Brain / Neuro

ପାରାଲିସସ (ପକ୍ଷାଘାତ) ର ଘରୋଇ ଉପଚାର

1) ଗାଇ ଘିଅ 2-2 ଟୋପା ଅଳ୍ପ ଗରମ କରି ରାତିରେ ଶୋଇବା ସମୟରେ ନାକରେ ପକାନ୍ତୁ l ମସ୍ତିଷ୍କରେ ଜମା ହୋଇଥିବା ରକ୍ତ କୁ ବାହାର କରିବାର ଶକ୍ତି ଗାଇ ଘିଅରେ ଥାଏ 2) ରାଇ ଓ ଅକରାକରା କୁ ସମାନ ମାତ୍ରାରେ ମିଶାଇ କୁଟି ପାଉଡର କରନ୍ତୁ, ତାପରେ ମହୁ ସହ ମିଶାଇ ପେଷ୍ଟ କରି ଦିଅନ୍ତୁ ଓ ଦିନକୁ ତିନିଥର ଜିଭ ଉପରେ ଘସନ୍ତୁ, ଲକୱା ସମସ୍ୟା ଦୂର ହେବ 3) 250ml

Read more
Bone / Ortho Top10

ଆଣ୍ଠୁ(ନି) ରିପ୍ଲେସମେଣ୍ଟ ପାଇଁ ଯାଉଛନ୍ତି କି? ଏହାକୁ ପଢିଦିଅନ୍ତୁ !! ଆଣ୍ଠୁ ଗଣ୍ଠି ବଥା, ଅଣ୍ଟା ବଥା, ସର୍ଭାଇକାଲ, ସାଇଆଟିକା, ସ୍ଲିପ ଡିସ୍କ, ଆଦିରେ ରାମ ବାଣ ଔଷଧି !!

ବୟସ୍କ ଲୋକ ମାନଙ୍କର ଆଣ୍ଠୁ ଗଣ୍ଠି ଜନିତ ଦୁଃଖ ବୁଝିବାକୁ କେହି ନାହିଁ ଓ ଏଲୋପାଥି ରେ ମଧ୍ୟ ନାହିଁ, ଯେତେବଡ଼ ହସ୍ପିଟାଲ ଗଲେବି, କେବଳ ଆଣ୍ଠୁ ପ୍ରତିରୋପଣ ବା ଆଣ୍ଠୁ ରେ ଇଞ୍ଜେକ୍ସନ ବା ପେନ କିଲର l ଏଗୁଡିକ ଜୀବନ ସାରା ଚାଲେ, ଲକ୍ଷ ଲକ୍ଷ ଖର୍ଚ୍ଚ ହୁଏ ଓ ଦୁଃଖ ବଢେ, ସାଇଡ ଏଫେକ୍ଟ ବଢେ, କିନ୍ତୁ ପରମାନେଣ୍ଟ ସମାଧାନ ନଥାଏ l ଯେଉଁମାନଙ୍କର ଆଣ୍ଠୁଗଣ୍ଠି ସମସ୍ୟା ଦୀର୍ଘ 8/10 ବର୍ଷ ରୁ ଅଧିକ ହୋଇଗଲାଣି,  ବହୁତ ମେଡ଼ିସିନ ଖାଇ ଖାଇ ଥକି ଗଲେଣି, ଔଷଧ ଖାଇଲେ ଆଜି କମି ଯାଉଛି

Read more
Bone / Ortho

ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ଘରୋଇ ଉପଚାର – Home Remedies for Knee/Joint Pain

