Woman

ସ୍ତ୍ରୀ ମାନଙ୍କର ସମସ୍ତ ଗୁପ୍ତରୋଗ ଓ ସବୁ ପ୍ରକାର ଦୁର୍ବଳତାର ରାମବାଣ ଟନିକ !!

ଆଜି ଆପଣଙ୍କୁ ଏକ ବହୁତ ବଢିଆ ଗିଫ୍ଟ ଦେବାକୁ ଯାଉଛୁ ଯାହା ପ୍ରତ୍ୟେକ ସ୍ତ୍ରୀ ର ପ୍ରକୃତ ସାଥି ଅଟେ ସ୍ତ୍ରୀ ଭଗବାନଙ୍କ ଦ୍ୱାରା ତିଆରି ଏକ ଅମୂଲ୍ୟ ସୃଷ୍ଟି ଅଟେ ଯେ ନିଜେ ଜୀବନ୍ତ ଅଟେ ଓ ଜୀବନ ଦାୟିନୀ ମଧ୍ୟ ଅଟେ ଯଦି ନାରୀ ନାହିଁ ତ ଏହି ପୃଥିବୀ ରେ ଜୀବନର କଳ୍ପନା କରିହେବ ନାହିଁ ନାରୀ ବିନା ଈଶ୍ୱର ଙ୍କ ସୃଷ୍ଟିର କୌଣସି ଅସ୍ତିତ୍ୱ ନାହିଁ କିନ୍ତୁ ମଣିଷ  ଜାତି ନାରୀ କୁ କେବେ ଏତେ ଗୁରୁତ୍ୱ ପୂର୍ଣ୍ଣ ବୋଲି ଭାବନ୍ତି ନାହିଁ ନାରୀ ଶରୀର ପୁରୁଷ ମାନଙ୍କ ଶରୀର ଠାରୁ ବହୁତ ପ୍ରକାର ଅଲଗା ଅଟେ ନାରୀର ଜୀବନ ସମାଜ ସହିତ ଶାରୀରିକ ରୂପେ ମଧ୍ୟ ପ୍ରତିବନ୍ଧକ ରେ ପୂର୍ଣ୍ଣ ଅଟେ ତେଣୁ ତାଙ୍କ ଶରୀରରେ ବହୁତ ଯତ୍ନ ଆବଶ୍ୟକ କିନ୍ତୁ ଆଜି କାଲିର ବ୍ୟସ୍ତ ବହୁଳ ଜୀବନ ଶୈଳୀ ରେ ଏହା ସମ୍ଭବ ନୁହେଁ l

ଆଗ କାଳରେ ନାରୀମାନଙ୍କୁ   ରଜସ୍ୱଳା ଓ ପ୍ରସବ ପରେ ଅନେକ ଜଡ଼ିବୁଟି ଦିଆଯାଉଥିଲା ଯାହାଦ୍ୱାରା ତାଙ୍କୁ ଭବିଷ୍ୟତ ରେ ପ୍ରାୟ ରୋଗ ହେଉ ନଥିଲା  କିନ୍ତୁ ଆଜି କାଲି ଏପରି କୌଣସି ବ୍ୟବସ୍ଥା ନାହିଁ ଆହୁରି ମଧ୍ୟ ଆଜିକାଲି ଅପ୍ରାକୃତିକ ଗର୍ଭନିରୋଧକ ବ୍ୟବସ୍ଥା ମାଧ୍ୟମରେ ନାରୀର ଜୀବନ ସହିତ ଖେଳା ଯାଉଛି ଏବଂ ସମୟ ଅଭାବରୁ ନାରୀ ମାନେ ତାଙ୍କର ସ୍ୱାସ୍ଥ୍ୟ ପାଇଁ ସମୟ ଦେଇପାରୁ ନାହାନ୍ତି ଓ ବହୁତ ଶୀଘ୍ର ରୋଗୀଣା ହେଇଯାଉଛନ୍ତି ତେଣୁ ଓଡିଶା ଆୟୁର୍ବେଦ ଏହି ସବୁ ସ୍ତ୍ରୀ ଲୋକଙ୍କ ପାଇଁ ଏପରି ଏକ ଟନିକ ଆଣିଛି ଯାହାକି ରାମବାଣ ଠାରୁ କମ ନୁହେଁ ଏହା ର ସେବନରେ ସ୍ତ୍ରୀ ମାନଙ୍କର ନିମ୍ନ ଲିଖିତ ଫାଇଦା ମିଳିବ l

