Kids Top10

ପିଲାମାନଙ୍କ ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆଉ କଣ ଦରକାର ଜାଣନ୍ତୁ !!

ପିଲାମାନେ ଦେଶର ଭବିଷ୍ୟତ, ତାଙ୍କର ଉନ୍ନତି ପାଇଁ ଚେଷ୍ଟା କରିବା ପିତା ମାତା ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର କର୍ତ୍ତବ୍ୟ l ଯେଉଁ ପିତାମାତା ମାନେ ତାଙ୍କ ପିଲା ମାନଙ୍କର ସବୁ କ୍ଷେତ୍ରରେ ଭଲ କରିବାକୁ ଚାହୁଁଛନ୍ତି, ସେମାନେ ନିହାତି ଏହାକୁ ପଢନ୍ତୁ, ପିଲାକୁ ଆପଣ ଟିଉସନ ତ ଦେଉଥିବେ ଓ ହଜାର ହଜାର  ଟଙ୍କା ଖର୍ଚ୍ଚ କରୁଥିବେ, କିନ୍ତୁ ପିଲା ପାଇଁ  ଯାହା ନିହାତି  ଆବଶ୍ୟକ ତାହା ଆପଣ ହାତଛଡା କରିଦେଉଛନ୍ତି, ତାହା ହେଲା ସୁଷମ ଖାଦ୍ୟ I ସମୟ ଅଭାବ ହେଉ ବା ଯୋଗାଡ ଯନ୍ତ୍ର କରିବାରେ ଅସୁବିଧା ହେଉ ଏସବୁ ଆମେ ଯୋଗାଇ ପାରି ନଥାଉ I ଦ୍ୱିତୀୟରେ ପିଲାମାନେ ଯାହା ଦେଖିଲେ କିଣି ଖାଇଦିଅନ୍ତି ଯାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ I ଏସବୁ ଜଗିବା ସବୁବେଳେ ସମ୍ଭବ ହୋଇନଥାଏ ଓ ସେମାନଙ୍କୁ ମନାକଲେ ସେମାନେ ବିରକ୍ତ ବା ଜିଦ୍ କରିଥାନ୍ତି I ଏହି ଫାଷ୍ଟ୍ ଫୁଡ୍ ବା ଅଖାଦ୍ୟ ଖାଇ କିଛି ସମସ୍ୟା ତାଙ୍କଠାରେ ଦେଖାଦେଇଥାଏ I ଏଗୁଡିକ ଆମେ ତାଙ୍କର ପୂରା ବନ୍ଦ ନକରି ପାରିଲେ ମଧ୍ୟ ତାଙ୍କର ସମସ୍ୟା ଗୁଡିକୁ ଅନେକାଂଶରେ ସମାଧାନ କରିପାରିବା I ପ୍ରଥମେ ଦେଖିବା ସମସ୍ୟା ଗୁଡିକ କଣ ?

ତେଣୁ କିଛି ସମସ୍ୟା ଆସୁଥିବ ଯେପରିକି…..

ଯଦି ଆପଣଙ୍କର  ବା ଆପଣଙ୍କ ପିଲାର ଏପରି କିଛି ସମସ୍ୟା ଥାଏ ଓ ପିଲାର ବୟସ 3 ରୁ 15 ବର୍ଷ ହୋଇଥାଏ,

 ଏହି ସମସ୍ୟା ଗୁଡିକ ମଧ୍ୟରୁ କେତକ ମୁଖ୍ୟ ସମସ୍ୟା ….