ବାର୍ଦ୍ଧକ୍ୟ ବଢିବା ସହିତ ଲୋକମାନଙ୍କର ପ୍ରାୟତ ଆଣ୍ଠୁ ଏବଂ ଗଣ୍ଠି ଯନ୍ତ୍ରଣା ଆରମ୍ଭ ହୋଇଥାଏ, ଯାହା ଆର୍ଥ୍ରାଇଟିସର ଲକ୍ଷଣ ମଧ୍ୟ ହୋଇପାରେ | ୟୁରିକ୍ ଏସିଡ୍ ଆର୍ଥ୍ରାଇଟିସ୍ ର କାରଣ ବୋଲି ବିଶ୍ୱାସ କରାଯାଏ, ଯେତେବେଳେ ଶରୀରରେ ୟୁରିକ୍ ଏସିଡ୍ ର ପରିମାଣ ବଢେ, ଏହାର କଣିକା ଆଣ୍ଠୁ ଏବଂ ଅନ୍ୟାନ୍ୟ ଗଣ୍ଠିରେ ଜମା ହେବା ଆରମ୍ଭ କରେ, ସେହି କାରଣରୁ ଗଣ୍ଠିରେ ଯନ୍ତ୍ରଣା ଆରମ୍ଭ ହୁଏ | ବେଳେବେଳେ ଏହି ଯନ୍ତ୍ରଣା ଏତେ ଅସହ୍ୟ ହୁଏ ଯେ ଜଣେ ବ୍ୟକ୍ତିର ଅବସ୍ଥା ଖରାପ ହୋଇଯାଏ | ଯଦି ଆର୍ଥ୍ରାଇଟିସ୍

Read more
Bone / Ortho

ଆର୍ଥ୍ରାଇଟିସ୍ ପାଇଁ ନିଶ୍ଚିତ ଘରୋଇ ଉପଚାର – ଆର୍ଥ୍ରାଇଟିସ୍ ଚିକିତ୍ସା

ଆଜିକାଲି 35-40 ବର୍ଷ ପରେ ଅନେକ ଲୋକଙ୍କଠାରେ ଆର୍ଥ୍ରାଇଟିସ୍ ଦେଖିବାକୁ ମିଳେ | ଆର୍ଥ୍ରାଇଟିସରେ ଆମ ଶରୀରର ଗଣ୍ଠିରେ ଯନ୍ତ୍ରଣା ହୁଏ, ଆର୍ଥ୍ରାଇଟିସ୍ ପଛରେ ୟୁରିକ୍ ଏସିଡ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ଏଥିରେ ଆମ ଶରୀରରେ ୟୁରିକ୍ ଏସିଡ୍ ପରିମାଣ ବଢିଥାଏ | ୟୁରିକ୍ ଏସିଡ୍ ର କଣିକା ଆଣ୍ଠୁ ଏବଂ ଅନ୍ୟାନ୍ୟ ଗଣ୍ଠିରେ ଜମା ହୁଏ | ଗଣ୍ଠି ଯନ୍ତ୍ରଣା ହେତୁ ରୋଗୀର ଅବସ୍ଥା ଭଲ ରହେ ନାହିଁ। ଏହି ରୋଗରେ ରାତିରେ ଗଣ୍ଠି ଯନ୍ତ୍ରଣା ବଢିଥାଏ ଏବଂ ସକାଳେ ହଠାତ୍ ଅନୁଭବ ହୁଏ | ଥରେ ଏହା ଚିହ୍ନଟ

Read more
Liver / Gastro

ସମସ୍ତ ଲିଭର ସମସ୍ୟାର ସମାଧାନ !! – ଲିଭର ପାଇଁ ରାମବାଣ ଔଷଧ

ଏହି ଔଷଧ ଟୋଟାଲ ଲିଭର ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ, ଯେପରିକି ଖାଦ୍ୟ  ଖାଇବା ମାତ୍ରେ ବାଥ ରୁମ ଯିବା, ଫ୍ୟାଟି ଲିଭର, ଜଣ୍ଡିସ, ଲିଭର ସିରୋସିସ, ଭୋକ ନ ହେବା, ପୁରୁଣା ଗ୍ୟାଷ୍ଟିକ ଇତ୍ୟାଦି l ଯଦି ଏହାକୁ ଆପଣ ଉପଯୋଗ କରୁଥାନ୍ତି ଭବିଷ୍ୟତରେ ଆପଣଙ୍କ ଲିଭର ସମ୍ବନ୍ଧୀୟ କୌଣସି ସମସ୍ୟା ହେବାର ସମ୍ଭାବନା ନାହିଁ କାରଣ ଏହା ଟୋଟାଲ ଲିଭର ସର୍ଭିସିଂ କରିଥାଏ l ଏହାକୁ ମଧ୍ୟ ଲିଭର ନ୍ୟୁଟ୍ରିସନ ସହ ସେବନ କଲେ ଭଲ ଫଳ ମିଳିଥାଏ l 40 ବର୍ଷ ପରେ ମଝିରେ ମଝିରେ (5/6 ବର୍ଷ ଅନ୍ତରରେ ) ଥରେ

Read more
Brain / Neuro Man

ସମସ୍ତ ପ୍ରକାର ଯୌନ(ସେକ୍ସ) ସମସ୍ୟା, ଗୁପ୍ତରୋଗ, ପାରାଲିସସ୍ (ନ୍ୟୁରୋଲୋଜି) ଆଦିରେ ବ୍ରହ୍ମାସ୍ତ୍ର ପରି କାମକରେ ଏହି ଔଷଧ !!!

