Asthma / Thyroid

ଥାଇରଏଡ ପାଇଁ ରାମବାଣ ଘରୋଇ ଉପଚାର – ଜୀବନ ସାରା ବଟିକା ଖାଇବା ଦରକାର ନାହିଁ

ଏହି ରୋଗରେ ଅଧିକାଂଶ ସ୍ତ୍ରୀ ଲୋକ ମାନେ ପୀଡିତ ହୋଇଥାନ୍ତି, ସେଥିପାଇଁ ସେମାନେ ମୋଟା ହେଇଯିବା, କାହାର କାହାର ପିଲାଛୁଆ ନ ହେବା, ଅନିୟମିତ ମାସିକ ଋତୁସ୍ରାବ ହେବା, ଗର୍ଭାଶୟ କ୍ୟାନସର ଆଦି ରୋଗ ହୋଇଥାଏ, ଆପଣ ଏହି ସବୁ ରୋଗରୁ ବଞ୍ଚିବା ପାଇଁ କିଛି ଔଷଧି ଓ କିଛି ଘରୋଇ ତୁଟୁକା ଆପଣେଇ ପାରିବେ l ଘରୋଇ ତୁଟୁକା 1) ତିଳ ତେଲ 10 ml ନେଇ 10/15 ମିନିଟ କୁଳୁ କୁଳୁ ଓ ଗାରଗଲ (ଗାର୍ଗେଲିଂ) କରି ପକାଇ ଦିଅନ୍ତୁ 2) ତିଳ ତେଲ ରେ ଗଳା ରେ ମାଲିସ କରନ୍ତୁ, ଗଳାର

Read more
Asthma / Thyroid

ଆସ୍ଥମା – Asthma (ଆଜମା, ଶ୍ୱାସ, ଦମା) ର ଘରୋଇ ଉପଚାର

ସାଧାରଣତଃ ଆଜମା Specific ଓ Non Specific କାରଣ ତଥା ଜେନେଟିକ କାରଣ, ମୌସୁମୀ, ତଥା ଏଲର୍ଜୀ ପାଇଁ ମଧ୍ୟ ହୋଇଥାଏ l ଏହାକୁ ଆୟୁର୍ବେଦିକ ଉପାୟରେ ବହୁତ ଦୂର ପର୍ଯ୍ୟନ୍ତ ନିୟନ୍ତ୍ରଣ କରିଦିଆ ଯାଇପାରେ l ଉପାୟ ଫାଳେ ଲେମ୍ବୁ 3 ଟି ଲେମନଗ୍ରାସ 1 ଟି କାକୁଡି ଲେମ୍ବୁ ରସ ସହ ସବୁ ମିଶାଇ ଗ୍ରାଇଡିଙ୍ଗ କରି ଦିଅନ୍ତୁ l ଏହି ଜୁସ କୁ ଦିନରେ 3 ଥର, ଖାଇବା ଆଗରୁ ସେବନ କରିବେ, ବହୁତ ଶୀଘ୍ର ପରିଣାମ ମିଳିବ l 10 ଦିନରେ ଆଜମାରୁ ସମ୍ପୂର୍ଣ୍ଣ ଆରାମ 2ଟି କଂସା ବାସନ 200gm ଅଦା ରସ 200gm ଦେଶୀ ଗାଇ ଘିଅ ଦେଶୀ

Read more