1) ଯେଉଁ ପିଲାମାନେ ପାଠ ରେ ଭଲ ପରଫରମାନସ କରି ପାରୁ ନାହାନ୍ତି,

2) ସ୍କୁଲ ରେ ପଛୁଆ ହେଇଯାଉଛନ୍ତି, ପାଠ ଠିକ ସେ ଧରି ପାରୁନାହାନ୍ତି

3) ଖାଇବା ବେଳେ ପନିପରିବାଡାଲିଶାଗ ଆଦି ଖାଉ ନାହାନ୍ତି

4) ଯେଉଁମାନେ ପତଳା ଅଛନ୍ତି ଦେହ ଲାଗୁନାହିଁ l

5) ଯେଉଁ ପିଲାମାନେ (10 ବର୍ଷ ଉପରକୁ) ଅତ୍ୟଧିକ ମୋଟା ହେଇଯାଉଛନ୍ତି,

6) ଘଣ୍ଟାଏରୁ ଅଧିକ ସମୟ ମନ ସ୍ଥିର କରି ପଢ଼ାରେ ବା ଗୋଟିଏ ଜାଗାରେ ବସିପାରୁ ନାହାନ୍ତି l

7) ସବୁବେଳେ ଚିଡିଚିଡା ହେଉଛନ୍ତି

8) ଯେଉଁମାନଙ୍କର ବାପା ମା ଚାହୁଁଛନ୍ତି ତାଙ୍କ ପିଲା ଅନ୍ୟ ମାନଙ୍କ ଠାରୁ ଟିକେ ଆଗେଇ କି ରହୁ,

9) ଯେଉଁମାନଙ୍କର ଆଖିରେ କମ ବୟସରୁ ଚଷମା ଲାଗିଗଲାଣି

10) ଯେଉଁମାନେ କମ୍ପିଟିଟିଭ ପରୀକ୍ଷା ପାଇଁ ପ୍ରିପେଆର କରୁଛନ୍ତି, ବା ନାଚଗୀତ, ଡ୍ରଇଁ,   ଆବାକସ, ଆଦି ଅନ୍ୟାନ୍ୟ activity ରେ ଭାଗ ନେଉଛନ୍ତି ଓ ଅତ୍ୟଧିକ ପ୍ରେସରରେ ଅଛନ୍ତି l

11) ବା ଯେଉଁ ପିଲାଙ୍କର କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଅଛି ଯାହା doctor ଙ୍କ ପାଖରେ ଠିକ ହେଇପାରୁନି,

ଇତ୍ୟାଦି….

ଏସବୁକୁ ସୁଷମ ଖାଦ୍ୟ ମାଧ୍ୟମରେ ବହୁମାତ୍ରାରେ ସମାଧାନ କରାଯାଇପାରୁଛି, ଏହାକୁ ଫୁଡ୍ ସାଇନସ୍ ମଧ୍ୟ କୁହାଯାଏ I ସୁଷମ ଖାଦ୍ୟ ବ୍ୟତୀତ ପିଲାମାନଙ୍କୁ ଆଉ କିଛି ଜିନିଷ ନିହାତି ଆବଶ୍ୟକ ଆସନ୍ତୁ ଜାଣିବା I କେତକ ଭଲ ଭଲ ପୋଷକ ତତ୍ତ୍ୱ ଥିବା ଉତ୍ପାଦ ବଜାରରେ ମଧ୍ୟ ମିଳୁଛି I ମାର୍କେଟରେ ମିଳୁଥିବା ବିଭିନ୍ନ ସପ୍ଲିମେଣ୍ଟରେ କେବଳ Protein  ବା ତା ସହିତ Vitamin ରହୁଛି I ତେଣୁ ବେଶୀ କିଛି ଲାଭ ପିଲାକୁ ମିଳିନଥାଏ I ପିଲାମାନଙ୍କର ପ୍ରଥମ 5 /10 ବର୍ଷ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ l ତେଣୁ ଏହି ସମୟରେ ତାଙ୍କର ମାନସିକ ଓ ଶାରୀରିକ ବିକାଶ ପାଇଁ  ନିହାତି ଯତ୍ନବାନ ହେବା  ଆବଶ୍ୟକ l

ତେଣୁ ଆମକୁ ନ୍ୟୁଟ୍ରିସନ୍ ସାଇନସ୍ ଓ ଆୟୁର୍ବେଦ ପାଖକୁ ଯିବାକୁ ପଡିବ I ଫଳରେ ଆମେ ଏ ସମସ୍ୟାଗୁଡିକୁ ଅଧିକ ମାତ୍ରାରେ ସମାଧାନ କରିପାରିବୁ ଓ କରିପାରୁଛୁ ମଧ୍ୟ I

ସେଥିପାଇଁ ପିଲାର ବୃଦ୍ଧି ଓ ବିକାଶକୁ ଆଖି ଆଗରେ ରଖି ଆମ ଉତ୍ପାଦରେ Extra ବ୍ରାହ୍ମିଅଶ୍ୱଗନ୍ଧାଏଲୋଭେରାଓମେଗା – 3 , DHA , ପ୍ରୋବାଇଓଟିକ୍କୋଲୋଷ୍ଟ୍ରମ୍ ଓ ଅନ୍ୟାନ୍ୟ ୧୦ ପ୍ରକାର ଚେରମୂଳି ମଧ୍ୟ ମିଶିଛି I ଯାହାର କାମ Table ରେ ଦିଆଯାଇଛି I ଏହାର Latest Composition ଓ Result ପାଇଁ ଏହା ଭଲଭାବେ ଆଦୃତ I ଏହାକୁ ବାହାର କରିଥିବା ପ୍ରଥମ ଭାରତୀୟ କମ୍ପାନୀ  ତାହାର କିଛି Product ଗୁଡିକୁ ମଧ୍ୟ, 2019 ରେ ଆମେରିକାରେ ଲଞ୍ଚ୍ କରାଇଛି I

ଆସନ୍ତୁ ଦେଖିବା ଏଥିରେ କଣ କଣ ଅଛି ଓ ଏହା କାହିଁକି ୟୁନିକ ଅଟେ ଓ ମାର୍କେଟ ଠାରୁ କାହିଁକି ଭଲ !

