ବିନା ଔଷଧରେ ଅନେକ କ୍ୟାନସର ପୀଡିତଙ୍କୁ ଠିକ କରିଦେଇଛି ଏହି ଡାଏଟ ଚାର୍ଟ
ପ୍ରଥମେ ରୋଗୀ ଚର୍ମ, ଲଙ୍ଗସ, କିଡନୀ, ଅନ୍ତନାଳୀ କୁ ସଫା କରିବେ l ଏଥିପାଇଁ ପ୍ରଥମ 4 ଦିନ ରୋଗୀ କେବଳ କମଳା, ଅଙ୍ଗୁର, ନାସପାତି, ଟମାଟୋ, ଲେମ୍ବୁ ଆଦି ରସ ଥିବା ଫଳ ଖାଇବେ, ଗାଜର ରସ ମଧ୍ୟ ଖାଇପାରିବେ l ତାପରେ ଡାଏଟ ଚାର୍ଟ ଅନୁସରଣ କରିବେ l
ସକାଳୁ ଧ୍ୟାନ ବା ଯୋଗ କରିବେ ଓ ମନରେ ପଜିଟିଭ (ସକାରାତ୍ମକ) ବିଚାର ଆଣିବେ l ଯେତେବେଳ ପର୍ଯ୍ୟନ୍ତ ମନ ସୁସ୍ଥ ନାହିଁ ସେତେ ପର୍ଯ୍ୟନ୍ତ ଆପଣଙ୍କ ରୋଗ ଠିକ ହେବ ନାହିଁ l ତେଣୁ ପ୍ରଥମେ ମନକୁ ସୁସ୍ଥ କରିବା ଆବଶ୍ୟକ l
ସକାଳେ – ଖାଲି ପେଟରେ ଦେଶୀ ଗାଇ ଗୋମୂତ୍ର, ଗୋମୂତ୍ର ନମିଳିଲେ ଅର୍କ ନେଇପାରିବେ,
ଅଧଘଣ୍ଟା ପରେ ଗହମ ଘାସ ରସ 30ml ରୁ 60ml ଓ ଗିଲୟ ଜୁସ 20ରୁ 40ml
15 ମିନିଟ ପରେ ସଦବିହାରୀ ପତ୍ର 11 ଓ କଳା ତୁଳସୀ 21ପତ୍ର ଚଟଣି କରି ମହୁ ମିଶାଇ ଖାଇପାରିବେ
ଜଳଖିଆ ରେ 30ml ଅଳସି ତେଲ ଓ ଦେଶୀ ଗାଇ ଛେନା ବା ଛେଳି କ୍ଷୀର ରୁ ଛେନା 60ml ମିଶାଇ (100gram) blender ରେ ମିଶାଇ ଖାଇବେ
ଦହି ଖାଇଲେ, ଦେଶୀ ଗାଇ ଦହିରେ କଳା ତୁଳସୀ ପତ୍ର 10 ପକାଇ (ବା ତୁଳସୀ ରସ) ଅଳସି (ଫ୍ଲାକ୍ସ ମଞ୍ଜି) କୁ ଗ୍ରାଇଣ୍ଡିଂ କରି ମିଶାଇ ଖାଇବେ l ଦହି ଖଟା ହୋଇନ ଥିବା ଦରକାର l
ଆଉ ଯଦି ଏହା ସହିତ ଖାଇବେ ଫଳ ଖାଇବେ ତେବେ ଅତି କମରେ ୪ ପ୍ରକାର ଫଳ ଖାଇଲେ ଭଲ
ଜଳଖିଆ ର 1 ଘଣ୍ଟା ପରେ ଗାଜର, ମୂଳ, ଲୋକି (ନାଉ), ବିଟ, ଆଦିର ରସ ପିଇବେ l
1 ଘଣ୍ଟା ପରେ ଓସ୍ତ (ପିପଲ) ପତ୍ର 6 ଓ ଶିଶୁପତ୍ର 15 ଭଲଭାବେ ମିଶାଇ ଚଟଣି କରି ଖାଇବେ l
1 ଘଣ୍ଟା ପରେ ବନ୍ଧାକୋବି ଜୁସ ପିଇବେ, ଦେଶୀ ଗାଜର ଜୁସ ମଧ୍ୟ ମିଶାଇ ପାରିବେ
ଦ୍ୱିପ୍ରହର ଖାଇବା – କଞ୍ଚା ପରିବା, ବିଟ, ଶାଲଗମ, ମୂଳା, ଗାଜର, ଫୁଲକୋବି, ବ୍ରାକୋଲି (ସବୁଜ ରଙ୍ଗର ଫୁଲକୋବି), ବନ୍ଧାକୋବି, ଆଦି ସାଲାଡ଼ ଖାଇପାରିବେ, ପରିବା ଅଳ୍ପ ସିଝାଇ ଖାଇ ପାରିବେ, ମୁଗ ଡାଲି, ମସୁର ଡାଲି, ଖାଇପାରିବେ, ସାଲଡ଼ ରେ କଞ୍ଚା ପିଆଜ ରସୁଣ ନେବେ, ଅଲିଭ ତେଲ, ନଡ଼ିଆ ତେଲ, ସୈନ୍ଧବ ଲବଣ ବ୍ୟବହାର କରିବେ l
