Cancer Gallery

କ୍ୟାନସର ରୁ କିପରି ରକ୍ଷା ପାଇବା

ଅତି ମହତ୍ତ୍ୱପୂର୍ଣ୍ଣ ସୂଚନା

ଧୂମପାନ, ଗୁଟକା, ପାନ ମସଲା, ନିଶାଦ୍ରବ୍ୟ, ମଦ, ତମ୍ବାକୁ ଆଦି ସେବନ କଲେ କ୍ୟାନସର ହୋଇପାରେ l  ବିଶ୍ରାମ କମିଯିବା ଦ୍ୱାରା, ବାସି ଖାଦ୍ୟ, ବହୁତ ସମୟ ଫ୍ରିଜରେ ରହିଥିବା ଖାଦ୍ୟ, ତେଲ ଘିଅକୁ ବାରମ୍ବାର ଗରମ କରି  ଖାଇବା ଦ୍ୱାରା ମଧ୍ୟ କ୍ୟାନସର ହୋଇଥାଏ l ପ୍ଲେନ ଅଟା, ମଇଦା, ରିଫାଇନ ତେଲ ଅଧିକ ସେବନ, ଅପରିଷ୍କାର ପାଣି, ଇତ୍ୟାଦି ଦ୍ୱାରା ମଧ୍ୟ୍ୟ କ୍ୟାନସର ହୋଇପାରେ l

କ୍ୟାନସର କୋଷ ଅମ୍ଳଜାନ ଉପସ୍ଥିତିରେ ବଢିପାରେ ନାହିଁ l ତେଣୁ ଆପଣ ଯଦି ପ୍ରତିଦିନ 1ଘଣ୍ଟା ଓସ୍ତ ଗଛ ମୂଳେ ବସି ଲମ୍ବା ଲମ୍ବା ଶ୍ୱାସ ନେବେ ତେଵେ ଏହାର ସମ୍ଭାବନା ବହୁତ କମିଯିବ, ତା ସହିତ ଯଦି ଘରେ ପ୍ରତିଦିନ 1 ଚାମଚ ଦେଶୀ ଗାଇ ଘିଅ ଜଳାଇବେ ଏହାଦ୍ୱାରା ବହୁତ ଅକ୍ସିଜେନ ମିଳିବ l ( ଆଗରୁ ହୋମ ହେଉଥିଲା ଦେଶୀ ଗାଇ ଘିଅରେ )

ପାଣି – ଆଗରୁ ଆମ ଦେଶରେ ଅରିଜିନାଲ ଗଙ୍ଗା ପାଣି ବହିଯାଉଥିଲା ଯାହା ଅନେକ ରୋଗରୁ ବଞ୍ଚାଉ ଥିଲା କିନ୍ତୁ ତାହାକୁ ଚକ୍ରାନ୍ତ କରି ଦୂଷିତ କରିଦିଆଗଲା, ଏତେ ନଦୀ ବହୁଥିବା ଦେଶରେ ଏବେ ପାଣି ବୋତଲରେ ବିକ୍ରି ହେଲାଣି l ଯଦି ଆପଣଙ୍କ ଘରେ ୱାଟର ପ୍ୟୁରିଫାଇ ଅଛି, ପାଣି ସେଠାରୁ ସିଧା ନ ପିଇ, ତାକୁ ପ୍ରଥମେ ମାଟି ହାଣ୍ଡିରେ ରଖନ୍ତୁ, 8/10 ଘଣ୍ଟା ପରେ ଏହାକୁ ପିଇପାରିବେ, ଯଦି ପାରିବେ ଏହି କଳସି ରେ 5 /10 ଟି ତୁଳସୀ ପତ୍ର ପକାଇ ଦେବେ, ରାତିରେ ଏହି ପାଣି ତମ୍ବା ପାତ୍ରରେ ରଖି ସକାଳେ ପିଅନ୍ତୁ l

 ତୁଳସୀ – ପ୍ରତିଦିନ 4/5 ଟି ତୁଳସୀ ପତ୍ର ଖାଉଥିଲେ କ୍ୟାନସର କଣ ଥଣ୍ଡା ରୋଗ ମଧ୍ୟ ହେବାର ସମ୍ଭାବନା କମିଯାଏ,

ଦେଶୀ ଗାଇ ର କ୍ଷୀର ବହୁତ ରୋଗ ପ୍ରତିରୋଧକ ଶକ୍ତି ଦେଇଥାଏ (ପାର୍ଥକ୍ୟ ଦିଆଯାଇଛି)