ବିଶ୍ୱର ସବୁଠାରୁ ସର୍ବଶ୍ରେଷ୍ଠ ଜଡିବୁଟିରୁ ତିଆରି, ଏହି ଉତ୍ପାଦ ଭଗବାନଙ୍କ ଏକ ବରଦାନ ଅଟେ, ସେହି ମାନଙ୍କ ପାଇଁ ଯେଉଁ ମାନେ ସହବାସ ବା ସେକ୍ସ ସମସ୍ୟା ଓ ସନ୍ତାନହୀନ ସମସ୍ୟାରେ ଅଛନ୍ତି l ଏହା ସେକ୍ସ (ଯୌନ) କ୍ଷମତାକୁ ବଢ଼ାଇ ଥାଏ l ଶାରୀରିକ ଇଚ୍ଛାକୁ ବଢାଏ, ପୁରୁଷ ଓ ସ୍ତ୍ରୀ ଦୁହିଁଙ୍କ ଶାରୀରିକ ଇଚ୍ଛା ଶକ୍ତିକୁ ବଢ଼ାଇଥାଏ, ଜୀବନରେ ଯୋଶ ଓ ଫୁର୍ତ୍ତି ଆଣିଥାଏ ତା ସହିତ ପରମ ଆନନ୍ଦ ଓ ସୁଖକୁ ବଢ଼ାଇ ଥାଏ, ଶକ୍ତି ଓ ସନ୍ତୁଷ୍ଟ କୁ ବଢ଼ାଇ  ଥାଏ l ହଜି ଯାଇଥିବା ଆତ୍ମବିଶ୍ୱାସକୁ

Read more
Liver / Gastro

ବାନ୍ତି ହେଲେ କରନ୍ତୁ ଏହି ରାମବାଣ ଉପାୟ – Vomiting in Patient

କ୍ୟାନସର ଓ କିଡନୀ ରୋଗରେ ବାନ୍ତି ଲାଗିଥାଏ, ଭୋକ ଲାଗି ନଥାଏ, ଓ କେମୋଥେରାପି ରେ ମଧ୍ୟ ବହୁତ ବାନ୍ତି ହୋଇଥାଏ l କଣ କରିବେ 1) ପୁଦିନା ଚାହା 2 ଚାମଚ ପୁଦିନା ପତ୍ର ଗୁଣ୍ଡ, 2 କପ ପାଣିରେ ପକାଇ ଫୁଟାଇ ଦିଅନ୍ତୁ, 1 କପ ହୋଇଗଲେ ତାକୁ ଛାଣି ଲେମ୍ବୁ କିଛି ଟୋପା ପକାଇ ପିଅନ୍ତୁ l ପ୍ରତିଥର ନୂଆ ତିଆରି କରିବେ l ଦିନକୁ 5/6 ଥର ପିଇବେ l ଏହି ପୁଦିନା ଚାହା ପିଇଲେ ଶରୀରରୁ ପିତ୍ତ ଅଂଶ କମିଯାଏ ଅନ୍ତନାଳୀ ବି ସଫା ହୋଇଯାଏ ଫଳରେ ବାନ୍ତି ରୋକିବାକୁ ବହୁତ ସାହାଯ୍ୟ

