Bone / Ortho Top10

ଆଣ୍ଠୁ(ନି) ରିପ୍ଲେସମେଣ୍ଟ ପାଇଁ ଯାଉଛନ୍ତି କି? ଏହାକୁ ପଢିଦିଅନ୍ତୁ !! ଆଣ୍ଠୁ ଗଣ୍ଠି ବଥା, ଅଣ୍ଟା ବଥା, ସର୍ଭାଇକାଲ, ସାଇଆଟିକା, ସ୍ଲିପ ଡିସ୍କ, ଆଦିରେ ରାମ ବାଣ ଔଷଧି !!

ବୟସ୍କ ଲୋକ ମାନଙ୍କର ଆଣ୍ଠୁ ଗଣ୍ଠି ଜନିତ ଦୁଃଖ ବୁଝିବାକୁ କେହି ନାହିଁ ଓ ଏଲୋପାଥି ରେ ମଧ୍ୟ ନାହିଁ, ଯେତେବଡ଼ ହସ୍ପିଟାଲ ଗଲେବି, କେବଳ ଆଣ୍ଠୁ ପ୍ରତିରୋପଣ ବା ଆଣ୍ଠୁ ରେ ଇଞ୍ଜେକ୍ସନ ବା ପେନ କିଲର l ଏଗୁଡିକ ଜୀବନ ସାରା ଚାଲେ, ଲକ୍ଷ ଲକ୍ଷ ଖର୍ଚ୍ଚ ହୁଏ ଓ ଦୁଃଖ ବଢେ, ସାଇଡ ଏଫେକ୍ଟ ବଢେ, କିନ୍ତୁ ପରମାନେଣ୍ଟ ସମାଧାନ ନଥାଏ l

ଯେଉଁମାନଙ୍କର ଆଣ୍ଠୁଗଣ୍ଠି ସମସ୍ୟା ଦୀର୍ଘ 8/10 ବର୍ଷ ରୁ ଅଧିକ ହୋଇଗଲାଣି,  ବହୁତ ମେଡ଼ିସିନ ଖାଇ ଖାଇ ଥକି ଗଲେଣି, ଔଷଧ ଖାଇଲେ ଆଜି କମି ଯାଉଛି ପୁଣି କାଲିକୁ ଯେଉଁ କଥାକୁ ସେଇ କଥା, ଆଣ୍ଠୁ ( ନି ) ରିପ୍ଲେସମେଣ୍ଟ  କରିବାକୁ ଡାକ୍ତର କହୁଛନ୍ତି, ସେମାନେ ନିରାଶ ନହୋଇ ବିନା ଅପରେସନରେ ଭଲ ହୋଇପାରିବେ l

 ଯଦି ଏପରି କିଛି ସମସ୍ୟା ଅଛି

1 – ଆଣ୍ଠୁ (ନି) ରିପ୍ଲେସମେଣ୍ଟ,

2 – ଲିଗାମେଣ୍ଟ ଅପରେସନ ସମସ୍ୟା,

3 – ଅର୍ଥୋପେଡିକ ସମସ୍ୟା,

4 – ଅଣ୍ଟା ପିଠି ଆଣ୍ଠୁ ଗଣ୍ଠି ବଥା

5 – ଆର୍ଥରାଇଟିସ

6 – ଓଷ୍ଟିଓପରୋସିସ ଆଦି…..

ତାହା ବିନା ଅପରେସନ ରେ ଆୟୁର୍ବେଦ, ଫୁଲ, ଫଳ, ଚେର, ମୂଳ ଓ  ଖାଦ୍ୟ ଆଦି  ମାଧ୍ୟମରେ ଠିକ୍ ହୋଇପାରିବ l ବହୁତ ଆଡୁ ଘୁରି ଫେରି, ସବୁ ହସ୍ପିଟାଲ ଚକର କାଟି, ବହୁତ ପଇସା ଖର୍ଚ୍ଚ କରି ଶେଷକୁ ଏହାକୁ ଥରେ ଟ୍ରାଏ କରନ୍ତୁ, ଫଳ ଜାଣି ପାରିବେ l ଡାଏଟ ଚାର୍ଟ ମଧ୍ୟ ଅନୁସରଣ କରିବେ l