ହଳଦୀ – ହଳଦୀ ଶୁଭ କାର୍ଯ୍ୟରେ ଲାଗେ ଓ ଆମ ରୋଷେଇର ଗୋଟିଏ ଅଙ୍ଗ l ଅର୍ଗାନିକ ହଳଦୀ ବା ଖଣ୍ଡ ହଳଦି ଗୁଣ୍ଡ କରି ରାତିରେ ଶୋଇଲା ବେଳେ 1 ଗ୍ଲାସ ଦେଶୀ ଗାଇ କ୍ଷୀରରେ ଅଧା ଚାମୁଚ ମିଶାଇ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ସବୁ ଋତୁରେ ରୋଗ ସହ ଲଢ଼ିବାର ଶକ୍ତି ମିଳିଥାଏ l ହଳଦୀ କ୍ୟାନସର କିଲର ମଧ୍ୟ ଅଟେ l

ଏଗୁଡିକ ପୂରା ବନ୍ଦ କରନ୍ତୁ

1) ବାସନ – ଇଂରେଜ ଶାସନ ଆଗରୁ ଆମ ଦେଶ “ସୋନେ କି ଚିଡିୟା” ଥିଲା, ସେତବେଳେ ଆମେ ଲୁହା, ତମ୍ବା, ପିତ୍ତଳ, ମାଟି, ରୂପା ଆଦି ବାସନରେ ଖାଉଥିଲେ l କିନ୍ତୁ ଏବେ ଆଲୁମିନିୟମ ରେ ରୋଷେଇ କରୁଛେ ଯାହା “କଳାପାଣି” ଦଣ୍ଡ ଭୋଗୁଥିବା କଏଦୀ ମାନଙ୍କ ପାଇଁ ଥିଲା l ଫଳରେ ମସ୍ତିଷ୍କ ବିକଳାଙ୍ଗ ବା ବ୍ରେନ ସମସ୍ୟା ଦେଖାଦେଉଛି, ଆଜି କାଲି ତ ଆମେ ଆହୁରି ଗରିବ ହୋଇଯାଇ ପ୍ଲାଷ୍ଟିକ ବାସନ କୁ ଅସିଗଲେଣି, ତେଣୁ ସୁସ୍ଥ ରହିବା ପାଇଁ ଏଗୁଡିକରୁ ବଞ୍ଚନ୍ତୁ l

2) ଲୁଣ – ଧଳା ଲୁଣ ସମ୍ପୂର୍ଣ୍ଣ ତ୍ୟାଗ କରନ୍ତୁ, ଇଂରେଜ ଶାସନ ପରେ ପରେ ଏହା ଉତ୍ପନ୍ନ ହୋଇଛି, ଆମ ଦେଶରେ ପ୍ରଥମେ ସୈନ୍ଧବ ଲବଣପାହାଡି ନମକ ଓ କଳା ଲୁଣ ଚାଲିଥିଲା ଯାହା ମିନେରାଲ ଯୁକ୍ତ ଓ ସ୍ୱାସ୍ଥ୍ୟ ଉପଯୋଗୀ l ଏହା ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରନ୍ତୁ l

3) ଟୁଥ ପେଷ୍ଟ – ପେଷ୍ଟ ରେ କେମିକାଲ ତତ୍ତ୍ୱ ରହୁଛି ଯାହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ, ତେଣୁ କମ୍ପୋଜିସନ ପଢି ବିନା ଫ୍ଲୋରାଇଡ଼ ଓ ଆୟୁର୍ବେଦିକ ପେଷ୍ଟ ବ୍ୟବହାର କରିବେ ବା ଦାନ୍ତ କାଠି କରନ୍ତୁ l

4) କୋଲଡ ଡ୍ରିଙ୍କ – ଏହାକୁ ସମ୍ପୂର୍ଣ୍ଣ ବହିଷ୍କାର କରନ୍ତୁ l

5) ରିଫାଇନ ତେଲ – ଭୁଲରେ ବି ବଡ ବଡ଼ କମ୍ପାନୀର ରିଫାଇନ ତେଲ ଆଣନ୍ତୁ ନାହିଁ l ଘଣା ପେଡା ତେଲ ଯେପରିକି ସୋରିଷ ତେଲ, ବାଦାମ ତେଲ ବା ନଡ଼ିଆ ତେଲ, ତିଳ ତେଲ ବ୍ୟବହାର କରନ୍ତୁ l ଅଳସି ତେଲ କୁ ଗରମ କରିବେ ନାହିଁ l ଅଲିଭ ତେଲ ମଧ୍ୟ ଉତ୍ତମ

