Ayurveda

Ayurved

ସୀ-ବକଥର୍ନ – କଳିଯୁଗର ବିଶଲ୍ୟକରଣୀ ବା ସଞ୍ଜିବନୀ ବୁଟି

ଏହା ଛୋଟ ପିଲା ସ୍ତ୍ରୀ ପୁରୁଷ ସୁସ୍ଥ ଓ ରୋଗୀ ସମସ୍ତଙ୍କ ପାଇଁ ଅମୃତ ଏବଂ ରୋଗୀଙ୍କ ପାଇଁ ବରଦାନ ଅଟେ I ପୌରାଣିକ କଥା ଅନୁସାରେ ଯେତେବେଳ ଲକ୍ଷ୍ମଣ ଚେତାଶୂନ୍ୟ ହୋଇଯାଇଥିଲେ ଭଗବାନ ରାମ ଯେଉଁ ସଞ୍ଜିବନୀ ବୁଟି ଆଣିବା ପାଇଁ ଶ୍ରୀ ହନୁମାନଙ୍କୁ ପଠାଇଥିଲେ, ଲେହ ଲୋକଙ୍କ ମାନ୍ୟତା ଅନୁଯାୟୀ ଲେହ ଲଦାଖରେ ମିଳୁଥିବା ଏହା ସୀ–ବକଥର୍ନ ହିଁ ଥିଲା l ଏହି ବୁଟୀରୁ ଲକ୍ଷ୍ମଣ ଉପଚାର ହେଲେ ଓ ସ୍ୱାସ୍ଥ୍ୟ ଲାଭ କରିଥିଲେ […]

Ayurved

ରୋଗ ଅନେକ, ଉପାୟ ଏକ – ପାଞ୍ଚ ପ୍ରକାର ତୁଳସୀର ଅର୍କ

ତୁଳସୀ ରସ ନିୟମିତ କେତେ ବୁନ୍ଦା କରନ୍ତୁ ସେବନ ଜିଅନ୍ତୁ ନୀରୋଗ ଓ ସୁସ୍ଥ ଜୀବନ ତୁଳସୀ ମୁଖ୍ୟତଃ ପାଞ୍ଚ ପ୍ରକାରର – ଶ୍ୟାମ ତୁଳସୀ, ରାମ ତୁଳସୀ, ଶ୍ୱେତ ତୁଳସୀ, ବଣ ତୁଳସୀ, ନିମ୍ବୁ ତୁଳସୀ ଏହି ପାଞ୍ଚ ପ୍ରକାର ତୁଳସୀର ଅର୍କ ବିଶେଷ ବିଧି ଦ୍ୱାରା ବାହାର କରି ପଞ୍ଚ ତୁଳସୀର ନିର୍ମାଣ କରାଯାଇଛି l ଏହା ସଂସାରର ଏକ ଅତି ଉତ୍ତମ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରଲ, ଏଣ୍ଟି ଫ୍ଲୁ, ଏଣ୍ଟି ବାଇଓଟିକ, ଏଣ୍ଟି ଇନଫ୍ଲାମେଟରୀ ଅଟେ l 1) ପଞ୍ଚ ତୁଳସୀ ର କିଛି ବୁନ୍ଦା ପାଣିରେ ମିଶାଇ ପାଞ୍ଚ […]

Ayurved

Benefits of Gomutra in English – ଗୋମୂତ୍ରର ଉପକାରିତା

In Ayurveda Cow’s Urine is considered holy and a miracle remedy for treating various ailments. Goumutra is not only a general medicine it is a natural panacea for all diseases. Vedas have always enlightened us in leading a blissful life and one of the secrets, according to them, is the daily consumption of Gomutra, which […]