Read more
Liver / Gastro

ଲିଭରର ସବୁ ପ୍ରକାର ସମସ୍ୟାର ସମାଧାନ

ଲିଭର ଶରୀରର ସବୁଠାରୁ ବଡ଼ ଅଙ୍ଗ ଲିଭର ର  କାମ ପିତ୍ତ (Bile) ତିଆରି କରିବା, ବିଷାକ୍ତ ଦ୍ରବ୍ୟକୁ ନଷ୍ଟ କରିବା, କାର୍ବୋହାଇଡ୍ରେଟ ଓ ପ୍ରୋଟିନ କୁ ହଜମ କରିବା, ଆଦି 300 ପ୍ରକାର କାର୍ଯ୍ୟ କରିଥାଏ l ଲିଭର ଯୋଗାସନ – କପାଳ ଭାତି, ସୂର୍ଯ୍ୟ ନମସ୍କାର, ଅନୁଲୋମ ବିଲୋମ, ଲିଭର ଖରାପ ହେବାର କାରଣ ଅଧିକ ଲୁଣ ଖାଇବା, ମଦ୍ୟ ପାନ,  ହେପାଟାଇଟିସ A, B, C ଭାଇରସ ଦ୍ୱାରା, ଫାଷ୍ଟ ଫୁଡ ଓ ଅତ୍ୟଧିକ ତେଲ ମସଲା ଖାଦ୍ୟ ଖାଇବା, ଇତ୍ୟାଦି… ଲିଭର ସୁସ୍ଥ ରଖିବା ପାଇଁ ତୁଟୁକା ମୁଠେ ପୁଦିନା ପତ୍ର, 1/3 କପ ଲେମ୍ବୁ ରସ 1/2କପ

Read more
Liver / Gastro

Acidity (ଅମ୍ଳ ପିତ୍ତ) ରୁ ରକ୍ଷା ପାଇବାର ଉପାୟ

·        ବାସି ଖାଦ୍ୟ ଖାଆନ୍ତୁ ନାହିଁ ·        ଉପଚାର କରିବା ପୂର୍ବରୁ ପ୍ରଥମେ ବମନ ଓ ବିରେଚନ କରିବା ଆବଶ୍ୟକ l ଲୁଣ ପାଣି ମିଶାଇ ପିଇଲେ ବମନ ହୋଇପାରେ, ଓ ବିରେଚନ ପାଇଁ ରାତିରେ  ତ୍ରିଫଳା ଚୂର୍ଣ୍ଣ ଶୋଇବା ପୂର୍ବରୁ ପାଣି ସହ ପିଇବା ଆବଶ୍ୟକ l ·        କମଳା ରସ ସହିତ ଭଜା ଜିରା ଓ ସୈନ୍ଧବ ଲଵଣ ମିଶାଇ ପିଇଲେ ଅମ୍ଳପିତ୍ତ ଶୀଘ୍ର ନଷ୍ଟ ହୁଏ l ·        ତ୍ରିଫଳା କୁ ଦେଶୀ ଗାଇ କ୍ଷୀର ସହ ମିଶାଇ ପିଇଲେ ପିଇଲେ ଏସିଡ଼ିଟି ନଷ୍ଟ ହୁଏ l

Read more
Brain / Neuro

ସ୍ମରଣ ଶକ୍ତି ବଢାଇବା ଓ ବ୍ରେନର ବିଭିନ୍ନ ରୋଗ ପାଇଁ ରାମବାଣ ଟନିକ – ବ୍ରେନ-ଡକ ଓ ମେମୋରୀ ବୁଷ୍ଟର

ବ୍ରେନ ଆମ ଶରୀରର ମୁଖ୍ୟ ଅଙ୍ଗ ଅଟେ ବା ଆଜ୍ଞା ତନ୍ତ୍ର ଅଟେ, ଯାହାଠାରୁ  ପୂରା ଶରୀର କାମ କରିବା ପାଇଁ ଅନୁମତି ପାଇଥାଏ,  ଯଦି  ଏଠାରେ କିଛି ଗଡବଡ ହୁଏ, ଦେହର ବହୁତ କାମ ଅଟକି ଯାଏ, ଯେପରିକି ସ୍ମରଣ ଶକ୍ତି ବା ମେମୋରୀ କମିଯିବା, ପାରାଲିସିସ,  ମିର୍ଗୀ, ପାଗଳାମି,  ଅଲଝାଇମାର,  ଖଳବୁଦ୍ଧି ବା ଅନେକ ପ୍ରକାର ନ୍ୟୁରୋ ସମସ୍ୟା ଉତ୍ପନ୍ନ ହୁଏ l ଏ ରୋଗ ବହୁତ କଷ୍ଟ ଦିଏ ଓ ଘର ଲୋକଙ୍କୁ ସମସ୍ୟା ରେ ପକାଏ l ଏଲୋପାଥିରେ ଏହା ପାଇଁ ଅଧିକତମ ନିଦ ଔଷଧ ହିଁ ଦିଆ ଯାଇଥାଏ

Read more