Main Composition

 

Function

ଏଗୁଡିକର ଗୁଣ

Protein Growth, Metabolism, Building & Repairing Body & Muscle,
Vitamin Boost Immune System, Help in Growth & Development
Mineral Strong Bone Teeth, Provide Nutritional Deficiency, Balanced Diet ସୁଷମ ଖାଦ୍ୟସାର,
Bramhi

ବ୍ରାହ୍ମୀ

Brain Power, Memory, Recollection, Thinking Power

(Brain Tonic) ସ୍ମରଣ ଶକ୍ତି ବୃଦ୍ଧି, ଚିନ୍ତା କରିବା ଶକ୍ତି ବୃଦ୍ଧି,ବ୍ରେନ୍ ପାୱାର୍

Aswagandha

ଅଶ୍ୱଗନ୍ଧା

Stress Reliever, Energy Booster, Stamina, Overcome Anxiety  ଚାପ ମୁକ୍ତ, ଶକ୍ତି ବୃଦ୍ଧି, ଷ୍ଟାମିନା
Alovera

ଏଲୋଭେରା

Keeps Digestive System Healthy, Reduce Constipation

ସୁସ୍ଥ ପାଚନ ପ୍ରକ୍ରିୟା, କୋଷ୍ଠକାଠିନ୍ୟ କମ କରିବା,

Omega 3 DHA Brain Power, Vision (Eye) Power, Quick Response, Healthy Heart, ବ୍ରେନ୍ ପାୱାର୍, ଦୃଷ୍ଟି ଶକ୍ତି, ସୁସ୍ଥ ହାର୍ଟ୍
Probiotics

ଉପକାରୀ ଜୀବାଣୁ

Useful Bacteria: that Keeps Digestive System Healthy & Fight Against Harmful Bacteria, thus Keep Healthy Immune System
Other Herbs Guduchi/Giloy, Tulsi, etc. ( Other Botanical Herbs)

ଅନ୍ୟାନ୍ୟ ଚେରମୂଳି

Colostrum

ଗାଇର ପ୍ରଥମ ଦିନର କ୍ଷୀର

 

Creates immunity for about 900 types of disease

900 ପ୍ରକାର ରୋଗ ପାଇଁ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ

Fruit & Vegetable Powder Amla, Apple, Banana, Carrot, Spinach etc.

ଆମଲା, ଆପେଲ, କଦଳୀ, ଗାଜର, ପାଳଙ୍ଗ ଆଦି ଅନ୍ୟନ୍ୟ ଫଳ ଓ ପରିବା ଗୁଣ୍ଡ

BENEFITS

  1. Protein from Soy & Whey Helps in Growth, Development, Tissue Repair & Cell Function.
  2. Colostrum – Builds Immunity Reduces Infection, Inflammation & Illness.
  3. DHA – Brain Health, Eye and Heart Protection, Better Learning Abilities.
  4. FOS (Prebiotic ) – Gut Health & Immunity.
  5. Fibersol – Digestive Health and Bowel Movement.
  6. Vita-Mineral Forte – Proper Growth May Enhance Verbal Learning, Maintain Nervous System and RBC.
  7. Green Goodness – Amla, Apple, Banana, Carrot, Spinach- Nutrients from Plants.

FEATURES

  1. An Ideal Nutritional Drink in Chocolate Flavor.
  2. Delicious and Convenient Nutrition Anytime Anywhere.
  3. Ideal for Growing Children and Fussy Eaters Anytime of the Day.
  4. Balanced Nutrition For Children.
  5. Low Fat Composition.
  6. Contains Soy Protein Isolate And Whey Protein Concentrate Which Provides High Proteins With Low Fat And Low Cholesterol.
  7. Builds Immunity In Growing Children.

ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିଶେଷ  ଅନୁରୋଧ  ସେମାନେ ନିଜ ସ୍କୁଲ ର ପିଲାମାନଙ୍କର ପିତାମାତାଙ୍କୁ ଏ ବିଷୟରେ ନିହାତି ଅବଗତ କରାଇ ନିଜ ସ୍କୁଲର ପିଲାଙ୍କ ଉନ୍ନତି କରାଇବାରେ ସହାୟକ ହୁଅନ୍ତୁ l

ତେଣୁ ଡେରି ନକରି ଯାହାବି ସମୟ ଯାଇଛି ଚିନ୍ତା ନା କରି ଆମ ସହିତ ପରାମର୍ଶ କରି ପିଲାର ଭବିଷ୍ୟତ ଉଜ୍ଜ୍ୱଳ କରନ୍ତୁ l ଆମ ରାଜ୍ୟର ନାମ ରଖନ୍ତୁ l ଏହି Post କୁ ପ୍ରବଳ ମାତ୍ରାରେ ଆମ ଓଡିଶାରେ ସେଆର କରି ଆମ ପିଲାମାନଙ୍କର ଓ ଆମ ରାଜ୍ୟର ନାମ ରଖିନ୍ତୁ  l

ସବିଶେଷ ପାଇଁ ଯୋଗାଯୋଗ କରନ୍ତୁ – 88955 81095