3 ଘଣ୍ଟା ପରେ – ଅଙ୍ଗୁର ରସ 1 ଗ୍ଲାସ, 5ml କଲୋଞ୍ଜି ତେଲ, ଅଳସି ମଞ୍ଜି 5ଗ୍ରାମ ପେଷିକରି ମିଶାଇ ଧୀରେ ଧୀରେ ଚୋବାଇ ଚୋବାଇ ଖାଆନ୍ତୁ l
ସନ୍ଧ୍ୟାରେ – ବିନା ତେଲ ମିଶାଇ ବା ( ନଡ଼ିଆ ତେଲ ) ତରକାରୀ ବା ସୁପ, ମସଲା ପକାଇବେ, ଡାଲଚିନି, ହଳଦୀ, ଗୋଲମରିଚ ଇତ୍ୟାଦି, ପରିବା, ଟମାଟୋ, ବନ୍ଧା, ବ୍ରାକୋଲି, କ୍ୟାପ୍ସିକମ, ପାଳଙ୍ଗ, ଗାଜର ଆଦି, (ଗ୍ରୀନ) ମଟର, ଆଳୁ, ଇତ୍ୟାଦି, ମୁଗ, ମସୁର, ପପେୟା (କଞ୍ଚା ପାଚିଲା ଓ ତା ମଞ୍ଜି), ଆଦି ଖାଇ ପIରିବେ
ରାତିରେ – ଗୋମୂତ୍ର
——————————–
ପପେୟା ଚାହା – ଦିନକୁ 3 ଥର ନିହାତି ପିଅନ୍ତୁ,
Anti Cancer Tip # 1
ଲେମ୍ବୁ ଓ ରସୁଣ ରସ
ଲେମ୍ବୁ ଚୋପାସହ କାଟି ଟିକି ଟିକି କରି ଦିଅନ୍ତୁ, ସେତିକି ମାତ୍ରା ରେ ରସୁଣ କାଟି 15 ମିନିଟ ରଖି ଦିଅନ୍ତୁ, ତା ପରେ ଏଗୁଡ଼ିକୁ ଗ୍ରାଇଣ୍ଡିଂ କରି କପଡ଼ାରେ ଛାଣି 15 ରୁ 30 ml କରି ଦିନକୁ 4/5 ଥର ପିଅନ୍ତୁ l
ଦିନକୁ 3 ଥର ବନ୍ଧାକୋବି, ଗାଜର, ଅଙ୍ଗୁର ଜୁସ ପିଅନ୍ତୁ
ଅଧା ଚାମଚ ମୁଲେଥି ଚୂର୍ଣ୍ଣ ପାଣି ସହ ଦିନକୁ ଦୁଇଥର ଖାଇବେ
ପାଣି ଜମିଲେ – କୋଣସି ଜାଗାରେ ପାଣି ଜମିଲେ ବା ଫୁଲି ଗଲେ ପୁନର୍ଣ୍ଣଭା ଓ ଭୂମି ଆମଲା କାଢା ବନାଇ ଖାଆନ୍ତୁ,
ଝାଡାହେଲେ – 1 ଗ୍ଲାସ ପାଣିରେ 1 ଟି ଲେମ୍ବୁ ଚିପୁଡ଼ି ସେଥିରେ କଳା ଲୁଣ (ବିଟ ଲୁଣ ) ଓ ଶୁଣ୍ଠୀ ପାଉଡର 5ଗ୍ରାମ ମିଶାଇ ଦିନକୁ ଦୁଇଥର ପିଆନ୍ତୁ, ପିଲାଙ୍କ ପାଇଁ ମାତ୍ରା କମ ବେଶୀ କରି ପାରିବେ,
ବଥା ହେଲେ – ଅଶ୍ଵଗନ୍ଧା ଚୂର୍ଣ୍ଣ 2 ରୁ 5 ଗ୍ରାମ ପାଣି ସହ ଦିନକୁ 2 ଥର ଓ ନାଗରମଥା ର ଚେର ର ଚୂର୍ଣ୍ଣ ଅଧା ଚାମଚ ସକାଳ ସନ୍ଧ୍ୟା ଗରମ ପାଣିରେ ଦେବେ l ଅଦା, ହଳଦି ଗୁଣ୍ଡ ମଧ୍ୟ ଖାଇବେ
ଏହି ଡାଏଟ ଚାର୍ଟ ଆପଣଙ୍କୁ କ୍ୟାନସର ସହ ଲଢ଼ିବାର ବହୁତ ସହାୟକ ହେବ, ତେଣୁ ଏହାକୁ ଆପଣାନ୍ତୁ, ଏବଂ ଏହା କେବଳ ଜାଣିବା ଓ ଜ୍ଞାନ ବର୍ଦ୍ଧନ ପାଇଁ ଦିଆଯାଇଛି, କ୍ୟାନସର ଚିକିତ୍ସା ପାଇଁ ଆପଣ ନିଜ ଡ଼କ୍ଟରଙ୍କ ସହିତ ନିଶ୍ଚିତ ସମ୍ପର୍କ କରନ୍ତୁ l
Post – By Ayurved Odisha
Ayurved Odisha Baripada, Ayurveda Odisha