ଦୀର୍ଘ ଦିନ ଧରି ପେନ କିଲର ଖାଇ ଖାଇ ସାଇଡ ଏଫେକ୍ଟ ବାହାରିବ,  ତେଣୁ ଆୟୁର୍ବେଦ ଓ ନ୍ୟୁଟ୍ରିସନ  ମାଧ୍ୟମରେ  ଏହାର ଚିକିତ୍ସା କରନ୍ତୁ l ଆୟୁର୍ବେଦରେ  ମାତ୍ର 3 ରୁ 6 ମାସ ର କୋର୍ସ

ମନେ ରଖନ୍ତୁ ଆଣ୍ଠୁ ରିପ୍ଲେସମେଣ୍ଟ କଲାପରେ ବି ଆପଣ ଭାରି କାମ ଓ ଆଗରୁ ଯେମିତି ଚାଲ ବୁଲ କରୁଥିଲେ ସେପରି କରିପାରିବେ ନାହିଁ l ତା ଛଡା ରିପ୍ଲେସମେଣ୍ଟ ର ଖର୍ଚ୍ଚ ଅଧିକ ଓ ତାହା ନେଚୁରାଲ ଆଣ୍ଠୁ ପରି ହେବନାହିଁ, ତେଣୁ ଆୟୁର୍ବେଦ ମାଧ୍ୟମରେ ଏହାକୁ ମୂଳରୁ ବିନାଶ କରନ୍ତୁ l

କଣ ରିପୋର୍ଟ କରାଯାଏ ?

ESR, RAF, ୟୁରିକ ଏସିଡ (Uric Acid), ASO, CRP, X-Ray, BMD ଇତ୍ୟାଦି

ସୂଚନା ଅଭାବରୁ ବହୁତ ଲୋକ କଷ୍ଟ ପାଉଛନ୍ତି,  କାରଣ ସମାଧାନ ଅଛି କିନ୍ତୁ ଲୋକ ରାସ୍ତା ପାଉନାହାନ୍ତି !!!

ଯଦି ଆପଣଙ୍କୁ ଡାକ୍ତର ଆଣ୍ଠୁ ପ୍ରତିରୋପଣ  ଅପରେସନ ( ନୀ ରିପ୍ଲେସମେଣ୍ଟ ) କରିବା  ପାଇଁ କହି ଦେଇଛନ୍ତି ତ ଚିନ୍ତା କରନ୍ତୁ ନାହିଁକିଛି ଦିନ ଏହି ଔଷଧ ବ୍ୟବହାର କରି ନିଜେ ଅନୁଭବ କରି ପାରିବେ l

ଏହାର (Formulation) କମ୍ପୋଜିସନ ଏତେ ଜବରଦସ୍ତ ଅଟେ ଯେ ଯଦି ବା କାହାର ଆଣ୍ଠୁ ଭିତରୁ ବିଲକୁଲ ଘଷି ହୋଇଯାଇଥାଏ (ବା ଆଣ୍ଠୁର କାର୍ଟିଲେଜ ଉପରେ ଚାପ ବା ପ୍ରେସର ପଡି ଖାଇଯାଇଥାଏ), ଉଠିବା  ବସିବା ବେଳେ  (କଟ କାଟ) ସାଉଣ୍ଡ ଆସୁଥାଏ, ବିନା ସାହାରରେ ଚାଲି ପାରୁନଥିବେ, ବା ଆଣ୍ଠୁର Synovial Fluid (ତେଲ) କମି ଯାଇଥାଏ ଯାହାକି ହାଡ଼ ହାଡ଼ ମଧ୍ୟରେ Lubrication ( ଗୀରିସିଂ) କରିଥାଏ, ବା କୌଣସି ଆଘାତ କାରଣରୁ ଆଣ୍ଠୁରେ ଲଗାତାର ବଥା ରହିଥାଏ ତ ଆପଣ ନିଶ୍ଚିନ୍ତ ହୋଇ ଏହାକୁ ବ୍ୟବହାର କରିପାରିବେ l

