Creatinine କିପରି କମ କରିବେ – କିଛି ଦିନ ଭିତରେ କିପରି ଡାଏଲିସସ କମିଗଲା !!!
କିଡନୀ ରୋଗୀ ଙ୍କର ଜୀବନ ସାରା ମେଡ଼ିସିନ ଚାଲୁଥିଲା, ସେମାନେ ଜୀବନ ସାରା ଏଲୋପାଥି ଉପରେ ନିର୍ଭର କରୁଥିଲେ, କିନ୍ତୁ ଏବେ ଆୟୁର୍ବେଦିକ ମାଧ୍ୟମରେ ଜଣେ ଦୁଇଜଣ ନୁହେଁ, କିନ୍ତୁ ଅନେକ ରୋଗୀ ଠିକ ହେଉଛନ୍ତି l କିଛି ରୋଗୀଙ୍କର ରିପୋର୍ଟ ଆମେ ଦେଖାଉଛୁ ଓ କିଛି ରୋଗୀଙ୍କର ଭିଡ଼ିଓ ଆମେ ପଠାଇ ପାରିବୁ, ଯେଉଁ ମାନଙ୍କୁ ଡାକ୍ତର କହିଥିଲେ କି କିଛିବି ଚମତ୍କାର ଆପଣଂକୁ ବଞ୍ଚାଇ ପାରିବ ନାହିଁ l ସେମାନେ କିନ୍ତୁ ଆଜି ଠିକ ହୋଇଯାଇଛନ୍ତି ଓ ଆମେ ଏହାର ଶ୍ରେୟ ଆମର ପୂରା ଟିମ କୁ ଦେବୁ l ତା ସହିତ ଆମେ ଆପଣଙ୍କୁ ଜଣାଇବୁ
How to stop Dialysis with Ayurved, How to Repair Kidney, How to Lower Creatinine…
Kidney ର ସାଧାରଣ ରୋଗୀ
ଯେଉଁମାନେ କିଡନୀ ଟନିକ, ପୁନର୍ଣ୍ଣଭା, ଅର୍ଜୁନ, ତ୍ରିଫଳା ରସ ଓ ଅମୃତ ରସ, ନେଉଛନ୍ତି ସେମାନଙ୍କୁ 15 ଦିନରୁ 1 ମାସ ଭିତରେ ଭଲ ପରିଣାମ ମିଳୁଛି l
କିଡ଼ନୀର ଡାଇବେଟିସ ରୋଗୀ
ଏହି ରୋଗୀ ମାନେ ଉପର ସବୁ ସହିତ ଡାଇବେଟିସ ର ଆୟୁର୍ବେଦ ଔଷଧ ନେଲେ ସେମାଙ୍କୁ ଭଲ ପରିଣାମ ମିଳେ l
କିଡ଼ନୀର ହାଇ ବି ପି ରୋଗୀ
ଏହି ରୋଗୀ ମାନେ ଏହା ସହିତ ତୁଳସୀ ରସ ସହ, ହାର୍ଟ ର ଆୟୁର୍ବେଦିକ ଔଷଧ ଓ ଅର୍ଜୁନ ନେଲେ ସେତିକି ଦିନରେ ଭଲ ପରିଣାମ ଆସେ
କିଛି ଇନଫେକ୍ସନ କାରଣ ରୁ କିଡ଼ନୀ ଖରାପ ଥିଲେ
ସେମାନେ ସାଧାରଣ ଔଷଧ ସହ Antioxidant ନେଲେ କିଛି ଦିନରେ ଭଲ ପରିଣାମ ମିଳିଥାଏ
କିଡ଼ନୀ ରେ Stone ବା ପଥର ହୋଇଥିଲେ ମଧ୍ୟ ଦୁଇ ତିନି ମାସରେ ଭଲ ପରିଣାମ ଆସେ l
ଇତ୍ୟାଦି…
ଆପଣ ସିଧାସଳଖ ଯୋଗାଯୋଗ କରି ପରାମର୍ଶ ଅନୁସାରେ ଔଷଧ ମଧ୍ୟ ଗ୍ରହଣ କରିପାରିବେ l
ଏଠାରେ କିଛି ରିପୋର୍ଟ ଦିଆଗଲା l
Before – 22 June 2018, Kamalesh – Creatinine 7.5
After 1 month – 19 July 2018, Kamalesh – Creatinine 4.1