6) ଚିନି – ଚିନିରେ ଏପରି ଜିନିଷ ଅଛି ଯାହା କ୍ୟାନସର କୋଷକୁ ଖାଦ୍ୟ ଯୋଗାଇ ଥାଏ ତେଣୁ ଏହା ବଦଳରେ ମହୁ ବା ଅଳ୍ପ ନାଲି ଗୁଡ଼ ବ୍ୟବହାର କରି ପାରିବେ, ମହୁ ସବୁଠୁ ଉତ୍ତମ l

7) କଫିଚାଚକଲେଟ ବି ବନ୍ଦ କରନ୍ତୁ, ଏଗୁଡିକରେ କେଫିନ ତତ୍ତ୍ୱ ଥାଏ ଯାହା କ୍ୟାନସର ର ପ୍ରତିବନ୍ଧକ ଅଟେ l

8) ଆମିଷ – କ୍ୟାନସର ଅମ୍ଳୀୟ ବାତାବରଣ ରେ ବଢିଥାଏ, ମାଂସାହାର ଅମ୍ଳୀୟ ବାତାବରଣ ସୃଷ୍ଟି କରେ, ତେଣୁ ଯଦି ଅଧିକ ଦିନ ବଞ୍ଚିବାର ଇଛା ଥାଏ ଏହାକୁ ତ୍ୟାଗ କରନ୍ତୁ l

9) ଧୂମପାନ – ଧୂମପାନ କରନ୍ତୁ ନାହିଁ ବା ଯେଉଁମାନେ କରୁଛନ୍ତି ତାଙ୍କ ସହ ରହନ୍ତୁ ନାହିଁ, ଗୁଟଖା, ମଦ, ପାନ ମସଲା ସେବନ କରନ୍ତୁ ନାହିଁ

ଆପଣ ଯଦି ଏହି ଜିନିଷ ଗୁଡିକ ଅନୁସରଣ କରିବେ ସୁସ୍ଥ ରହିବେରୋଗ ବି ଆପଣଙ୍କୁ ଛୁଇଁ ପାରିବନି l

କ୍ୟାନସର କୋଷ ଅକ୍ସିଜେନ ବାତାବରଣ ରେ ଜୀବିତ ରହି ପାରନ୍ତି ନାହିଁ ,  ତେଣୁ ଶରୀରରେ ଅକ୍ସିଜେନ ର ପରିବହନ ବଢାଇବା ପାଇଁ ପ୍ରାଣାୟାମ କରନ୍ତୁ l

ଏହି ଲେଖା ସମ୍ପୂର୍ଣ୍ଣ ନୁହେଁ ଆମକୁ ଯେବେ ପୁଣି ନୂଆ ସୂଚନା ମିଳିବ ଆମେ ତାକୁ ଏଠାରେ ଅପଡେଟ କରିଦେବୁ ଆଶା କରୁଛୁ ଏଗୁଡିକ ଆପଣଙ୍କର ବହୁତ କାମରେ ଲାଗିବ l

ବିଷାକ୍ତ ପଦାର୍ଥ କୁ ଦେହରୁ କିପରି ବାହାର  କରିବେ?

How to detoxify?

1) ଅଦା – ଅଦା ରସ 10ml କରି ଦିନକୁ ଦୁଇଥର ପିଅନ୍ତୁ l ଏହାକୁ ଆମ ଦେଶ ତଥା ବିଦେଶ ରେ ମଧ୍ୟ ମାନିଲେଣି l

2) ହଳଦୀ – କଞ୍ଚା ହଳଦୀ କ୍ୟାନସର କୋଷ କୁ ମାରିବା ପାଇଁ ବହୁତ ଭଲ, ଏହା ସୁପର ଫୁଡ ଭଳି କାମ କରେ, ହଳଦୀ ନିୟମିତ ଖାଆନ୍ତୁ l

3) ରସୁଣ – କଞ୍ଚା ରସୁଣ 5 / 5 ଖୋସା ଦୈନିକ ଖାଆନ୍ତୁ

4) ଗହମ ଘାସ ରସ – ପ୍ରତିଦିନ ପିଅନ୍ତୁ

5) ଅଳସି – ଖାଇବାରେ ଅଳସି ତେଲ ବ୍ୟବହାର କରନ୍ତୁ l ଏହାକୁ ଗରମ କରିବେ ନାହିଁ l ଦେଶୀ ଗାଇ ଛେନା ରେ ଏପରି ମିଶାଇବେ ଯେପରି ମିଶିଛି ବୋଲି ଜଣାପଡିବ ନାହିଁ, ତା ପରେ ଏହାକୁ ଖାଇବେ, କ୍ୟାନସର ପାଇଁ ଏହା ସୁପର ଫୁଡ ଅଟେ l