ଅତି କମ ରେ ଏହାକୁ 3/4 ମାସ ସେବନ କରିବା ଉଚିତ l ରୋଗ ପୁରୁଣା ଥିଲେ ଆଉକିଛି ଅଧିକ ଦିନ ନିହାତି ସେବନ କରନ୍ତୁ

ଯେଉଁମାନଙ୍କୁ Joint Pain, ଆଣ୍ଠୁ ବଥା, ପିଠି ବଥା ବା ଶରୀରରେ କୌଣସି ଗଣ୍ଠି  ଜାଗାରେ ବଥା ହେଉଛି, ଓ ଯେତେବି ପୁରୁଣା ହେଉନା କାହିଁକି ସେ ଏହି ଔଷଧ ନେଇ ଦେଖନ୍ତୁ l ଆପଣ ଏ ପର୍ଯ୍ୟନ୍ତ ବହୁତ ପଇସା ଓ ସମୟ ନଷ୍ଟ କରିଥିବେ କିନ୍ତୁ ଆମେ ଆପଣଙ୍କୁ ମାତ୍ର ତିନି ମାସ ସମୟ ମାଗୁଛୁ  ଓ ବତାଇ ଦେଉଛୁ କି ଏଥିରେ କୌଣସି ପ୍ରକାର ବା କିଛି ମଧ୍ୟ ଷ୍ଟେରଏଡ଼ ବା Synthetic chemical ମିଶି ନାହିଁ, ଏହା ପ୍ରାକୃତିକ ଓ ହର୍ବଲ ଜଡିବୁଟି ରେ ତିଆରି ହୋଇଛି ଓ ବିଲକୁଲ ଶୁଦ୍ଧ ଅଟେ l

ପ୍ରତିଦିନ କେହି ନା କେହି ରୋଗୀ ଧନ୍ୟବାଦ ଦେଇ ଯାଉଛନ୍ତି କି ଯାହାର Joint Pain ଭଲ ହୋଇଯାଇଛି l ତାହାର ପ୍ରମାଣ ଶେଷକୁ ଦେଇଦେବା l

ଏହାକୁ ଦେଖି ଆମକୁ ମଧ୍ୟ ହସ ଲାଗୁଛି କି ଡକ୍ଟରଙ୍କ ମନରେ କଣ ଅଛି, ଏହାକୁ ଜାଣି ପୂରା ବିଶ୍ୱାସ ହୋଇଯିବ ଯେ ଡକ୍ଟର ଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ସହିତ କୌଣସି ମତଲବ ହି  ନାହିଁ l କିଛି ଡକ୍ଟର ଆମର ଔଷଧ ରଖିଥିଲେ, ସେମାନେ କିଛି ରୋଗୀଙ୍କୁ ଆମ ଔଷଧ ଦେଉଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଔଷଧ ନେଲେ ନାହିଁ l ପରେ ପଚାରିବାରୁ  ଯେ ସାର କଣ ହେଲା, କଣ ରେଜଲ୍ଟ ମିଳିନାହିଁ କି? କି ଅନ୍ୟ କିଛି ଅସୁବିଧା ହେଲା ତ ସେମାନେ କହିଲେ ରୋଗୀ ପ୍ରଥମେ ଆମ ପାଖକୁ ପ୍ରତି 10/15 ଦିନରେ ଥରେ ଆସୁଥିଲେ, ପଇସା ଦେଇ ଔଷଧ ନେଉଥିବାରୁ ସବୁବେଳେ ରୋଜଗାର ହେଉଥିଲା, କିନ୍ତୁ ଯେବେଠାରୁ ଅପଣଙ୍କ ଔଷଧ ଦେଲୁ ତ ସେବେଠୁ କୌଣସି ରୋଗୀ ପୁଣି ପୁଣି ଆସୁ ନାହାନ୍ତି ଓ ଜଣା ପଡିଲା କି ସେମାନେ ସବୁ ଠିକ ହୋଇଯାଇଛନ୍ତି, ତେଣୁ ଏପରି ଔଷଧ ଦେଇ ଫାଇଦା କଣ ଯାହା ଫଳରେ ଆମ କାମ ବନ୍ଦ ହୋଇଯିବ l

