Cancer Remedies

45000 ରୁ ଅଧିକ କ୍ୟାନସର ରୋଗୀଙ୍କୁ ଭଲ କରିଦେଇଛି ଏହି ଡାଏଟ୍ ଚାର୍ଟ୍ ! – Rudolf Breuss Diet Chart for Cancer

45000 ରୁ ଅଧିକ କ୍ୟାନସର ରୋଗୀଙ୍କୁ ଭଲ କରିଦେଇଛି ଏହି ଡାଏଟ୍ ଚାର୍ଟ୍ ! – Rudolf Breuss Diet Chart for Cancer

 

ଅଷ୍ଟ୍ରିଆ ର Rudolf Breuss,  କ୍ୟାନସର ପାଇଁ ସବୁଠାରୁ ଭଲ ପ୍ରାକୃତିକ ଚିକିତ୍ସା (Alternative Cancer Traetments) ଖୋଜିବା ପାଇଁ ପୂରା ଜୀବନ ସମର୍ପିତ କରିଦେଇଥିଲେତାଙ୍କ ଦ୍ୱାରା ତିଆରି ହୋଇଥିବା ପ୍ରଟୋକଲ Rudolf Breuss Diet Chart ନାମରେ ଜଣାଯାଇଥାଏ ସେ କହିଥିଲେ କି କ୍ୟାନସର ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ଉପରେ ନିର୍ଭର କରି ବଞ୍ଚି ରହିଥାଏ ଯଦି ରୋଗୀ 42 ଦିନ ପର୍ଯ୍ୟନ୍ତ କେବଳ ଫଳ ରସ ଓ ପରିବା ରସ ଓ ଚା ଉପରେ ନିର୍ଭର କରିବ  ତେଵେ କ୍ୟାନସର କୁ ବଢ଼ିବାରୁ ରୋକାଯାଇ ପାରିବ l

ସେ ଏକ ଖାସ ଜୁସ ତିଆରି କରିଥିଲେ ଯାହାର ଏକ ବଢିଆ ପ୍ରମାଣ ଦେଖିବାକୁ   ମିଳିଥିଲା ସେ ଏହି ଉପାୟରେ 45000 ରୁ ଅଧିକ ରୋଗୀଙ୍କୁ ଠିକ କରିଦେଇଥିଲେ,

ତାଙ୍କ ଉପଚାର 42 ଦିନ ପର୍ଯ୍ୟନ୍ତ ଚାଲୁଥିଲା l

Rudolf Breuss Diet Chart for Cancer

 ମୁଖ୍ୟ ଅଂଶ

 1) ଦିନ ଭିତରେ 3/4 ଥର ହର୍ବଲ ଚା ବା ଗ୍ରୀନ ଟି ପିଇବେ

2) 42 ଦିନ କେବଳ କଞ୍ଚା ଫଳ ଓ ପରିବା ଜୁସ ପିଇବେ

3) ପରିବା ଓ ଫଳ ଅର୍ଗାନିକ ବା ଜୈବିକ ଉପାୟରେ ହୋଇଥିବ,

4) ସବୁକୁ ଜୁସର ରେ ମିକ୍ସ କରି ଛାଣି ତାଜା ପିଇବେ

 

ତାଙ୍କ ପ୍ରଟୋକଲ ରେ

55% ବିଟ ରୁଟ, 20% ଗାଜର, 20% Celery Root ସାମିଲ ଥିଲା

http://cam-cancer.org/en/breuss-cancer-cure#:~:text=The%20core%20of%20the%20Breuss,to%20survive%20in%20the%20body.