Ayurved

Difference Between Allopathy and Ayurveda – ଏଲୋପାଥି ଓ ଆୟୁର୍ବେଦ ମଧ୍ୟରେ ପାର୍ଥକ୍ୟ

Allopathy Ayurveda
1 100 ବର୍ଷର ଚିକିତ୍ସା ପଦ୍ଧତି 5000 ବର୍ଷ ର ଚିକିତ୍ସା ପଦ୍ଧତି
2 ଘରୋଇ ଉପଚାର ନାହିଁ ଘରୋଇ ଉପଚାର ଅଛି
3 ଇମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) କମାଏ ଇମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) ବଢାଏ
4 ସାଇଡ ଏଫେକ୍ଟ ଥାଏ ପ୍ରାୟ ନଥାଏ
5 ଜୀବନ ସାରା ଔଷଧ ଚାଲିଥାଏ ରୋଗ ମୂଳରୁ clear ହୋଇପାରେ
6 ଲାଇଫ ସ୍ପାନ (ନିରୋଗ ସମୟ) କମିଥାଏ ବଢିଥାଏ
7 କେମିକାଲ ଓ ମନ୍ୟୁଷ କୃତ ନେଚୁରାଲ ଓ ପ୍ରକୃତି ଦ୍ୱାରା ସୃଷ୍ଟି
8 ଡକ୍ଟର ପରାମର୍ଶ ରେ ନେବାକୁ ପଡେ କାରଣ

ନିଜେ ନିଜର ଡକ୍ଟର ହେବା କଷ୍ଟକର

କିଛି ଜିନିଷ ନିଜ ପସନ୍ଦରେ ନେଇ ହୁଏ କାରଣ ସାଇଡ ଏଫେକ୍ଟ ନଥାଏ
9 ଶୀଘ୍ର କାମ କରେ,  ପୁଣି ପୁଣି ବାହାରୁଥାଏ ଧୀରେ ଧୀରେ କାମ କରେ, ଆଉ ବାହାରି ନଥାଏ
10 ଗୋଟିଏ ରୋଗୀର ହସ୍ପିଟାଲ ଖର୍ଚ୍ଚ ସହ ତାଙ୍କ ଆଟେଣ୍ଡେଟଙ୍କ ରହିବା, ଯିବା  ଆସିବା ଓ ଅନ୍ୟାନ୍ୟ ଖର୍ଚ୍ଚ ଥାଏ l ଔଷଧ ଘରେ ରହି ଖାଇବେ, କୁଆଡେ ଯିବା ଆସିବା ରହିବା ଆଦି ଅଯଥା ଖର୍ଚ୍ଚ ରୁ ମୁକ୍ତି ମିଳେ l କେବଳ ଥରେ ଟେଷ୍ଟିଙ୍ଗ ଓ ପରାମର୍ଶ ଦରକାର ହୋଇଥାଏ l
11 It Controls and Suppress the disease but doesn’t cure It Controls and Cures

Ex (Diabetes, BP, Joint Pain…)

12 Going to Allopathy is like going in Ambulance Going to Ayurveda is like going in Ambassador
13 Chemical and materialism is the base Natural and divinity is the base
14 Expiry ହେଲେ ସମସ୍ୟା କରେ ସାଧାରଣତ ସମସ୍ୟା କରେନାହିଁ
15 ଗୋଟେ ରୋଗ କଣ୍ଟ୍ରୋଲ ହେଲେ ଆଉ ୫ଟି ରୋଗ ବାହାରେ ଗୋଟେ ରୋଗ ପାଇଁ ଖାଇଲେ ଆଉ ୫ଟି ରୋଗ ଭଲ ହୋଇପାରେ

Ayurveda makes life colorful; it is an Asset to human being. It is multi-dimensional.

Allopathy is helpful in Emergency, Critical Surgeries & Acute diseases. So it is popular.

But now a day’s both are needed for balanced life.

କିନ୍ତୁ ଲୋକମାନେ ଆୟୁର୍ବେଦ କୁ ଲାଷ୍ଟ ମୁମେଣ୍ଟ ରେ ଆସନ୍ତିଯେତେବେଳେ ସେମାନେ ଏଲୋପାଥି ରେ ଫେଲ ମାରିଥାନ୍ତିକିନ୍ତୁ ଏହା ଉଚିତ ନୁହେଁ l