ଏପରି ଅନେକ ଅନୁଭୂତି ଆମର ଏହି ଔଷଧ ସହିତ ହୋଇଛି l

ଆମେ ଆପଣଙ୍କୁ କହୁଛୁ ଯେ ଆପଣଙ୍କର ଯଦି ଘରେ କାହାରି ବି ଏପରି ସମସ୍ୟା ଅଛି ଏହାକୁ ନିଶ୍ଚିତ ଆପଣାନ୍ତୁ l

ସାବଧାନ – ଯେଉଁମାନେ ଏସବୁ ଔଷଧ ଖାଉଛନ୍ତି ସେମାନେ ଠିଆ ହୋଇ ପାଣି ପିଇବେ ନାହିଁ ଓ ଖଟା ଜିନଷ ବିଲକୁଲ ଖାଇବେ ନାହିଁ ଓ ଚା ମଧ୍ୟ ପୂରା ବନ୍ଦ କରି ଦେବେ l

ଆଜିକାଲି, ଗଣ୍ଠି ଯନ୍ତ୍ରଣା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଛି, ଯାହା ପ୍ରାୟ ୩୦ ବର୍ଷ ବୟସର ଲୋକଙ୍କଠାରୁ ଆରମ୍ଭ ହୋଇଗଲାଣି | ଏହା ଆଣ୍ଠୁ, କାନ୍ଧ, ବେକ, ବାହୁ ଏବଂ ପାଦର ଏଡି  ଓ ଗଣ୍ଠି ଯନ୍ତ୍ରଣା ହୋଇପାରେ | ବ୍ୟାୟାମ ବ୍ୟତୀତ ଆପଣଙ୍କ ଖାଦ୍ୟ ପୁଷ୍ଟିକର ଏବଂ ସୁସ୍ଥ ରହିବା ଉଚିତ, ଯାହା ଗଣ୍ଠି ଯନ୍ତ୍ରଣାକୁ ହ୍ରାସ କରିପାରେ ଏବଂ ତୁରନ୍ତ ଆରାମ ପ୍ରଦାନ କରିଥାଏ |

ଆଣ୍ଠୁଗଣ୍ଠି ସମସ୍ୟା ମୁଖ୍ୟତଃ ଓଷ୍ଟିଓଆର୍ଥରାଇଟିସ, ଆର୍ଥରାଇଟିସ, Rheumatism ଓ Gout କାରଣରୁ ହେଇପାରେ ଯେପରିକି ଆଣ୍ଠୁ ରେ ବଥା, ଫୁଲିଯିବା, ଗଣ୍ଠି ଲାଲ ହୋଇଯିବା ଆଦି ହୋଇପାରେ l ଏପରି ସ୍ଥିତି ରୁ ମୁକୁଳିବା ପାଇଁ ଆମେ ସାଧାରଣତ କିଛି ନଭାବି ପେନ କିଲର ବା ବଥା ଔଷଧ ଖାଇଥାଉ ଓ ସମସ୍ୟା ଗମ୍ଭୀର ହୋଇଗଲେ ଡକ୍ଟର ଆମକୁ ଷ୍ଟେରଏଡ (Steroid) ଦେଇଥାନ୍ତି l ଆଣ୍ଠୁ  ବଥାରେ ଡକ୍ଟର ଆଣ୍ଠୁରେ ଷ୍ଟେରଏଡ ଈଞ୍ଜେକ୍ସନ ଲଗାଇ ଥାନ୍ତି ଯାହାର ବହୁତ ସାଇଡ ଏଫେକ୍ଟ ବା ଦୁଷ୍ପ୍ରଭାଵ ଥାଏ l