6) ଦେଶୀ ଗାଇ ମୂତ୍ର ପିଇବା ଆରମ୍ଭ କରନ୍ତୁ

7) ଫଲିକ ଏସିଡ ଯୁକ୍ତ ଖାଦ୍ୟ ପଦାର୍ଥ

8) ପରିବା ଓ ଫଳ – ଫୁଲକୋବି, ବନ୍ଧାକୋବି, ଗାଜର, ବିଟ, ବ୍ରାକୋଲି, ଅଖରୋଟ, ସୂଜନା ଶାଗ ଜୁସ, ବିଭିନ୍ନ ଫଳ ଖାଆନ୍ତୁ l ଏଥିରେ ପ୍ରବଳ ଏଣ୍ଟି ଆକ୍ସିଡେଣ୍ଟ ଥାଏ l

9) ତୁଳସୀ, ପୁଦିନା, ନିମ ଏଗୁଡ଼ିକୁ ଆୟୁର୍ବେଦରେ ସର୍ବ ରୋଗ ନାଶକ କହନ୍ତି, ନିମ ପତ୍ର 7/8 ପତ୍ର ନିୟମିତ ଖାଆନ୍ତୁ, ମଝିରେ ମଝିରେ ଗ୍ୟାପ୍ ଦେବେ

10) ଲେମ୍ବୁ ଓ ଅଙ୍ଗୁର – ଲେମ୍ବୁ ପାଣି ପିଇ ଉପବାସ ରଖି ପାରିବେ ଓ ଅଙ୍ଗୁର ରସ 6 ମାସ ପିଇଲେ ବହୁତ ଭଲ ପରିଣାମ ମିଳେଏହା ବ୍ୟତୀତ କମଳା ରସନଡ଼ିଆ ପାଣିସପୁରି ରସଗାଜର ରସଦୁବରସଗହମ ରସପାଳଙ୍ଗ ରସକାକୁଡି ରସଲୋକି ରସବନ୍ଧା କୋବି ରସପୁଦିନା ଓ ଟମାଟୋ ରସ ଆଦି ନେଇପାରିବେ l

ଏହି ରୋଗରେ ତାଜା ଫଳ ଖାଇପାରିବେ ଓ ପରିବା ଯେଉଁ ଗୁଡିକ କଞ୍ଚା ଖାଇହେବ ଖାଇବେ ବା ଅଳ୍ପ ସିଝାଇ (ଦର  ଦର କଞ୍ଚା) ଖାଇଲେ ଭଲ l

ଆପଣ ଏହାକୁ ପୂରା ପଢିଲେଏବେ ଆପଣଙ୍କ ଦାୟିତ୍ୱ ଆପଣ ଏହାକୁ ଅନ୍ୟମାନଙ୍କୁ ଜଣାଇବେ ଫଳରେ ଲୋକମାନେ ଏହି ଭୟଙ୍କର ରୋଗରୁ ରକ୍ଷା ପାଇବେ l

 

ଏହା ଛଡା କିଛି product ମିଳେ ଯାହା ବହୁତ ଦରକାରୀ ଅଟେ l

1) ନୋନି ଜୁସ – କ୍ୟାନସର ଓ ଟ୍ୟୁମର ପାଇଁ

2) ଏଲୋଭେରା ଜୁସ – ଶରୀରରୁ ବିଜାତୀୟ ପଦାର୍ଥ ବାହାର କରିବା

3) ସି ବକଥର୍ନ – ଏଥିରେ ଅତ୍ୟଧିକ ଏଣ୍ଟି ଆକ୍ସିଡେଣ୍ଟ ଥାଏ ତେଣୁ ଏହାକୁ ସଞ୍ଜିବନୀ କୁହାଯାଏ

4) କ୍ଲୋରୋଫିଲ୍ – ଏହି କ୍ୟାନସର କାରକ ଫ୍ରି ରେଡ଼ିକାଲ ସହ ଲଢେଇ ଓ PH ଵାଲାନସ କରିଥାଏ l

5) ଗହମ ଘାସ ରସ ବା ହ୍ୱିଟ୍ ଗ୍ରାସ୍ ଜୁସ୍

6) ବେରି – ବିଭିନ୍ନ ପ୍ରକାର ବେରିର ମିଶ୍ରଣ