Ayurved

ତ୍ରିଫଳା ଆୟୁର୍ବେଦର ଅମୃତ ଔଷଧି

ଆମ ଶରୀର ତିନୋଟି ଗୁଣରେ ତିଆରି, ଆୟୁର୍ବେଦ ରେ ଏହାକୁ ବାତ, ପିତ୍ତ ଓ କଫ କୁହାଯାଏ l ଯେତେବେଳ ଏହି ଗୁଣ ଠିକ ମାତ୍ରା ଓ ଅନୁପାତରେ ଥାଏ ଆମେ ଦୈହିକ, ଦୈବିକ ଓ ଭୌତିକ ଦୁଃଖ ରୁ ଦୂରରେ ଥାଉ ଓ ଯେତେବେଳେ ଏହାର ସନ୍ତୁଳନ ବିଗିଡି ଯାଏ ଏ ତିନିପ୍ରକାର ସମସ୍ୟା ଆମକୁ ଘେରି ଯାଏ l ବାତ ପିତ୍ତ ଓ କଫ କୁ ପୁନଃ ସନ୍ତୁଳିତ କରି ଆମେ ଶାରୀରିକ, ମାନସିକ ରୋଗ କୁ ଦୂର କରିବା ସହିତ ଆଧ୍ୟତ୍ମିକ ଉନ୍ନତି ମଧ୍ୟ […]

Ayurved

ଆୟୁର୍ବେଦରେ କେତୋଟି ସାଧାରଣ ନିୟମ ନିହାତି ପାଳନ କରିବା ଆବଶ୍ୟକ

ପାଣି ପିଇବାର ନିୟମ 1) ଖାଇବା 1 ଘଣ୍ଟା ପରେ ପାଣି ପିଇବେ, ତୁରନ୍ତ ପିଇବେ ନାହିଁ l ଯଦି ନିହାତି ପିଇବା ଆବଶ୍ୟକ ହୁଏ ତେବେ ସକାଳେ 12 ଟା ପୂର୍ବରୁ ଜଳଖିଆ ପରେ ଫଳ ରସ ପିଇ ପାରିବେ, ଦିପହରେ ଖାଇସାରି ଘୋଳ ଦହି ପିଇ ପାରିବେ ଓ ରାତିରେ ଉଷୁମ କ୍ଷୀର ପିଇ ପାରିବେ l 2) ପାଣି ସବୁବେଳେ ଢୁକେ ଢୁକେ କରି ଅର୍ଥାତ ରହି ରହି ପିଇବେ, ଏକାଥରେ ବଟଲେ ପାଣି ବା ଗ୍ଲାସ ଗ୍ଲାସେ ପାଣି ପିଇବେ ନାହିଁ, ପାଣି ଏକାଥରେ ଢ଼କ ଢକ […]

Ayurved

Difference Between Allopathy and Ayurveda – ଏଲୋପାଥି ଓ ଆୟୁର୍ବେଦ ମଧ୍ୟରେ ପାର୍ଥକ୍ୟ

Allopathy Ayurveda 1 100 ବର୍ଷର ଚିକିତ୍ସା ପଦ୍ଧତି 5000 ବର୍ଷ ର ଚିକିତ୍ସା ପଦ୍ଧତି 2 ଘରୋଇ ଉପଚାର ନାହିଁ ଘରୋଇ ଉପଚାର ଅଛି 3 ଇମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) କମାଏ ଇମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) ବଢାଏ 4 ସାଇଡ ଏଫେକ୍ଟ ଥାଏ ପ୍ରାୟ ନଥାଏ 5 ଜୀବନ ସାରା ଔଷଧ ଚାଲିଥାଏ ରୋଗ ମୂଳରୁ clear ହୋଇପାରେ 6 ଲାଇଫ ସ୍ପାନ (ନିରୋଗ ସମୟ) କମିଥାଏ ବଢିଥାଏ 7 କେମିକାଲ ଓ ମନ୍ୟୁଷ କୃତ ନେଚୁରାଲ ଓ ପ୍ରକୃତି ଦ୍ୱାରା ସୃଷ୍ଟି 8 ଡକ୍ଟର […]