ଏଲୋପାଥି ରେ ଜଏଣ୍ଟ ଓ ଆଣ୍ଠୁ ସମସ୍ୟା ପାଇଁ NSAID ପେନ କିଲର ଦିଆଯାଏ ଯାହା ଯାହା ରୋଗକୁ କଣ୍ଟ୍ରୋଲ କରିଥାଏ l ଯେତେବେଳେ ଏହା କାମ କରିବା ବନ୍ଦ କରିଦିଏ ସେତେବେଳେ Steroid Injection ଦିଆଯାଏ l ଏହି ଦୁଇଟିକୁ ଦୀର୍ଘ ସମୟ ଧରି ବ୍ୟବହାର କଲେ ସାଇଡ ଏଫେକ୍ଟ ବାହାରେ, ତାହା ପରେ ବି କାମ ନହେଲେ ଶେଷରେ ଜଏଣ୍ଟ ରିପ୍ଲେସମେଣ୍ଟ ପାଇଁ କୁହାଯାଏ l କିନ୍ତୁ ନେଚୁରାଲ ଥେରାପି ରେ କୌଣସି ସାଇଡ ନ ଥାଇ ଶୀଘ୍ର ଭଲ ହୁଏ l

ଏଥିରେ କଣ ଅଛି ଫଳରେ ଏହା ଏତେ ପାୱାରଫୁଲ ଅଟେ ଆସନ୍ତୁ ଦେଖିବା l

  • Guggul & Shallaki: Provides nourishment to joints by optimizing synovial fluids and cartilages. Also works as anti-arthritic agent.
  • Rasna: Anti-inflammatory and pain killer.
  • Piperine: It increases bioavailability of other ingredients and is digestive and potent pain killer.
  • Hadjod: It accelerates bone healing; increases bone mineral density

ଏଥିରେ ସିଙ୍ଗଡ଼ାହାର (ଗଙ୍ଗଶିଉଳି)ହାଡଯୋଡ,  ଯମରୁଟସାଲକୀଗୁଗୁଲରାସ୍ନା

ମେଥିଶୁଣ୍ଠୀନିର୍ଗୁଣ୍ଡିନାଗରମଥା, ମୂଳମାଲକାଙ୍ଗିଣିଗିଲୟଡାଲଚିନିଅଶ୍ଵଗନ୍ଧା

ଶିଳାଜିତବିଶାମୁଷ୍ଟି, କୁର୍କ୍ୟୁମିନ  ଇତ୍ୟାଦି  ଆହୁରି ଅନେକ ଜଡିବୁଟି  ଅଛି l

Benefits ଏହାର ଫାଇଦା

ଶରୀରର ପ୍ରତ୍ୟେକ ଗଣ୍ଠି ଓ ହାଡ଼ ଓ ମାଂସପେଶୀ ପାଇଁ ସଞ୍ଜିବନୀ ଏ ଔଷଧ…

  • ଗଣ୍ଠି ଯନ୍ତ୍ରଣା ଜଏଣ୍ଟ ପେନ
  • ଗ୍ରୀସ୍ ଆଉଟ୍ ଆଣ୍ଠୁର ଗିରିଶ ସରିଯିବା
  • ସରଭାଇକାଲ Spondylitis
  • ପିଠି ଯନ୍ତ୍ରଣା
  • କମର ଓ କାନ୍ଧରେ ଯନ୍ତ୍ରଣା
  • ସ୍ପଣ୍ଡିଲାଇଟିସ୍ |
  • ସ୍ଲିପ୍ ଡିସ୍କ
  • ବେକରେ ଯନ୍ତ୍ରଣା
  • ସାଇକାଟିକା ଯନ୍ତ୍ରଣା

ଏହି ରୋଗ ଗୁଡିକରେ ବହୁତ ଲାଭ ଦାୟକ

ନୋଟ – ଏହା ସହିତ ସମ୍ପୂର୍ଣ ଭଲହେବା ପାଇଁ ଆଉ କିଛି ଔଷଧ ଓ ଡାଏଟ ଚାର୍ଟ୍ ପରାମର୍ଶ କରି ନେବା ଉଚିତ୍ I