ତଳେ ଦିଆଯାଇଥିବା ରୋଗରୁ ରକ୍ଷା ମିଳେ

1) ଋତୁସ୍ରାବ ଠିକ ସମୟ ରେ ନହେବା

2) ଋତୁସ୍ରାବ ରେ ଯନ୍ତ୍ରଣା

3) ଅଧିକ ରକ୍ତ ଶ୍ରାବ

4) ଲିୟୁକୋରିଆ ବା ଧଳା ସ୍ରାବ

5) ଚିଡିଚିଡା ପଣ

6) ଥକା ପଣକମର ବଥା

7) ରକ୍ତ ହୀନତା

8) ଯୋନି ଢିଲା ହେବା

9) ଯୌନ ଇଚ୍ଛା ନହେବା ଇତ୍ୟାଦି ଗୁପ୍ତରୋଗ

 

ଏହି ଟନିକ ସ୍ତ୍ରୀ ଲୋକଙ୍କର ସବୁ ପ୍ରକାର ରୋଗରେ ଲାଭଦାୟକ ଅଟେ ଆମ ଦେଶରେ 90% ସ୍ତ୍ରୀ ଲୋକଙ୍କ ର ପ୍ରଦର ରୋଗ ଅଛି ଓ ମାସିକ ଧର୍ମରେ ବହୁତ ଅଭିଯୋଗ ମିଳେ ଯେପରିକି ମାସିକ ପେନ (ବଥା),  ଗର୍ଭାଶୟରେ ବଥାମାସିକ ସମୟରେ ଅଣ୍ଟା ବଥାକମର ବଥାଶରୀରରେ ଦାଗରକ୍ତ କମି ଶରୀର ହଳଦିଆ ହେବାଭୋକ ନ ଲାଗିବା ଇତ୍ୟାଦି… ଏହି ସିରାପ ଲଗାତର ଏକ ମାସ ସେବନ କଲେ ସ୍ତ୍ରୀଲୋକଙ୍କ ସ୍ୱାସ୍ଥ୍ୟ ଠିକ ହୋଇଯାଏଭୋକ ଲାଗେଚେହେରା ରେ ଦାଗ ଆଦି ପରିଷ୍କାର ହୋଇଯାଏ ଏହା ୩ମାସ ସେବନ କଲେ ବାଞ୍ଝପଣ ମଧ୍ୟ ଦୂର କରିଥାଏ l

ଧଳା ସ୍ରାବ ଥିଲେ ଲଙ୍କାମସଲା ଆଦି ଖାଦ୍ୟ ଖାଇବା ଉଚିତ ନୁହେଁ ଧଳା ସ୍ରାବ ପାଇଁ କିଛି ଘରୋଇ ତୁଟୁକା ଏଠାରେ ଦିଆଯାଇଛି l

ଆସନ୍ତୁ ଦେଖିବା ଏଥିରେ କଣ କଣ ଅଛି ? ଓ ଏହା କାହିଁକି ୟୁନିକ୍ ଅଟେ ?

ଅଶୋକ, ଆମଲା, ଶୁଣ୍ଠୀ, ଲୋଧ୍ରା, ଗିଲୟ (ଗୁଡ଼ୁଚି), ଗୋଖୁରୁ, କାଞ୍ଚନାର, ଚିକିନି ସୁପାରି, ଅଜୱଇନ(ଜୁଆଣି),  ଶତାବରୀ,  ଅଶ୍ଵଗନ୍ଧା,  ହରିତକୀ,  ବାହାଡା,  ଅର୍ଜୁନ, ବିଦାରିକନ୍ଦ,  ମୁସ୍ତାକା,

କିସିସ ସୁଦ୍ଧା,  ଚିରେଇତା,  କବାବ ଚିନି, ଜଲପ, ବଚ, ଶିବଲିଙ୍ଗି, ନାଗକେଶର, ଲବଙ୍ଗ, ତେଜପତ୍ର, ପିପଳୀ, ବିଡ଼ଙ୍ଗ,  ଅନନ୍ତ ମୂଳ, ଦେବଦାରୁ,  ଜଟାମାଂସୀ, ମେଁଗୋ /ଆମ୍ବ, ବଡ଼ ଛାଲ, ଶାଳ୍ମଳୀ, ଆକାଶିଆ, ଭୃଙ୍ଗରାଜ, ଜିରା,  କମଳ,  ଜାମୁ ଦଶମୂଳ ଇତ୍ୟାଦି…

ଏସବୁ କମ୍ବିନେସନ ଏକରୁ ଆରେକ ବଳିକି, ତେଣୁ ଏହାର ପ୍ରଭାବ ଜବରଦସ୍ତ ଅଟେ ଓ ଏହାର ବହୁତ ରେଜଲ୍ଟ ମିଳୁଛି I