଣ୍ଟା ପରେ ପିଅନ୍ତୁ | କଲୋଞ୍ଜୀ ମଞ୍ଜିର କାରୋଟିନ୍ ଥାଏ, ଯାହା ଯକୃତ (ଲିଭର)ରେ ଭିଟାମିନ୍ ଏ ରେ ପରିଣତ ହୁଏ, ଯାହାର କାର୍ଯ୍ୟ କର୍କଟ ବିରୋଧୀ ଅଟେ | କର୍କଟ ରୋଗୀମାନେ କଲୋଞ୍ଜୀର ମଞ୍ଜିକୁ ମଧ୍ୟ ଖାଇବରେ ମିଶାଇ ଖାଇପାରିବେ |
ନୋଟ – କ୍ୟାନସର ରୋଗୀ ଚାହା, ଚିନି, ଚାଉଳ, ଗହମ ଛାଡ଼ିଦେବା ଆବଶ୍ୟକ, ଭୋଜନରେ ପନିପରିବା ଓ ଫଳ ଓ ଶୁଖିଲା ଫଳ ଖାଇବେ, ଏପରି 3, 4 ମାସ କରିଲା ପରେ ରିପୋର୍ଟ କରିବେ l
ଏହି ଡାଏଟ ଚାର୍ଟ ଆପଣଙ୍କୁ କ୍ୟାନସର ସହ ଲଢ଼ିବାର ବହୁତ ସହାୟକ ହେବ, ତେଣୁ ଏହାକୁ ଆପଣାନ୍ତୁ, ଏବଂ ଏହା କେବଳ ଜାଣିବା ଓ ଜ୍ଞାନ ବର୍ଦ୍ଧନ ପାଇଁ ଦିଆଯାଇଛି, କ୍ୟାନସର ଚିକିତ୍ସା ପାଇଁ ଆପଣ ନିଜ ଡ଼କ୍ଟରଙ୍କ ସହିତ ନିଶ୍ଚିତ ସମ୍ପର୍କ କରନ୍ତୁ l