Immunity Top10

ଇମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) ବଢାଇବା ପାଇଁ ରାମବାଣ ଏହି ଚେରମୂଳି – ଶରୀରକୁ କରିବ ବଜ୍ରପରି!!

ଏହାର ନାମ ଯେପରି କାମ ସେପରି, ଏହା ପୂରା ଇମ୍ୟୁନୋ ବୁଷ୍ଟର ପରି କାମ କରେ, ରୋଗ ପ୍ରତିରୋଧକ ଶକ୍ତି ବଢାଏ, ଥଣ୍ଡା ସର୍ଦ୍ଦି, କାଶ, ଛିଙ୍କ, କୁଣ୍ଡାଇ ହେବା, ଏଲର୍ଜୀ, ଆଜମା (ଦମା/ଶ୍ୱାସ ), ପ୍ଲେଟଲେଟ, ସାଇନସ, ମୁଣ୍ଡ ବଥା, ମାଇଗ୍ରେନ ଆଦି ଦୂର କରିବାରେ, ତଥା ଶରୀରକୁ ପରିଷ୍କାର କରିବା (detox)ରେ ସହାୟକ ହୋଇଥାଏ l ରୋଗୀ ଲୋକ ଏହାକୁ ଖାଇ ପାରିବେ ଓ ଯେଉଁମାନେ ବେମାର ନ ହେବାକୁ ଚାହୁଁଛନ୍ତି ସେମାନେ ସେବନ କଲେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି (immunity power) ବଢିବ l

 ବେଳେବେଳେ କୌଣସି ଅଜଣା ରୋଗ,  ଯାହା ଜାଣି ହୁଏ ନାହିଁ ଓ ବହୁତ ପ୍ରକାର ଔଷଧ କାମ କରି ନଥାଏ ସେତେବେଳେ ଏହା ଆଶ୍ଚର୍ଯ୍ୟ ଜନକ ଭାବେ କାମ କରିଦେଇଥାଏ ତେଣୁ ଏହାକୁ ନିହାତି ଟ୍ରାଏ କରିବା ଆବଶ୍ୟକ l ଏହି ବିଷୟରେ ଅଧିକ ଜାଣିବା ପାଇଁ ଆମର ଏହି Link ରେ ଦେଖନ୍ତୁ l

Immunity ପାଇଁ ଯାହା ଯାହା ଦରକାର ସବୁ ଏଠାରେ ଉପଲବ୍ଧ

  • Aloevera Ras  – ଘୃତକୁମାରୀ
  • Triphala (Fruit)           – ତ୍ରିଫଳା
  • Kokum Ext. (Garcinia Cambogia) Leaf
  • Tulsi (Osimum Sanctam) Panchang – ତୁଳସୀ
  • Ginger (Zingiber 0fficinalis) Ryhzome – ଅଦାସୁଣ୍ଠୀ
  • Giloy (Tinospora Cordifolia) Stem  –  ଗୁଡୁଚି/ଗିଲୟ
  • Ashwagandha (Withania Somnifera) Root – ଅଶ୍ୱଗନ୍ଧା
  • Punarnava (Boeharravia Diffusa) Root – ପୁନର୍ନଭା
  • Mulhati Ext. (Glycyrihza Glybra) Stem – ମୁଲେଠି/ଯଷ୍ଟିମଧୁ
  • Apple Ext. (Pyrus Malus) Fruit

ଆଜି ହିଁ ଅର୍ଡର କରନ୍ତୁ

କେଉଁଠୁ ପାଇବେ –

କେଉଁଝର  –   79783 61998

କଟକ    –     70178 57315

ବାରିପଦା –     88955 81095

ଭୁବନେଶ୍ୱର  –  98611 95898

ଯଦି ଉପର ନମ୍ବରରେ ଅସୁବିଧା ହୁଏ ତେବେ ଆମକୁ ସିଧା ସଳଖ ଯୋଗାଯୋଗ କରନ୍ତୁ

ଅନ୍ୟାନ୍ୟ ସହରରେ ଏହାକୁ ଉପଲବ୍ଧ କରାଇବା ପାଇଁ ଆମ ସହ ଯୋଗାଯୋଗ କରନ୍ତୁ I

ଏହା ଛଡା ଇମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) ବଢାଇବା ପାଇଁ ଅନ୍ୟାନ୍ୟ ଔଷଧ ପରାମର୍ଶ ପାଇଁ ଯୋଗାଯୋଗ କରିପାରିବେ I